Daily Archives

April 18, 2019

ମତଦାନ ପାଇଁ ବାହାବେଦୀ ଛାଡି ଆସିଲେ ବରକନ୍ୟା ! ପ୍ରଥମେ ଭୋଟ୍, ପରେ ସଂପନ୍ନ ହେଲା ବିବାହ ନୀତି, କହିଲେ ଜୀବନରେ ବିବାହ…

କନକ ବ୍ୟୁରୋ : ସାରା ଦେଶରେ ଶେଷ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ମତଦାନରେ ଅନେକ ଜନତା ତ ସାମିଲ ହୋଇଥିଲେ, ହେଲେ ଜାମ୍ମୁକାଶ୍ମୀରର ଭୋଟିଂର ଏହି ଚିତ୍ର ସାରା ଦେଶର ନଜରକୁ ଆସିଛି । ମତଦାନ କରିବାକୁ ଆସିଥିଲେ ବରକନ୍ୟା । ଭୋଟିଂର ଏହି ଚିତ୍ର ଏବେ ବେଶ୍ ଭାଇରାଲ୍ ହୋଇଛି । କାରଣ ବିବାହ…

ବିଶ୍ୱକପ୍ ଦଳ ଚୟନ ପରେ ବି ତୁଟୁନି ଅଡୁଆ । ପନ୍ଥଙ୍କୁ ୧୫ ଜଣିଆ ଦଳରେ ସ୍ଥାନ ନମିଳିବାକୁ ନେଇ ଅସନ୍ତୋଷ ଜାହିର କଲେ…

କନକ ବ୍ୟୁରୋ : ନିକଟରେ ଘୋଷଣା ହୋଇଛି ବିଶ୍ୱକପ୍ କ୍ରିକେଟ ପାଇଁ ଭାରତୀୟ ଟିମ୍ । ୧୫ ଜଣିଆ ଦଳରେ ସ୍ଥାନ ପାଇନାହାନ୍ତି ଦଳର ଯୁବ ୱିକେଟ କିପର ବ୍ୟାଟସମ୍ୟାନ୍ ରିଷଭ୍ ପନ୍ଥ । ଦିନେଶ କାର୍ତିକଙ୍କୁ ସ୍ଥାନ ଦେଇ ପନ୍ତଙ୍କୁ ବାଦ୍ ଦେଇଛନ୍ତି ଚୟନକର୍ତା । ଭାରତୀୟ ଚୟନ କମିଟିର ଏପରି ନିଷ୍ପତି…

ବିଧାନସଭାରେ ଆସିକା କବିରାଜ । କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କୁ ବାଛିଥିଲେ ବିଜୁ ବାବୁ ।

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଚିକିତ୍ସାସେବା ହେଉ କି ମନୋରଂଜନ ବା ରାଜନୀତି, ଏ ସବୁ କ୍ଷେତ୍ରର ଏକ ବିଶେଷତ୍ଵ ହେଲା ଯେ ଏ କ୍ଷେତ୍ରରେ ଥରେ ସଫଳ ହେଲେ ଜନସାଧାରଣଙ୍କର ଶ୍ରଦ୍ଧା ଅଜାଡ଼ି ହୋଇପଡ଼େ ଅଯାଚିତ ଭାବରେ । ସାଧାରଣ ମଣିଷର ସୁଖଦୁଃଖ ସହ ଯୋଡ଼ିହୋଇ ରହିବାର ଏସବୁ ପ୍ରକୃଷ୍ଟ କ୍ଷେତ୍ର…

ତାମିଲନାଡୁ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି ଜଣେ ଓଡିଆ ପୁଅ । ଓଡିଶା ପାଇଁ ଗର୍ବ ସାଉଁଟୁଛନ୍ତି…

କନକ ବ୍ୟୁରୋ : ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ୧୧ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ମତଦାନ ହୋଇଛି । ଅନ୍ୟ ସମସ୍ତ ରାଜ୍ୟମାନଙ୍କ ଅପେକ୍ଷା ଚର୍ଚ୍ଚାରେ ରହିଛି ତାମିଲନାଡୁ। ଜାତୀୟସ୍ତରରେ ଖ୍ୟାତିପ୍ରାପ୍ତ ତାମିଲନାଡୁର ବହୁ ଅଭିନେତା ଓ ରାଜନେତା ମତଦାନ କେନ୍ଦ୍ରକୁ ଯାଇ…

ଭୋଟ୍ ପାଇଁ ଉଡୁଛି ଟଙ୍କା । ଚଳିତ ବର୍ଷ ରେକର୍ଡ ଭାଙ୍ଗିବ ଜବତ ହୋଇଥିବା ଟଙ୍କା, ଏପର୍ଯ୍ୟନ୍ତ ସିଜ୍ ହେଲାଣି ୨,୬୨୮…

କନକ ବ୍ୟୁରୋ : ଦେଶରେ ଜାରି ରହିଛି ଲୋକସଭା ନିର୍ବାଚନ । ଏହା ସହିତ ବିଭିନ୍ନ ସ୍ଥାନରେ ନିର୍ବାଚନ କମିଶନଙ୍କ ଟିମର ଚଢଉ ବି ଜାରି ରହିଛି । ଏହା ମଧ୍ୟରେ ଯେଉଁ ତଥ୍ୟ ଆସୁଛି ତାହା ବେଶ୍ ଚିନ୍ତା ଜନକ । ବ୍ୟାପକ ଚଢାଉରେ ୧୭ ଅପ୍ରେଲ ସୁଦ୍ଧା ଦେଶର ବିଭିନ୍ନ ରାଜ୍ୟରୁ ୨ ହଜାର ୬ ଶହ ୨୮ କୋଟି ୪୩…

ସହିଦ ହେଲେ ଗଣତନ୍ତ୍ରର ସୈନିକ ସଂଯୁକ୍ତା ଦିଗାଲ । ଗର୍ଭବତୀ ଥିଲେ ମଧ୍ୟ ପୁଲିଂ ସୁପରଭାଇଜିଂ ଟିମରେ ଥିଲେ ସକ୍ରିୟ,…

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନର ମାତ୍ର କିଛି ଘଂଟା ପୂର୍ବରୁ ଫୁଲବାଣୀରେ ଏପରି ଘଟଣା ଘଟିଥିଲା, ଯାହା ସାରା ରାଜ୍ୟକୁ ସ୍ତବ୍ଧ କରି ଦେଇଥିଲା । ମାଓବାଦୀଙ୍କ ଗୁଳିମାଡରେ ଟଳି ପଡିଥିଲେ ପୋଲିଂ ସୁପରଭାଇଜର ସଂଯୁକ୍ତା ଦିଗାଲ । ଲୁଇସିଂ ପଂଚାୟତର ଜିଆରଏସ୍ ଭାବେ କାର୍ଯ୍ୟ…