Daily Archives

April 16, 2019

ବିଦେଶରୁ ମିଳିଲା କୋଟିଏ ଟଙ୍କାର ଚାକିରି ଅଫର । କିନ୍ତୁ ଏତେବଡ ସୁଯୋଗକୁ ହାତଛଡା କରିବାକୁ ଚାହୁଁଛନ୍ତି ଚା’…

ପାଠ ପଢ଼ା ସରିବା ପରେ ସବୁ ଯୁବକ-ଯୁବତୀ ଏକ ଭଲ ଚାକିରିର ଆଶା ରଖିଥାନ୍ତି । ନିଜ ଘର ଚଳାଇବା ସହ ସୁଖମୟ ଜୀବନ ବିତାଇବା ପାଇଁ ପିଲମାନେ ଅଧିକ ଦରମାରେ ଚାକିରି କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି । କିନ୍ତୁ ୨୧ବର୍ଷୀୟ ସଚ୍ଚିନ ସନଓ୍ଵାଲଙ୍କୁ କୋଟିଏ ଟଙ୍କାର ଚାକିରି ଅଫର ମିଳିଥିବା ବେଳେ ସେ…

ମୋଦିଙ୍କ ଉପରେ ବର୍ଷିଲେ ରିତେଶ ଦେଶମୁଖ । କହିଲେ, ଦେଶ ଚଳାଇବା ପାଇଁ ୫୬ ଇଞ୍ଚ ଛାତିର ନୁହେଁ ବରଂ ଭଲ ହୃଦୟର ଆବଶ୍ୟକତା…

ବଲିଉଡ ଅଭିନେତା ରିତେଶ ଦେଶମୁଖ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି । ନିର୍ବାଚନ ସମୟରେ ରୀତେଶ ଦେଶମୁଖଙ୍କ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି ଯାହା ତାଙ୍କୁ ଚର୍ଚ୍ଚାର ଘେରକୁ ଟାଣି ଆଣିଛି । ମହାରାଷ୍ଟ୍ରର ଲାତୁରରେ ଏକ ସଭାରେ ରୀତେଶ କହିଥିଲେ, ଦେଶ ଚଳାଇବା ପାଇଁ ୫୬ ଇଞ୍ଚ ଛାତିର ଆବଶ୍ୟକତା…

ବିରୋଧୀଙ୍କ ଲମ୍ବା ଭାଷଣ ବନାମ ନବୀନଙ୍କ ପଦେ କଥା ! ମୁଖ୍ୟମନ୍ତ୍ରୀଙ୍କ ‘ଆପଣ ମାନେ ଖୁସି ତ’ ପ୍ରଶ୍ନର ସମାନ ସ୍ୱରରେ…

କନକ ବ୍ୟୁରୋ : ବିରୋଧୀ ନେତାଙ୍କ ଦୀର୍ଘ ସମୟଧରି ଭାଷଣ ବନାମ ନବୀନଙ୍କ ପଦେ କଥା । ନିର୍ବାଚନୀ ସଭାରେ ଉପସ୍ଥିତ ଜନତାଙ୍କୁ ମୁଖ୍ୟମନ୍ତ୍ରୀ ଖୁସି ତ ବୋଲି ପଚାରୁଥିବାବେଳେ ସମାନ ସ୍ୱରରେ ପ୍ରତିକ୍ରିୟା ରଖୁଛନ୍ତି ଜନତା । ଆଉ ନବୀନଙ୍କ ଉତ୍ତର ମୁଁ ବି ବହୁତ ଖୁସି । ବିଶାଳ ଜନସଭାକୁ ସମ୍ବୋଧିତ…

ପୂର୍ବତନ ମୁଖ୍ୟମନ୍ତ୍ରୀ ଝିଅଙ୍କ ଘରେ ଆୟକର ବିଭାଗର ଚଢାଉ । ଅପରେସନରେ ସାମିଲ ହୋଇଛନ୍ତି ୧୦ ଜଣ ଅଫିସର

ଡିଏମକେ ନେତ୍ରୀ ତଥା ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ.କରୁଣାନିଧିଙ୍କ କନ୍ୟା କାନିମୋଝିଙ୍କ ଘରେ ଆଜି ଆୟକର ବିଭାଗ ଚଢଉ କରିଛି । ତାଙ୍କ ଘରେ ବିପୁଳ ପରିମାଣରେ ନଗଦ ଟଙ୍କା ଗଚ୍ଛିତ ଥିବା ଖବର ମିଳିବା ପରେ ଏହି ଚଢଉ ହୋଇଛି । ଆୟକର ବିଭାଗର ପ୍ରାୟ ୧୦ ଜଣ ଅଫିସର ଏହି ଚଢଉରେ ସାମିଲ…

ଭେଲୋରେ ଆସନରେ ହେବାକୁ ଥିବା ନିର୍ବାଚନ ବାତିଲ । ନିର୍ବାଚନ ବାତିଲ କରିବାକୁ ରାଷ୍ଟ୍ରପତି ଦେଲେ ନିର୍ଦ୍ଦେଶ, ଜାଣନ୍ତୁ…

କନକ ବ୍ୟୁରୋ : ଟଙ୍କା ପାଇଁ ବାତିଲ ହେଲା ନିର୍ବାଚନ । ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଏଭଳି ଘଟଣା ଦେଖିବାକୁ ମିଳିଛି । ତାମିଲନାଡୁର ଭେଲୋର ଲୋକସଭା ସିଟ୍ ପାଇଁ ଏପ୍ରିଲ ୧୮ରେ ହେବାକୁ ଥିବା ମତଦାନ ବାତିଲ କରି ଦିଆଯାଇଛି। ପୂର୍ବରୁ ଏନେଇ ନିର୍ବାଚନ କମିଶନ ରାଷ୍ଟ୍ରପତିଙ୍କୁ ଏକ ପତ୍ର…

ନିର୍ବାଚନ ପାଇଁ କଂଗ୍ରେସର କସରତ । ଭାଇ ରାହୁଲଙ୍କ ରାସ୍ତାରେ ପ୍ରିୟଙ୍କା, ବିଜେପି ଉପରେ ଶାଣିତ ଆକ୍ରମଣ କରୁଛନ୍ତି…

କନକ ବ୍ୟୁରୋ : ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରାର୍ଥୀଙ୍କ ପ୍ରଚାର ସଭା । ଆଉ ସଭାର କେନ୍ଦ୍ରବିନ୍ଦୁ ପାଲଟୁଛନ୍ତି ଦଳର ଶୀର୍ଷନେତା । ଅନେକ ସମୟରେ ନିର୍ବାଚନୀ ସଭାରୁ ମୋଦି ସରକାରଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ହେଲେ ଏବେ ଭଉଣୀ ପ୍ରିୟଙ୍କା…