Daily Archives

April 12, 2019

ନିଜ ଗଡରେ ନବୀନଙ୍କ ଜୋରଦାର ପ୍ରଚାର । ଆସ୍କା ଲୋକସଭା କ୍ଷେତ୍ରରେ ବିଜେଡି ସୁପ୍ରିମୋଙ୍କ ମେଗା ରୋଡା ସୋ’, ଦଳୀୟ…

କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟ ମତଦାନ ପରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ନିଜ ଗଡରେ ପ୍ରଚାର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସ୍କା ଲୋକସଭା କ୍ଷେତ୍ରର ସାନଖେମୁଣ୍ଡି, ଶେରଗଡ, ହିଂଜିଳିକାଟୁରେ ବିଶାଳ ରୋଡ-ସୋ କରିଛନ୍ତି ନବୀନ । ସାଢେ ୪ କୋଟି ଓଡିଆଙ୍କୁ ନିଜ…

ସ୍ୱାମୀଙ୍କ ପାଇଁ ମୈଦାନକୁ ଓହ୍ଲାଇଲେ ସ୍ତ୍ରୀ । ବଲାଙ୍ଗୀରରେ ସ୍ୱାମୀଙ୍କ ପାଇଁ ପ୍ରଚାର କଲେ ରାଜପରିବାରର ବୋହୂ, ପତି…

କନକ ବ୍ୟୁରୋ : ପତିଙ୍କ ପାଇଁ ପତ୍ନୀଙ୍କ ପ୍ରଚାର । ଗାଁ ଗାଁ ବୁଲୁଛନ୍ତି, ଘର ଘର ଯାଇ ଭୋଟ୍ ମାଗୁଛନ୍ତି । କିଛି ଏଭଳି ଢଙ୍ଗରେ ବଲାଙ୍ଗୀର ରାଜ ପରିବାରର ବୋହୂଙ୍କୁ ପ୍ରଚାର କରୁଥିବାର ଦେଖିବାକୁ ମିଳିଛି । ଲୋକସଭା ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ପାଇଁ ପତ୍ନୀ ମେଘନା କୁମାରୀ ଏବଂ…

ଆସନ୍ତା ୨୩ରେ ତୃତୀୟ ପର୍ଯ୍ୟାୟ ମତଦାନ । ନେତା ବାଛିବେ ୯୨ ଲକ୍ଷରୁ ଅଧିକ ମତଦାତା ।

କନକ ବ୍ୟୁରୋ: ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆସନ୍ତା ୨୩ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ୬ ଗୋଟି ଲୋକସଭା ଆସନ ଯଥା- ସମ୍ବଲପୁର, କେଉଁଝର, ଢେଙ୍କାନାଳ, କଟକ, ପୁରୀ ଓ ଭୁବନେଶ୍ୱର ସହ ଏହା ଅଧୀନସ୍ଥ ୪୨ ଗୋଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ । ତୃତୀୟ ପର୍ଯ୍ୟାୟ ଲୋକସଭା…

୨୦୧୪ରେ ଗ୍ରାଜୁଏଟ୍, ୨୦୧୯ରେ ଇଣ୍ଟର ମିଡିଏଟ୍! ସ୍ମୃତି ଇରାନୀଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

କନକ ବ୍ୟୁରୋ : ଶିକ୍ଷାଗତ ଯୋଗ୍ୟତାକୁ ନେଇ ଅଡୁଆରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ । କେତେ ଯାଏଁ ପଢିଛନ୍ତି ସ୍ମୃତି । ଗତ ୨୦୧୪ ନିର୍ବାଚନୀ ସତ୍ୟପାଠରେ ଡିଗ୍ରୀ ହାସଲ କରିଥିବା ନେଇ ସତ୍ୟପାଠ ଦେଇଥିବା ସ୍ମୃତି ଇରାନୀ, ୨୦୧୯ ସତ୍ୟପାଠରେ ଡିଗ୍ରୀ ସରିନଥିବା ଦର୍ଶାଇଛନ୍ତି । ଯାହାକୁ ନେଇ…

ନିର୍ବାଚନ ପାଣ୍ଠିର ହିସାବ ଦିଅ । ରାଜନୈତିକ ନିର୍ବାଚନ ଚାନ୍ଦାର ହିସାବ ମାଗିଲେ ସୁପ୍ରିମକୋର୍ଟ, ମେ’ ୩୦ ସୁଦ୍ଧା…

କନକ ବ୍ୟୁରୋ : ନିର୍ବାଚନ ପାଣ୍ଠି ସଂପର୍କରେ ସୁପ୍ରିମକୋର୍ଟଙ୍କୁ ସୂଚନା ଦେବେ ରାଜନୈତିକ ଦଳ । କାହାଠୁ କେତେ ଟଙ୍କା ଆସିଛି ଏବଂ କେଉଁ ବାଟରେ ଆସିଛି, ସେ ସଂପର୍କରେ ସୂଚନା ଦେବେ ରାଜନୈତିକ ଦଳ । ଆଜି ଏଭଳି ଏକ ରାୟ ଦେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଦଳ ଗୁଡିକୁ  ମିଳିଥିବା…

ଆଖି ଆଗରେ ଜଳିଗଲା ୧୨୦ ବଖରା ଘର । କ୍ଷଣକରେ ଭସ୍ମ ହୋଇଗଲା ପୂରା ଜୀବନର ଜମାପୁଞ୍ଜି, ବାସହୀନ ହୋଇଗଲେ ୬୦ ପରିବାର

କନକ ବ୍ୟୁରୋ : ଜଳିଗଲା ଗୋଟିଏ ଗାଁର ୧୨୦ ବଖରା ଘର । ଆଖି ଆଗରେ ଭସ୍ମୀଭୂତ ହୋଇଗଲା ପୂରା ଜୀବନର ଜମାପୁଞ୍ଜି । ଏଭଳି ଏକ ଦୁଃଖଦ ଖବର ଅନୁଗୁଳ ଜିଲ୍ଲାରୁ ଆସିଛି । ଗ୍ୟାସ ଟାଙ୍କି ବିସ୍ଫୋରଣ ଘଟିବାରୁ ଶୁକ୍ରବାର ୧୨୦ଟି ବଖରା ଭସ୍ମୀଭୂତ ହୋଇଯାଇଛି। ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ବ୍ଲକ…