Daily Archives

April 9, 2019

ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରାର୍ଥୀ ପତ୍ର ଦାଖଲ । ବିଧାନସଭା ପାଇଁ ୩୮୪ ଓ ଲୋକସଭା ପାଇଁ ୬୧ ଜଣ…

କନକ ବ୍ୟୁରୋ : ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ବିଧାନସଭା ଆସନ ନିମନ୍ତେ ଆଜି ଶେଷ ଦିନରେ ୧୭୭ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଲୋକସଭା ଆସନ ପାଇଁ ୨୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଚତୁର୍ଥ ପର୍ଯ୍ୟାୟର ୪୨ଟି ବିଧାନସଭା ଆସନ ପାଇଁ ସର୍ବମୋଟ ୩୮୪ ଜଣ…

‘କାଳିଆ’ ଟଙ୍କାକୁ ନେଇ କଳି । ନବୀନ କହିଲେ, ପିଏମ କିଷାନ ଯୋଜନା ଚାଲୁ ରହିଥିବାବେଳେ କାହିଁକି ଅଟକିଲା କାଳିଆ?…

କନକ ବ୍ୟୁରୋ: କାଳିଆ ଯୋଜନାକୁ କେନ୍ଦ୍ରକରି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାଣିଶୁଣି କାଳିଆ ଟଙ୍କା ଅଟକାଇ ଦିଆଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ନବୀନ । ନବୀନ କହିଛନ୍ତି, କେନ୍ଦ୍ରର ଯୋଜନା ଚାଲିଥିବା ବେଳେ କାଳିଆ ଯୋଜନାକୁ ଅଟକାଇ…

‘ହାତ’ ଛାଡ଼ିଥିଲେ ‘ଶଙ୍ଖ’ ଧରିଲେ । କଂଗ୍ରେସକୁ ବାଏ ବାଏ କରି ବିଜେଡିରେ ସାମିଲ ହେଲେ ସୁମିତ୍ରା ଜେନା ।

କନକ ବ୍ୟୁରୋ: କଂଗ୍ରେସ ଛାଡ଼ିଥିଲେ ବିଜେଡିରେ ମିଶିଲେ । ଦିନରେ ମହିଳା କଂଗ୍ରେସ ଶିବିରକୁ ଝଟକା ଦେଇ ସଭାନେତ୍ରୀ ପଦରୁ ଇସ୍ତଫା ଦେଇଥିବା ସୁମିତ୍ରା ଶେଷରେ ଶଙ୍ଖ ଧରିଛନ୍ତି । ଶତାଧିକ ମହିଳାକର୍ମୀଙ୍କ ସହ ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି…

ଶ୍ରୀକ୍ଷେତ୍ରରେ ଶାହା । ପୁରୀ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ପାଇଁ ବିଶାଳ ରାଲିରେ କଲେ ଶକ୍ତି…

କନକ ବ୍ୟୁରୋ: ପୁଣି ଓଡ଼ିଶା ଗସ୍ତରେ ଆସିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧକ୍ଷ୍ୟକ୍ଷ ଅମିତ ଶାହା । ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ଷ୍ଟାରପ୍ରଚାରକ ଭାବେ ପୁରୀରେ ପହଁଚିଲେ ଅଧ୍ୟକ୍ଷ ଅମିତ ଶାହା । ପୁରୀରେ ପହଂଚିବା ପରେ ଶାହା ପ୍ରଥମେ ଶ୍ରୀଜିଉଙ୍କ ଦର୍ଶନ କରିବା ସହ ଆଶିର୍ବାଦ…

ପରୀକ୍ଷା ପୂର୍ବରୁ ହଜିଲା ନିଦ । ଦିନରାତି ଏକ କରି ଶେଷ ପର୍ଯ୍ୟାୟରେ ପ୍ରଚାର କଲେ ପ୍ରାର୍ଥୀ, ଦିନକ ପରେ ମତଦାନ ।

କନକ ବ୍ୟୁରୋ: ଦିନକ ପରେ ପ୍ରଥମ ପର୍ଯ୍ୟାୟ ମତଦାନ । ପରୀକ୍ଷା ପୂର୍ବରୁ ଶେଷ ପ୍ରସ୍ତୁତି କରୁଛନ୍ତି ପ୍ରାର୍ଥୀ । ଜନତା ଜନାର୍ଦ୍ଦନଙ୍କୁ ପ୍ରଚାର ଜରିଆରେ ମନାଇବା ପାଇଁ ଶେଷ ବାଜି ଖେଳିଛନ୍ତି ପରୀକ୍ଷାର୍ଥୀ ବା ପ୍ରାର୍ଥୀ । ଆସନ୍ତା ୧୧ ତାରିଖରେ ୪ଟି ଲୋକସଭା ଆସନ ସହ ସେଥିମଧ୍ୟରେ ଆସୁଥିବା…