Daily Archives

April 11, 2019

ପ୍ରଶିକ୍ଷଣ କାର୍ଯ୍ୟରେ ଅନୁପସ୍ଥିତ କର୍ମଚାରୀଙ୍କୁ ଜିଲ୍ଲାପାଳଙ୍କ ଚେତାବନୀ । କହିଲେ, ନିର୍ବାଚନ କାର୍ଯ୍ୟରେ ଅବହେଳା…

କନକ ବ୍ୟୁରୋ : ଜୟଦେବ ନିର୍ବାଚନ ମଣ୍ଡଳୀ ନିମନ୍ତେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ୧୫ ଶହ ଅଧିକାରୀ ଓ କର୍ମଚାରୀ ମାନଙ୍କର ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଭୁବନେଶ୍ୱର ଉପଖଣ୍ଡଠାରେ ଆୟୋଜିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୬୬ ଜଣ ନିୟୋଜିତ କର୍ମଚାରୀ ଅନୁପସ୍ଥିତ ଥିଲେ । ଏଭଳି…

ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟ୍ । ଓଡିଶାରେ ସନ୍ଧ୍ୟା ୬ଟା ସୁଦ୍ଧା ୬୮ ପ୍ରତିଶତ ମତଦାନ ହୋଇଥିବା ସୂଚନା ଦେଲେ…

କନକ ବ୍ୟୁରୋ : ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ମତଦାନ । ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ଜନତା । ଇଭିଏମରେ ସିଲ ହୋଇଛି ନେତାଙ୍କ ଭାଗ୍ୟ । ତେବେ ଓଡିଶାରେ ସନ୍ଧ୍ୟା ୬ଟା ସୁଦ୍ଧା ୬୮ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ନିର୍ବାଚନ କମିଶନ ଏନେଇ ସୂଚନା ଦେଇଛନ୍ତି । ତେବେ ମତଦାନ…

ପ୍ରଥମ ଓଡ଼ିଆ ମହିଳାଙ୍କ ‘ଗୃହ’ପ୍ରବେଶ ! ରାଜୀବ ଗାନ୍ଧୀଙ୍କ ସହ ଲୋକସଭାରେ ଶପଥ ନେଇଥିଲେ ଜୟନ୍ତୀ ପଟ୍ଟନାୟକ ।

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ୧୯୮୧ ମସିହା ଅଗଷ୍ଟ ୧୭ ତାରିଖ, ଲୋକସଭା ସଦନ, ନୂଆଦିଲ୍ଲୀ । ସେଦିନ ନୂଆକରି ନିର୍ବାଚିତ ହୋଇ ଆସିଥିବା କିଛି ସଦସ୍ୟ ଶପଥ ନେବାର କାର୍ଯ୍ୟକ୍ରମ ଥାଏ । ପାଖାପାଖି ବସିଥାନ୍ତି ଜଣେ ଓଡ଼ିଆ ମହିଳା ଓ ଅନ୍ୟ ଜଣେ ସୌମ୍ୟଦର୍ଶନ ଯୁବକ । ‘‘ଡୁ ୟୁ ନୋ ହ୍ଵାଟ୍…

ଭାରତରେ ଭୋଟ ଦେଲେ ଇଟାଲି, ସ୍ୱିଡେନ, ଇଣ୍ଡୋନେସିଆ, ଥାଇଲାଣ୍ଡ ।

ନିର୍ବାଚନରେ ନେତାଙ୍କୁ ନେଇ ସର୍ବଦା ଚର୍ଚ୍ଚା ଲାଗି ରହିଥାଏ, କିନ୍ତୁ ମେଘାଳୟରେ ନେତାଙ୍କ ଅପେକ୍ଷା ଭୋଟର ମାନେ ଅଧିକ ଲାଇମ ଲାଇଟରେ ରହିଥାନ୍ତି । ଏହି ଚର୍ଚ୍ଚା ପଛରେ ରହିଛି ଭୋଟରଙ୍କ ନିଆରା ନାଁ । ଯେଉଁ ମାନଙ୍କ ନାଁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ମେଘାଳୟର ଲୋକସଭା ନିର୍ବାଚନରେ…

ନାମାଙ୍କନ ପୂର୍ବରୁ ସୋନିଆ ଓ ସ୍ମୃତି ଇରାନୀଙ୍କ ଶକ୍ତି ପ୍ରଦର୍ଶନ ! ରାୟବରେଲି ଓ ଆମେଠିରେ କଡା ଟକ୍କର, କଂଗ୍ରେସ ଗଡରେ…

କନକ ବ୍ୟୁରୋ : ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ର ରାୟବରେଲିରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବିଶାଳ ରୋଡ ସୋ ଓ ପୂୂଜାର୍ଚ୍ଚନା କରିବା ପରେ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ସୋନିଆ ଗାନ୍ଧୀ । ସେପଟେ ଆମେଠିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟକ୍କର…