Daily Archives

April 18, 2019

ରାଜନୀତିରେ ପୁଣି ଲାଗିଲା ରକ୍ତର ଛିଟା ! ସୁନ୍ଦରଗଡ଼ ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ ଦୁଇ ଭାଇଙ୍କ ଉପରେ ମରଣାନ୍ତକ…

କନକ ବ୍ୟୁରୋ : ରାଜନୀତିରେ ରକ୍ତର ଛିଟା । ଦ୍ୱିତୀୟ ପର୍ଯ୍ୟାୟ ଭୋଟ ପଡିବା ଆଗରୁ ସୁନ୍ଦରଗଡରେ ହୋଇଛି ରାଜନୈତିକ ଆକ୍ରମଣ । ବିଜେଡି ବିଧାୟକ ପ୍ରାର୍ଥୀ ଯୋଗେସ ସିଂହଙ୍କ ୨ ଭାଇଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ । ଗଂଜାମ ଜିଲ୍ଲା ସୋରଡାରୁ ମଧ୍ୟ ଆସିଛି ହିଂସାକାଣ୍ଡର ସମାନ…

ଦ୍ୱିତୀୟ ପର୍ଯ୍ୟାୟରେ କାହାକୁ ମିଳିବ କେତେ ଆସନ? ଭୋଟଗଣତି ପରେ ହିସାବ ଦେଲେ ନେତା?

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଛି ଭୋଟଗ୍ରହଣ । ଆଉ ଏହାସହ ଇଭିଏମରେ ସିଲ ହୋଇଛି ପ୍ରାର୍ଥୀଙ୍କ ଭାଗ୍ୟ । ଯାହା ଆସନ୍ତା ମେ ୨୩ରେ ଖୋଲିବ । ତେବେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଦଳୀୟ ନେତାଙ୍କ ହିସାବ କିତାବ ଆରମ୍ଭ ହୋଇଛି । ନିଜ ଦଳର ପ୍ରଦର୍ଶନକୁ ନେଇ…

ରାହୁଲଙ୍କ ବିରୋଧରେ ମାନହାନି ମୋକଦ୍ଦମା । କଂଗ୍ରେସ ଅଧ୍ୟକ୍ଷଙ୍କ ‘ସବୁ ମୋଦି ଚୋର’ ନାରାକୁ ନେଇ ରୁଜୁ ହେଲା ମାମଲା । 

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିରୋଧରେ ମାନହାନି ମୋକଦ୍ଦମା । ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦି ରାହୁଲଙ୍କ ନାଁରେ ମାମହାନୀ ମୋକଦ୍ଦମା ରୁଜୁ କରିଛନ୍ତି । ରାହୁଲ ଗାନ୍ଧିଙ୍କ ସବୁ ମୋଦି ଚୋର ନାରାକୁ ନେଇ ଏହି ମାମଲା ରୁଜୁ ହୋଇଛି । ରାହୁଲଙ୍କ ନାଁରେ…

ବିଜେପି ବିଧାୟକ ପ୍ରାର୍ଥୀଙ୍କ ଦାଦାଗିରି! ବୁଥରେ ପଶି ଇଭିଏମ ଭାଙ୍ଗିଲେ, ଜିଲ୍ଲାପାଳ କହିଲେ, ଥାନାରେ ଦିଆଯିବ ଏତଲା ।

କନକ ବ୍ୟୁରୋ : ଇଭିଏମ ଭାଙ୍ଗିଲେ ବିଜେପି ବିଧାୟକ ପ୍ରାର୍ଥୀ । ଭୋଟଗ୍ରହଣ ସରିବାକୁ ଆଉ କିଛି ସମୟ ବାକି ରହିଥିବା ବେଳେ ବୁଥରେ ପଶି ଇଭିଏମ ଭାଙ୍ଗିଲେ ବିଜେପି ବିଧାୟକ ପ୍ରାର୍ଥୀ । ସୋରଡାରୁ ଏଭଳି ଏକ ଖବର ସାମ୍ନାକୁ ଆସିଛି । ସୋରଡା ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ନୀଳମଣି ବିଷୋୟୀ…

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ବେଳେ ବିଭିନ୍ନ ରାଜ୍ୟରେ ନିର୍ବାଚନୀ ହିଂସା । କେଉଁଠି ଇଭିଏମ ଭାଙ୍ଗିଲା ତ କେଉଁଠି ଚାଲିଗଲା…

କନକ ବ୍ୟୁରୋ: ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଦେଶର ମୋଟ୍ ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ହୋଇଛି । ତେବେ ଏହି ମତଦାନ ସମୟରେ ବିଭିନ୍ନ ରାଜ୍ୟର ଅନେକ ମତଦାନ କେନ୍ଦ୍ରରେ ହିଂସାକାଣ୍ଡ ଦେଖିବାକୁ ମିଳିଛି । ଏହି ନିର୍ବାଚନୀ ହିଂସା ଉପୁଜିବା ଫଳରେ ତାମିଲନାଡୁର…

ଢେଙ୍କାନାଳ ଲୋକସଭା ଆସନରେ ବିଜୟୀ ଶିରିପା ପିନ୍ଧିବ କିଏ? ୭ ବିଧାନସଭା ଆସନରେ କିଏ ହେବ ଆପଣଙ୍କ ବିଧାୟକ, ଫଟୋ ଦେଖନ୍ତୁ…

କନକ ବ୍ୟୁରୋ : ଢେଙ୍କାନାଳରେ ବିଜୟୀ ଶିରିପା ପିନ୍ଧିବାକୁ ୩ ପ୍ରମୁଖ ଦଳ ମଧ୍ୟରେ ଜୋରଦାର ଲଢେଇ ହେବାକୁ ଯାଉଛି । ପୂର୍ବରୁ ଏଠାରେ ବିଜେଡି ବିଜୟର ହ୍ୟାଟ୍ରିକ ମାରି ସାରିଥିବା ବେଳେ ଏହି ଆସନକୁ ପୁଣିଥରେ ହାତେଇବା ପାଇଁ ଜୋର ଲଗାଇଛି ଦଳ । ଏଥିପାଇଁ ନୂଆ ସିପାହୀକୁ ମୈଦାନକୁ ଆଣିଛି ଦଳ ।…