Daily Archives

April 9, 2019

ନିର୍ବାଚନ ପୂର୍ବରୁ ବଡ ହମଲାର ପର୍ଦ୍ଦାଫାସ ! ପାଣିଗଣା କଲଭର୍ଟ ତଳରୁ ୫୦ କିଲୋ ଲ୍ୟାଣ୍ଡମାଇନ୍ସ ଉଦ୍ଧାର 

କନକ ବ୍ୟୁରୋ: ଗଜପତି ଜିଲ୍ଲା ପୁଲିସକୁ ମଙ୍ଗଳବାର ଏକ ବଡ଼ ଧରଣର ସଫଳତା ମିଳିଛି। ମାଓବାଦୀ ଦ୍ୱାରା ମୋହନା ବ୍ଲକର ଅଡ଼ବା ଥାନା ଅନ୍ତର୍ଗତଃ ପାଣିଗଣା- ଅଡ଼ବା ରାସ୍ତାର କୋଲଭର୍ଟ ତଳେ ଖଂଜା ଯାଇଥିବା ୫୦ କିଲୋ ଲ୍ୟାଣ୍ଡମାଇନ୍ସକୁ ଉଦ୍ଧାର କରାଯାଇଛି। ପୁଲିସ ଏକ ବଡ ଧରଣର଼ ବିପଦକୁ ଟାଳି ଦେବାରେ…

ବିଜେପି ବିଧାୟକଙ୍କ ପୁଅଙ୍କ ଦାଦାଗିରି ! ଗାଡି କାଗଜପତ୍ର ମାଗିବାରୁ ପୋଲିସକୁ ମାରିଲେ ଚାପୁଡା ।

କନକ ବ୍ୟୁରୋ : ଉତ୍ତରପ୍ରଦେଶର ଝାନ୍ସୀରେ ଜଣେ ବିଜେପି ବିଧାୟକଙ୍କ ପୁଅ ପୁଲିସକୁ ଚାପୁଡ଼ା ମାରିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଅପରାଧ କରିବା ପରେ ପୁଲିସ ଅଭିଯୁକ୍ତକୁ ହେପାଜତକୁ ନେଇଥିବା ଜଣା ପଡ଼ିଛି । ସୂଚନା ମୁତାବକ, ଗରୋଠା ବିଧାନସଭା ଆସନରୁ ବିଜେପି ବିଧାୟକ ଥିବା ଜବାହର ରାଜପୁତଙ୍କ…

ବାସୁଦେବପୁରରେ ମହତାବ-ନୀଳମଣି ଲଢେଇ । ଦୋକ୍ତା, ରସଗୋଲା ଓ ଇଲିସିମାଛ କଥା । 

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ୧୯୬୭ ମସିହାରେ ବାସୁଦେବପୁରରେ ଏକ ରୋମାଞ୍ଚକର ଲଢ଼େଇ ଦେଖିବାକୁ ମିଳିଥିଲା ଡକ୍ଟର ହରେକୃଷ୍ଣ ମହତାବ ଓ ନୀଳମଣି ରାଉତରାୟଙ୍କ ଭିତରେ । ଉଭୟ ହରେକୃଷ୍ଣ ମହତାବ ଓ ନୀଳମଣି ରାଉତରାୟ ଅବିଭାଜିତ ବାଲେଶ୍ୱର ଜିଲ୍ଲାର ଦୁଇଜଣ ଜନପ୍ରିୟ ନେତା । ସ୍ୱାଧୀନତା…

ଜଗତସିଂହପୁରରେ ସଂଘର୍ଷପୂର୍ଣ୍ଣ ଲୋକସଭା ଲଢେଇ ! ୧୦୦୦ରୁ କମ ଭୋଟରେ ଫଇସଲା । 

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଲୋକସଭାର ବାଚସ୍ପତି ପଦମଣ୍ଡନ କରିଥିବା ପ୍ରଥମ ଓ ବର୍ତ୍ତମାନ ସୁଦ୍ଧା ଏକମାତ୍ର ଓଡ଼ିଆ ରବି ରାୟ ତାଙ୍କ ଜୀବନକାଳ ଭିତରେ ବିଧାନସଭା ଆସନ ପାଇଁ କେବେ ବି ପ୍ରତିଦ୍ଵନ୍ଦ୍ୱିତା କରିନାହାନ୍ତି । ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ…

ଋଣ ସୁଧ ହାର କମାଇଲା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ! ଏଣିକି ଶସ୍ତା ହେବ ଗୃହଋଣ କିସ୍ତି । 

ଭାରତୀୟ ଷ୍ଟେଟବ୍ୟାଙ୍କ ନିଜର ଋଣ ସୁଧହାର ୦.୦୫ ପ୍ରତିଶତ ବା ୫ ବେସିସ ପଏଣ୍ଟ ହ୍ରାସ କରିଛି । ପ୍ରାୟ ସବୁ ପ୍ରକାରର ମିଆଦୀ ଋଣ ପାଇଁ ଏହି ହ୍ରାସ ଲାଗୁ ହେବ । ଏହି ହ୍ରାସ ପରେ ଏକ ବର୍ଷ ମିଆଦ ପାଇଁ ବ୍ୟାଙ୍କର ଏମସିଏଲଆର ( ମାର୍ଜିନାଲ କଷ୍ଟ ବେସଡ ଲେଣ୍ଡିଂ ରେଟ) ୮.୫୦ ପ୍ରତିଶତକୁ ହ୍ରାସ…

ଆଇପିଏଲରେ ବାଙ୍ଗାଲୋରର ନିରାଶଜନକ ପ୍ରଦର୍ଶନ । ବିରାଟଙ୍କ ନେତୃତ୍ୱର ବିଫଳତାକୁ ନେଇ ଉଠିଲା ପ୍ରଶ୍ନ, ୧୫ରେ ହେବ…

କନକ ବ୍ୟୁରୋ : ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଲଗାତାର ଷଷ୍ଠ ମ୍ୟାଚରେ ପରାଜିତ ହୋଇଛି । ଏହା ପରେ ବିରାଟଙ୍କ ନେତୃତ ଉପରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ହେଲେ ଭାରତୀୟ ଟିମର ପୂର୍ବତନ ଅଧିନାୟକ ଦିଲିପ ଭେଂଗସରକର ଓ ଭାରତୀୟ ଚୟନ ସମିତିର ଅଧ୍ୟକ୍ଷ ବିରାଟଙ୍କ ସମର୍ଥନରେ ମତ…