Daily Archives

April 13, 2019

ବିଶ୍ୱକପ ପୂର୍ବରୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଟ୍ୱିଷ୍ଟ୍ ଆଣିଲେ ସେହୱାଗ ! ଘୋଷଣା କଲେ ନିଜ ପସନ୍ଦର ୧୫ ଜଣିଆ ଭାରତୀୟ…

କନକ ବ୍ୟୁରୋ : ପାଖଉଛି ବିଶ୍ୱକପ, ବଢୁଛି ଉତ୍କଣ୍ଠା । ୨୦୧୯ ବିଶ୍ୱକପର ତାରିଖ ଯେତିକି ପାଖେଇ ପାଖେଇ ଆସୁଛି, କ୍ରୀଡାପ୍ରେମୀଙ୍କ ମନରେ ଉତ୍ସାହ ସେତିକି ବଢି ବଢି ଚାଲିଛି । ଆଉ ଏହାରି ଭିତରେ ସମସ୍ତଙ୍କ ଅପେକ୍ଷା ରହିଛି ଆସନ୍ତା ୧୫ ତାରିଖକୁ । ଯେତେବେଳେ ବିଶ୍ୱକପ ପାଇଁ ବିସିସିଆଇ ଘୋଷଣା…

ଡାହାଣୀ ସନ୍ଦେହରେ ଦମ୍ପତିଙ୍କୁ ମାଡ । ବାଙ୍ଗିରିପୋଷି ଥାନାରେ ୫ଜଣଙ୍କ ନାଁରେ ଏତଲା । 

କନକ ବ୍ୟୁରୋ: ଡାହାଣୀ କହି ସ୍ୱାମୀ-ସ୍ତ୍ରୀଙ୍କୁ ପିଟିଲେ ଗ୍ରାମବାସୀ । ଗ୍ରାମବାସୀଙ୍କ ନିସ୍ତୁକ ମାଡରେ ଗୁରୁତର ଆହତ ହୋଇଛନ୍ତି ଦମ୍ପତି । ଆହାତ ଦମ୍ପତିଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏପରି ଏକ ଅଭାବନିୟ ଘଟଣା ଘଟିଛି ମୟୂରଭଂଜ ଜିଲ୍ଲାର ବାଙ୍ଗିରିପୋଷି ଥାନା…

ମୋଦିଙ୍କ ବିରୋଧରେ ମୈଦାନକୁ ଓହ୍ଲାଇବେ ଅଭିନନ୍ଦନ । କହିଲେ, ୨୦୧୯ରେ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ…

ଆସନ୍ତା ଏପ୍ରିଲ ୨୬ ତାରିଖରେ ବାରଣାସୀରୁ ନାମାଙ୍କନ ଭରିବେ ମୋଦି । ଏହି ଆସନରୁ ମୋଦିଙ୍କୁ ଟକ୍କର ଦେବାକୁ ତାମିଲନାଡୁର ୧୧୧ ଚାଷୀ, ପୂର୍ବ ବିଏସଏଫ କନେଷ୍ଟବଳ, ହାଇକୋର୍ଟର ପୂର୍ବତନ ବିଚାରପତିଙ୍କ ସମେତ ଅନେକ ପ୍ରାର୍ଥୀ ମୈଦାନକୁ ଓହ୍ଲାଇବେ । ଆଉ ଏସବୁ ଭିତରେ ଅବିକଳ ମୋଦିଙ୍କ ଭଳି…

ନ୍ୟାୟକୁ ନେଇ ଜବାବ ସୁଆଲ । ରାହୁଲ କହିଲେ, ମୋଦିଙ୍କ ବନ୍ଧୁଙ୍କଠୁ ଆସିବ ନ୍ୟାୟ ପାଇଁ ଟଙ୍କା, ମୋଦି କହିଲେ ୭୦ ବର୍ଷ…

କନକ ବ୍ୟୁରୋ : ପୁଣି ମୁହାଁମୁହିଁ ରାହୁଲ-ମୋଦି । ୨୦୧୯ ନିର୍ବାଚନ ପାଇଁ ପ୍ରଚାର ଯେତିକି ଜୋର ଧରୁଛି, ଆରୋପ ପ୍ରତ୍ୟାରୋପ ରାଜନୀତି ମଧ୍ୟ ସେତିକି ତେଜିବାରେ ଲାଗିଛି । କର୍ଣ୍ଣାଟକର କୋଲାରରେ ଆଜି ନିର୍ବାଚନ ପ୍ରଚାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶାଣିତ ସମାଲୋଚନା କରିଛନ୍ତି…

ନିର୍ବାଚନ ପାଖଉଛି, ନେତାଙ୍କ ପାଟି ଖସୁଛି ! ୟୁପିରେ ହୋଇଛି ସର୍ବାଧିକ ଆଦର୍ଶ ଆଚରଣ ବିଧି ଉଲଙ୍ଘନ, ସାରା ଦେଶରେ…

କନକ ବ୍ୟୁରୋ : ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରୁ ଆସିଲା ସାଂଘାତିକ ଖବର । ସବୁଠାରୁ ଅଧିକ ଆଦର୍ଶ ଆଚରଣ ବିଧି ଉଂଲଘନ ହୋଇଛି ଉତ୍ତରପ୍ରଦେଶରେ । ଏନେଇ ୟୁପିରେ ୩୪ଟି ମାମଲା ରେକର୍ଡ ହୋଇଛି । ଏପ୍ରିଲ ୧୨ ସୁଦ୍ଧା ସାରା ଦେଶରେ ୩୨୩ ମାମଲା ପଂଜିକୃତ ହୋଇଥିବା ସୂଚନା ମିଳିଛି । ନିର୍ବାଚନକୁ…

ମୋଦିଙ୍କ ସଭାରେ ଗଛ ଉପରକୁ ଚଢିଲେ ଲୋକେ । ଭାଷଣରେ ବ୍ରେକ ଲଗାଇଲେ ମୋଦି, ସମର୍ଥକକଙ୍କୁ କହିଲେ…? ଦେଖନ୍ତୁ…

ଲୋକସଭା ନିର୍ବାଚନ ୨୦୧୯କୁ ଦୃଷ୍ଟିରେ ରଖି ପ୍ରଚାରକୁ ଜୋରଦାର କରିଛି ବିଜେପି । ଖାସକରି ପ୍ରଚାରର ମଙ୍ଗ ଧରିଛନ୍ତି ବିଜେପିର ଦୁଇ ଶୀର୍ଷ ନେତା ଅମିତ ଶାହା ଓ ନରେନ୍ଦ୍ର ମୋଦି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କର୍ଣ୍ଣାଟକର ମଙ୍ଗଲୋରରେ ଏକ ରାଲିକୁ ସମ୍ବୋଧିତ…