Daily Archives

April 15, 2019

୨୦୦୪ରୁ ୨୦୧୪ । ସିଙ୍ଗଲ ଇଞ୍ଜିନରେ ଗୁଜୁରାଟର ବିକାଶ ମଡେଲ ସମ୍ଭବ ହେଲା କେମିତି? ୟୁପିଏ ସରକାର ସମୟରେ ମୋଦି ଖୋଜିଥିଲେ…

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ଏବେ ଗୋଟିଏ କଥାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତାହା ହେଉଛି ବିଜେପିର ଶୀର୍ଷ ନେତାଙ୍କ ଡବଲ ଇଞ୍ଜିନ ଥିଓରୀ । ଡବଲ ଇଞ୍ଜିନ ହିଁ ବିକାଶର ମାପଦଣ୍ଡ । ନିର୍ବାଚନ ପୂର୍ବରୁ ଭୋଟରଙ୍କ ମନରେ ଏଭଳି ଏକ ଧାରଣା ସୃ୍ଷ୍ଟି କରିବାକୁ ବିଜେପିର ମୋଦି, ଶାହା,…

ଆଜମ୍ ଓ ମାନେକାଙ୍କ ଉପରେ ଚାଲିଲା ନିର୍ବାଚନ କମିଶନଙ୍କ ଚାବୁକ୍ ! ପ୍ରଚାର ଉପରେ ଲଗାଇଲେ କଟକଣା ।

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ୩ ଦିନ ବାକି ରହିଥିବା ବେଳେ ସମାଜବାଦୀ ପାର୍ଟି ନେତା ଆଜମ୍ ଖାନ୍ ଓ ବିଜେପି ନେତ୍ରୀ ମାନେକା ଗାନ୍ଧୀଙ୍କୁ ଲାଗିଛି ବଡ ଝଟକା । ଆଜମ୍ ଓ ମାନେକାଙ୍କ ପ୍ରଚାର ଉପରେ ଲାଗିଛି କଟକଣା । ଆଜମ ଖାନ୍ ଆଗାମୀ ୭୨ ଘଣ୍ଟା ଅର୍ଥାତ ୩ଦିନ…

ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଦୃଢ ପଦକ୍ଷେପ । ଆଜି ସୁଦ୍ଧା ଓଡିଶାରେ ଜବତ ହେଲାଣି ୩ କୋଟିରୁ ଅଧିକ ଟଙ୍କା,…

କନକ ବ୍ୟୁରୋ : ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ନିମନ୍ତେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଜିଲ୍ଲାରେ ୧୩୪୪୦ ଗୋଟି ଜାମିନ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି । ଭାରତୀୟ ପିଙ୍ଗଳ କୋର୍ଡ ୧୦୭/୧୧୬ ଧାରା ଅନୁଯାୟୀ ୫୫୭୬୯ ଜଣଙ୍କୁ ଅଟକ ରଖାଯାଇଛି । ୫୧୯୧ ଗୋଟି…

ଫୋନ କରି କହିବା ପରେ ମଧ୍ୟ ଶୁଣିଲେନି ଡିଏଫଓ, ହୁତୁହୁତୁ ହୋଇ ଜଳିଲା ୫ ଜଙ୍ଗଲ । ପଚାରିବାରୁ କହିଲେ, ମୋତେ ବୁଝାନ୍ତୁ…

କନକ ବ୍ୟୁରୋ : ଶୁଣିଲେନି ଡିଏଫ୍ଓ, ଜଳିଗଲା ଜଙ୍ଗଲ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର ପଥରଚେପା ଜଙ୍ଗଲରେ ଥିବା ପାହାଡ଼ରେ । ବଲାଙ୍ଗୀର-ପାଟଣାଗଡ ରାସ୍ତାରେ ଥିବା ପଥରଚେପା ପାହାଡରେ ଲାଗିଛି ନିଆଁ । ହୁତୁହୁତୁ ହୋଇ ଜଳୁଛି ୫ରୁ ୬ଟି ପାହାଡ । ସକାଳ ୮ଟାରୁ ଜଂଗଲରେ ନିଆଁ…

ମୋଇନ୍ ଅଲ୍ଲୀ, ଡିଭିଲିୟର୍ସଙ୍କ ଜବରଦସ୍ତ ଅର୍ଦ୍ଧଶତକ ! ଶେଷ ଓଭରରେ ମାଲିଙ୍ଗାଙ୍କୁ ୩ ୱିକେଟ୍, ମୁମ୍ବାଇକୁ ୧୭୨ ରନର…

କନକ ବ୍ୟୁରୋ : ଆଜି ଆଇପିଏଲରେ ବିଶ୍ୱକପର ଅଧିନାୟକ ଏବଂ ଉପଅଧିନାୟକଙ୍କ ମଧ୍ୟରେ ଚାଲିଛି ହାଇଭୋଲଟେଜ ଲଢେଇ । ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁହାଁମୁହିଁ ହେଉଛନ୍ତି ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର…

ରାସ୍ତା ଉପରେ ରାଜନୀତି । ସ୍ମାର୍ଟ ସିଟିରେ ମୋଦି, ସିଲଭର ସିଟିରେ ନବୀନ କରିବେ ମେଗା ରୋଡ ସୋ’ ।

କନକ ବ୍ୟୁରୋ : ଆସନ୍ତାକାଲି ଓଡିଶାରେ ଦୁଇ ହେଭିୱେଟଙ୍କୁ ଦେଖିବାକୁ ମିଳିବ ପ୍ରଚାର ମୈଦାନରେ । ଗୋଟିଏ ପଟେ ବିଜେଡି ସୁପ୍ରିମୋ ଓ ଅନ୍ୟ ପଟେ ମୈଦାନକୁ ଓହ୍ଲାଇବେ ବିଜେପିର ବଡ ଚେହେରା ମୋଦି । ଓଡିଶାରେ ଗେରୁଆ ବାନା ଉଡାଇବା ପାଇଁ ବିଜେପି ଦିନ ରାତି ଏକ କରି ଦେଇଥିବା ବେଳେ ବାରମ୍ବାର ଓଡିଶା…