Daily Archives

April 10, 2019

ମୋଦିଙ୍କୁ ଦିଲ୍ଲୀପଙ୍କ କୃତଜ୍ଞତା ! ତ୍ୱରାନ୍ୱିତ ହେଲା ଦ୍ୱିତୀୟ ବ୍ରାହ୍ମଣୀ ସେତୁ, ଆଗକୁ ବଢିଲା ଆଇଜିଏଚ୍ ସୁପର…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା ଜଣାଇଲେ ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । ଦ୍ୱିତୀୟ ବ୍ରାହ୍ମଣୀ ସେତୁ ଓ ଆଇଜିଏଚ ସୁପର ସ୍ପେଶାଲିଟି ହସ୍ପିଟାଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବାରୁ ଦିଲ୍ଲୀପ ରାୟ ସନ୍ତୋଷ ପ୍ରକାଶ କରିଛନ୍ତି । ଏହି ଦୁଇଟି…

ବିଜେଡିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ଅନୁଭବଙ୍କ ସମ୍ପତି କେତେ ? ୪୧ ଲକ୍ଷରୁ ଅଧିକ ଟଙ୍କା କରିଛନ୍ତି ଋଣ, ଜାଣନ୍ତୁ…

କନକ ବ୍ୟୁରୋ : କେନ୍ଦ୍ରାପଡା ଆସନରେ ଭାଗ୍ୟ ପରୀକ୍ଷା କରିବେ ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି । ହେଭିୱେଟ ବୈଜୟନ୍ତଙ୍କ ବିପକ୍ଷରେ ଫାଇଟ କରିବେ ଅନୁଭବ । ଏନେଇ ଗତକାଲି ଶେଷଦିନରେ ନାମାଙ୍କନପତ୍ର ଦାଖଲ କରିଥିଲେ ଅନୁଭବ । ବିଜେଡିର ସାଂସଦ ପ୍ରାର୍ଥୀ ଭାବେ ନାମାଙ୍କନପତ୍ର ଦାଖଲ କରିବା ସହ…

ରାତି ପାହିଲେ ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ୯୧ଟି ସଂସଦୀୟ ଆସନ ପାଇଁ ୨୦ ରାଜ୍ୟରେ ପଡିବ ଭୋଟ୍, ନେତାଙ୍କ ଭାଗ୍ୟ…

କନକ ବ୍ୟୁରୋ : ରାତିପାହିଲେ ଦେଶରେ ସାଧାରଣ ନିର୍ବାଚନ । ପ୍ରଥମ ଚରଣ ମତଦାନରେ ଦେଶର ମୋଟ୍ ୨୦ ଟି ରାଜ୍ୟର ୯୧ ଟି ସଂସଦୀୟ କ୍ଷେତ୍ରରେ ହେବ ମତଦାନ । ଏଥିପାଇଁ ସମସ୍ତ ବ୍ୟବସ୍ଥା ଶେଷ ହୋଇଛି । ସମସ୍ତ ପୁଲିଂ ବୁଥରେ ପୁଲିଂ ପାର୍ଟି ଗୁଡିକ ଇଭିଏମ୍ ଓ ଭିଭିପାଟ୍ ସହିତ ପହଁଚି ସାରିଛନ୍ତି ।…

ବିଜେପି ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି । କହିଲା ନିର୍ବାଚନ କମିଶନଙ୍କ ଆଦେଶକୁ କରାଯାଇଛି ବେଖାତିର,…

କନକ ବ୍ୟୁରୋ :  ନିର୍ବାଚନ ଆଦର୍ଶ ଆଚରଣ ବିଧିର ବାରମ୍ବାର ଉଲ୍ଲଂଘନ କରି ଚାଲିଥିବା ବିଜେପି ଶେଷରେ ନିର୍ବାଚନ କମିସନଙ୍କ ଆଦେଶକୁ ବି ଦଳିଚକଟି ଦେଇଛି । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଗୁରୁବାର ହେବାକୁ ଥିବା ବେଳେ ବିଜେପି ବିରୋଧରେ ବିଜୁ ଜନତା ଦଳ ବୁଧବାର ସଙ୍ଗୀନ ଅଭିଯୋଗ ଆଣିଛି ।…

ହାଇପ୍ରୋଫାଇଲ ଆସନ ଗୁଡିକ ପାଇଁ ହେବ ହାଇଭୋଲଟେଜ ଲଢେଇ? ଭିଭିପାଟ ମେସିନରେ ଭୋଟର ଦେବେ ଉତ୍ତର । 

କନକ ବ୍ୟୁରୋ : ନିର୍ବାଚନୀ ମୈଦାନରେ ଚାଲିଛି କଡ଼ା ମୁକାବିଲା । କାହାକୁ କିଏ ଦେଉଛନ୍ତି ଟକ୍କର? କେଉଁ ଆସନରେ ହେବାକୁ ଯାଉଛି ବଡ ଲଢ଼େଇ? ୪ ଲୋକସଭା ଆସନରେ କାହା କାହା ମଧ୍ୟରେ ହେବ ବିଗ୍ ଫାଇଟ? ତାକୁ ନେଇ ଜନତାଙ୍କ ମଧ୍ୟରେ ଯେତିକି ଉକ୍ରଣ୍ଠା, ନେତାଙ୍କ ମଧ୍ୟରେ ସେତିକି ଆଶଙ୍କା । ବିଧାନସଭା…