Daily Archives

April 17, 2019

ଉତ୍ତର-ପଶ୍ଚିମ ଭାରତରେ ଝଡତୋଫାନର ତାଣ୍ଡବ ! ମଧ୍ୟପ୍ରଦେଶ, ଗୁଜରାଟ ଓ ରାଜସ୍ଥାନ ସମେତ ବିଭିନ୍ନ ସ୍ଥାନରେ ୩୫ରୁ ଅଧିକ…

କନକ ବ୍ୟୁରୋ : କଡ ଲେଉଟାଇଛି ପାଣିପାଗ । ଗରମ ଦିନରେ ଉତ୍ତରପଶ୍ଚିମ ଭାରତରେ ଦେଇଛି ଥଣ୍ଡାର ଅନୁଭବ । ଆରବ ସାଗର ଓ ବଙ୍ଗୋପସାଗରରୁ ଆସିଥିବା ବାୟୁର ଟକ୍କରରୁ ଉତ୍ତର-ପଶ୍ଚିମ ଭାରତରେ ଝଡ ତୋଫାନ ହୋଇଛି । ଆଉ ଏଥିରେ ୩୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବ୍ୟାପକ ଫସଲ ହାନୀ ହୋଇଛି ।…

ବିମାନଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା । ଆଜି ରାତିରେ ବିମାନ ଚଳାଚଳ ସ୍ଥଗିତ ରଖିପାରେ ଜେଟ୍ ଏୟାରୱେଜ୍ ।

କନକ ବ୍ୟୁରୋ: ବିମାନଯାତ୍ରୀଙ୍କ ପାଇଁ ଜରୁରୀ ସୂଚନା । ଆଜି ରାତିରେ ଘରୋଇ ରୁଟରେ ବିମାନ ଚଳାଚଳ ବନ୍ଦ କରିପାରେ ଜେଟ୍ ଏୟାରୱେଜ୍ । କାରଣ ପ୍ରାୟ ୮ ହଜାର କୋଟି ଋଣ ସହ ଦେବାଳିଆ ସ୍ଥିତିରେ ପହଞ୍ଚିଥିବା ଘରୋଇ ବିମାନ ସେବା କମ୍ପାନି ଜେଟ ଏୟାରେଓ୍ଵଜ ଆଜି ରାତି ପାଇଁ ନିଜର ସବୁ ଘରୋଇ ଫ୍ଲାଇଟ…

କର୍ଣ୍ଣାଟକର ୩ ବିଜେପି ନେତାଙ୍କ ଘରେ ଆୟକର ଚଢ଼ାଉ ! ୮୩ ଲକ୍ଷ ଟଙ୍କା ସହ ୫୬୦ ଗ୍ରାମ ସୁନା ଜବତ

କନକ ବ୍ୟୁରୋ : ଦେଶରେ ନିର୍ବାଚନ ଆରମ୍ଭ ହୋଇଯାଇଥିବାବେଳେ ଭୋଟରଙ୍କୁ ପ୍ରଲୋଭିତ କରିବା ପାଇଁ ନଗଦ ଟଙ୍କାର ବ୍ୟାପକ ବ୍ୟବହାର ହେଉଥିବା ନିର୍ବାଚନ ଆୟୋଗ ଓ ଆୟକର ବିଭାଗ ପାଖକୁ ସୂଚନା ମିଳିବାରେ ଲାଗିଛି । ଏଥିପାଇଁ ଆୟୋଗର ଦଳ ଓ ଆୟକର ବିଭାଗର ଫ୍ଲାଇଂ ସ୍କ୍ଵାଡ ବିଭିନ୍ନ ଅଞ୍ଚଳରେ ଚଢଉ ଜାରି…

ଦ୍ୱିତୀୟ ପର୍ଯ୍ୟାୟ ମତଦାନରେ ଭିଆଇପି ନେତାଙ୍କ ଉପରେ ନଜର ! ହେମା ମାଳିନୀ, ରାଜ ବବର, ଫାରୁକ ଅବଦୁଲ୍ଲା, ଜିତେନ୍ଦ୍ର…

କନକ ବ୍ୟୁରୋ : ୨୦୧୯ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଆସନ୍ତାକାଲି ହେବ । ୧୨ଟି ରାଜ୍ୟର ୯୫ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ତେବେ ଏସବୁ ରାଜ୍ୟରେ କେତେକ ଆସନରେ ଭିଆଇପି ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଧାରଣ କରିବେ ଭୋଟର । ଯାହା ଉପରେ ସାରା ଦେଶର ନଜର ରହିଛି ।…

ନମୋ ଟିଭିକୁ ନେଇ ବିଜେପିକୁ ଆଉ ଏକ ଝଟକା ! ଭୋଟିଂର ୪୮ ଘଂଟା ପୂର୍ବରୁ ପ୍ରସାରିତ ହେବ ନାହିଁ ମୋଦିଙ୍କ ରେକଡ଼ିଙ୍ଗ୍ ସୋ’

କନକ ବ୍ୟୁରୋ : ଆସନ୍ତା କାଲି ଦ୍ୱିତୀୟ ପର‌୍ୟ୍ୟାୟ ମତଦାନ । ଭୋଟରଙ୍କ ହାତରେ ନେତାଙ୍କ ଚାବି । ବିଭିନ୍ନ ବୁଥ୍ ଗୁଡିକରେ ଇଭିଏମ ପହଂଚିଥିବା ବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଭୋଟ୍ ପଡିବାକୁ ଥିବା ସମସ୍ତ ବୁଥରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି । ସୁରୁଖୁରୁରେ ମତଦାନ…

ସିଲଭର ସିଟିରେ ବିଜେଡି ସୁପ୍ରିମୋଙ୍କ ଶକ୍ତି ପ୍ରଦର୍ଶନ । ହାଇଟେକ ବସରେ ଛକରୁ ଛକ ବୁଲି ପ୍ରଚାର କରୁଛନ୍ତି ନବୀନ

କନକ ବ୍ୟୁରୋ : ନିଜ ଜନ୍ମ ମାଟିରେ ଜମାଣିଆ ରୋଡ ସୋ’ କରିଛନ୍ତି ବିଜେଡି ସୁପ୍ରିମୋ ।ସିଲଭର ସିଟିରେ ମେଗା ରୋଡ ସୋ’ କରିଛନ୍ତି ସୁପ୍ରିମୋ । କଟକ ସହରରେ ଜନ୍ମିତ ନବୀନ ହଜାର ବର୍ଷର ନଗରରେ ରୋଡ ସୋ’ କରିଛନ୍ତି । ପ୍ରାୟ ୪୩ଟି ଛକରେ ନବୀନ ରୋଡ ସୋ’ କରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ…