Daily Archives

April 14, 2019

ଆସ୍କା ଗଡ ଜିତିବା ଆଶାରେ ତିନି ଦଳ । କାହାକୁ ନେତା ବାଛିବେ ଜନତା, ଫଟୋରେ ଫଟୋରେ ଦେଖନ୍ତୁ ଆସ୍କା ଲୋକସଭା ଓ ୭…

କନକ ବ୍ୟୁରୋ : ଆସ୍କା ଗଡ ଜିତିବା ପାଇଁ ଆଶା ବାନ୍ଧି ବସିଛନ୍ତି ୩ ଦଳ । ଦୀର୍ଘ ୨ ଦଶନ୍ଧିରୁ ଉଦ୍ଧ୍ୱର୍ ସମୟ ଧରି ବିଜେଡିର ଗଡ ରହି ଆସିଥିବାରୁ ଆସ୍କା ନିର୍ବାଚନମଣ୍ଡଳୀକୁ ନେଇ ଏବେ ପୂରା ଓଡିଶାରେ ଚର୍ଚ୍ଚା । ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ କ୍ୟାରିୟରର ମୂକସାକ୍ଷୀ ଥିବା ଆସ୍କା ଆସନରେ…

୫କୋଟିର ନୋଟ ସହ ସୁନା ଗହଣାରେ ସଜାହେଲା ମନ୍ଦିର । ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ । 

କନକ ବ୍ୟୁରୋ: ଟଙ୍କାରେ ସଜା ହୋଇଛନ୍ତି ଠାକୁର । ମନ୍ଦିରର ଚାରି ଆଡେ ଟଙ୍କା । କାନ୍ଥରେ ବି ଟଙ୍କା, ପାହାଚରେ ବି ଟଙ୍କା । ଯୁଆଡେ ଦେଖିବେ କେବଳ ନଜର ଆସିବ କେବଳ ଟଙ୍କା ଆଉ ଟଙ୍କା । ମନ୍ଦିରରେ ଲାଗିଛି ଶହେ ଟଙ୍କିଆ ନୋଟ୍ ଠାରୁ ଆରମ୍ଭ କରି ୨ ହଜାର ଟଙ୍କିଆ ନୋଟ୍ ସବୁ । ସବୁ ଗୁଡାକ ବି ନୂଆ…

ମୋଦିଙ୍କ ହେଲିକପ୍ଟରରେ ଆସିଥିବା କଳାବାକ୍ସରେ କଣ ଥିଲା । ବଢୁଛି ରହସ୍ୟ, କଂଗ୍ରେସ କହିଲା ଯାଞ୍ଚ କରନ୍ତୁ ନିର୍ବାଚନ…

କର୍ଣ୍ଣାଟକର ଚିତ୍ରାଦୁର୍ଗକୁ ନିର୍ବାଚନୀ ରାଲିରେ ଯୋଗ ଦେବାକୁ ଯାଇଥିବା ବେଳେ ମୋଦୀଙ୍କ ହେଲିକପ୍ଟରରେ ଯେଉଁ କଳା ବାକ୍ସ ଦେଖା ଯାଇଥିଲା, ତାକୁ ନେଇ ଏବେ ମୋଦୀଙ୍କ ସଚ୍ଚୋଟପଣିଆ ଉପରେ ପ୍ରଶ୍ନ କରିଛି କଂଗ୍ରେସ । କଂଗ୍ରେସ ପ୍ରବକ୍ତା ଆନନ୍ଦ ଶର୍ମା ମୋଦୀଙ୍କୁ କଳା ବାକ୍ସର ରାଜ୍ ବିଷୟରେ…

ରାଜ୍ୟରେ ପ୍ରବଳ ଗ୍ରାଷ୍ମ ପ୍ରବାହ । ୪୦ ଡିଗ୍ରୀ ଉପରେ ୧୧ ସହର, ଟିଟିଲାଗଡ଼ରେ ସର୍ବାଧିକ ୪୩.୫ ଡିଗ୍ରୀ, ଭୁବନେଶ୍ୱରରେ…

କନକ ବ୍ୟୁରୋ : ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ । ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଟିଟିଲାଗଡ଼ର ତାପମାତ୍ରା ସର୍ବାଧିକ ୪୩ ଦଶମିକ୍ ୫ ଡିଗ୍ରୀ ସେଲସିୟସ ରହିଛି । ସେହିପରି ପ୍ରବଳ ତାତିରେ ଜଳୁଛି ଅନୁଗୁଳ, ବଲାଙ୍ଗୀର ଓ ତାଲଚେର । ଏହି ତିନି ସହରରେ ୪୨ ଡିଗ୍ରୀ…

ଜାତୀୟ ଗଣମାଧ୍ୟମରେ ନବୀନ କହିଲେ ମନର କଥା । କହିଲେ, ରାଜନୀତିରେ ନାହିଁ ଅବସର ବୟସ, ଯିଏ ଓଡ଼ିଶାର ଦାବି ଶୁଣିବ,…

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନେଇ ସବୁ ଚର୍ଚ୍ଚିତ ପ୍ରସଙ୍ଗ ଉପରେ ଉତ୍ତର ରଖିଛନ୍ତି ନବୀନ । ଇଣ୍ଡିଆ ଟୁଡେର କନସଲଟିଂ ଏଡିଟର ରାଜଦୀପ ସରଦେଶାଇ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତକାର ନେଇ ପ୍ରଶ୍ନ କରିଥିଲେ, ଏହି ନିର୍ବାଚନ ତାଙ୍କ ପାଇଁ ସବୁଠାରୁ କଷ୍ଟସାଧ୍ୟ ନିର୍ବାଚନ କି ।…

ଅମିତ ଶାହା ନେଲେନି ବୈଜୟନ୍ତଙ୍କ ନାଁ । ବିଜେପିର ସ୍ଥିତି ଦୃଢ ପାଇଁ ଦେଲେ ୪ ନେତାଙ୍କୁ ଶ୍ରେୟ । ଭୁଲିଗଲେ ନା…

କନକ ବ୍ୟୁରୋ : ବୈଜୟନ୍ତ ବିଜେପି ଶିବିରରେ ଏଣ୍ଟ୍ରି କରିବା ପରେ ବେଶ ଆକ୍ଟିଭ ରହିଛନ୍ତି । ଦଳର ପ୍ରତ୍ୟେକ କାର୍ଯ୍ୟକ୍ରମରେ ବୈଜୟନ୍ତ ସାମିଲ ହେଉଥିବା ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ କାର୍ଯ୍ୟକ୍ରମରେ ବୈଜୟନ୍ତଙ୍କୁ ମଞ୍ଚର ପ୍ରଥମ ଧାଡିରେ ମଧ୍ୟ…