Daily Archives

April 18, 2019

ନିର୍ବାଚନ ସମୟରେ ବିଜେପିର ଅପରାଧିକ କାର୍ଯ୍ୟକଳାପ ନେଇ ବିଜେଡିର କାଉଣ୍ଟର । କହିଲା ବିଜେପିକୁ ଘାରିଛି ପରାଜୟର ଭୟ ।

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ, ଆଜି ସୋରଡାରେ ଯେଉଁ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା, ତାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ବିଜେପି ପ୍ରାର୍ଥୀଙ୍କ ଇଭିଏମ୍ ଭଙ୍ଗାରୁଜା ଓ ବୁଥରେ ଆକ୍ରମଣ ଘଟଣାକୁ ଦଳ ପକ୍ଷରୁ ନିନ୍ଦା କରାଯାଇଛି । ବିଜେପି…

ବିଜୟଙ୍କ ପାଇଁ ପାଟକୁରାରେ ଦିଲୀପ ରାୟ । କହିଲେ ରହିଛି, ରହିବ ତାଙ୍କ ଯୋଡି, ମିଳିତ ଭାବେ ବିଜେପିରୁ ଦେଇଥିଲେ ଇସ୍ତଫା…

କନକ ବ୍ୟୁରୋ : ପାଟକୁରାରେ ଦିଲୀପ ରାୟ  । ପାଟକୁରା ଆସି ଆଜି ବନ୍ଧୁ ତଥା ପାଟକୁରାର ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଭେଟିଛନ୍ତି ସୁନ୍ଦରଗଡର ପୂର୍ବତନ ବିଧାୟକ ଦିଲୀପ ରାୟ । ଏହି ଅବସରରେ ବିଜୟଙ୍କ ସହ ତାଙ୍କର ଯୋଡି ରହିଛି ଓ ରହିବ ବୋଲି ଦୃଢ଼ୋକ୍ତି କରିଛନ୍ତି ଦିଲୀପ ।…

ଭୁବନେଶ୍ୱରରେ ବିଜେଡି ସୁପ୍ରିମୋଙ୍କ ରୋଡ୍ ସୋ’ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ନବୀନ ।

କନକ ବ୍ୟୁରୋ : ରାଜଧାନୀ ରାଜରାସ୍ତାରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ୍ ପ୍ରଚାର । ଭୁବନେଶ୍ୱରରେ ନବୀନଙ୍କ ବିଶାଳ ରୋଡ୍ ସୋ’ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ । ଗତକାଲି କଟକରୁ ଭୁବନେଶ୍ୱର ଯାଏଁ ରୋଡ୍ ସୋ ଜରିଆରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର…

ଭୋଟ୍ ଦେଲା ଓଡିଶା । ଶେଷ ହେଲା ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ହେଭିୱେଟ୍ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କଲେ ଜନତା । 

କନକ ବ୍ୟୁରୋ : ସକାଳ ୭ଟା ବାଜିଲା ବେଳକୁ ମତଦାନ କେନ୍ଦ୍ର ଆଗରେ ଦେଖିବାକୁ ମିଳିଥିଲା ଭୋଟରଙ୍କ ଲମ୍ବାଲାଇନ୍ । ଗଣତନ୍ତ୍ରରେ ଏହି ମହାପର୍ବରେ ସାମିଲ ହେବାକୁ ଲୋକଙ୍କ ମନରେ ଥିଲା ପ୍ରବଳ ଉତ୍ସାହ । ୫ ବର୍ଷ ପାଇଁ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବା ପାଇଁ ଜନତାଙ୍କ ମନରେ ଯେତିକି ଉତ୍ସାହ…

ପୁଣି ପାକିସ୍ତାନକୁ ବଡ଼ ଝଟକା । ଜମ୍ମୁ-କାଶ୍ମୀର ଓ ଅଧିକୃତ କାଶ୍ମୀରରେ ସୀମାପାର ବାଣିଜ୍ୟ କାରବାର ରଦ୍ଦ କରିବାକୁ…

କନକ ବ୍ୟୁରୋ: ପୁଣି ପାକିସ୍ତାକୁ ଝଟକା । ଆସନ୍ତା କାଲିଠାରୁ ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖାରେ କୌଣସି ବାଣିଜ୍ୟ କାରବାର ରଦ୍ଦ କରିବାକୁ ନିଷ୍ପତି । ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ ରଦ୍ଦ ନାମା ଜାରି କରାଯାଇଥିବା ସୂଚନା ମିଳିଛି । ତେବେ ସୀମାପାର ବାଣିଜ୍ୟ…