Daily Archives

April 8, 2019

ରାହୁଲ ଗାନ୍ଧିଙ୍କ କନ୍ଧମାଳ ଗସ୍ତ ବାତିଲ ! କାଲି ଆସିବେନି କଂଗ୍ରେସ ଅଧ୍ୟକ୍ଷ ।

କନକ ବ୍ୟୁରୋ : କାଲି ଆସିବେନି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଆସନ୍ତାକାଲି ରାହୁଲ କନ୍ଧମାଳ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା । ତେବେ ଏହି କାର୍ଯ୍ୟକ୍ରମ ବାତିଲ ହୋଇଛି । ରାହୁଲଙ୍କ କନ୍ଧମାଳ ଗସ୍ତ ବାତିଲ ନେଇ ଏଆଇସିସି ପକ୍ଷରୁ ସୂଚନା ଦିଆଯାଇଛି । ୨୦୧୯ ନିର୍ବାଚନକୁ ଆଉ ଦିନ…

ବିମାନଯାତ୍ରୀଙ୍କ ପାଇଁ ଖୁସିଖବର, ଭୁବନେଶ୍ୱର ବିମାନ ବନ୍ଦରରେ ନୂଆ ପାର୍କିଂ ନୀତି ଲାଗୁ । ଏଣିକି ବ୍ୟକ୍ତିିଗତ ଗାଡି…

କନକ ବ୍ୟୁରୋ : ରାଜ୍ୟର ବିମାନଯାତ୍ରୀଙ୍କ ପାଇଁ ଖୁସି ଖବର । ଆଜିଠାରୁ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ନୂଆ କାର ପାର୍କିଂ ନୀତି ଲାଗୁ ହୋଇଛି । ଘରୋଇ ବା ବ୍ୟକ୍ତିଗତ ଗାଡ଼ିଗୁଡ଼ିକ ଯାତ୍ରୀମାନଙ୍କୁ ଏୟାରପୋର୍ଟରେ ଡ୍ରପ କରିବା ଓ ପିକ୍-ଅପ କରିବା ପାଇଁ କୌଣସି…

ନେତା ଭରିଲେ ନାମାଙ୍କନ ! ଲଢ଼େଇ ପାଇଁ ପ୍ରସ୍ତୁତି ଜୋରଦାର, ଜନମତ ହାସଲ ପାଇଁ ଚାଲିଛି ଅଙ୍କକଷା ।

କନକ ବ୍ୟୁରୋ : ଆଜି ସାରା ରାଜ୍ୟରେ ନେତା କରିଥିଲେ ଶକ୍ତି ପ୍ରଦର୍ଶନ । ନାମାଙ୍କନ ଦାଖଲ କରିବାକୁ ବିରାଟ ପଟୁଆରରେ ପହଂଚିଥିଲେ ନେତା । ନାମାଙ୍କନ କରିଥିଲେ ଆଉ ତା ସହ ଶକ୍ତି ପ୍ରଦର୍ଶନ ବି । ଆସନ୍ତୁ ଜାଣିବା କେମିତି ଥିଲା ନେତାଙ୍କ ନାମାଙ୍କନ ଦାଖଲ । ଆଜି ଦୁଲୁକୁଥିଲା କେନ୍ଦ୍ରାପଡା ।…

ପ୍ରଚାର ମୈଦାନରେ ସେଲିବ୍ରିଟି ! ନିଆରା ଶୈଳୀରେ କଲେ କ୍ୟାମ୍ପେନ୍, ନେତାଙ୍କ ପାଇଁ ମାଗିଲେ ଭୋଟ୍ । 

କନକ ବ୍ୟୁରୋ : ନେତାଙ୍କ ପାଇଁ ଅଭିନେତ୍ରୀଙ୍କ ପ୍ରଚାର । ପୁରା ଫିଲ୍ମ ଷ୍ଟାଇଲରେ ମଂଚ ଉପରେ ଗୀତ ଗାଇ ନାଚି ନଚେଇ ପ୍ରଚାର କରିଛନ୍ତି ସେଲିବ୍ରେଟି । ଆଜି ମାଲକାନଗିରିର ବିଭିନ୍ନ ସ୍ଥାନରେ ବିଜେଡି ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଅଭିନେତ୍ରୀ ଦେବଜାନୀ ବାନାର୍ଜି ।…

ନିର୍ବାଚନ ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ! ମତଦାନ ଦିନ ବନ୍ଦ ରହିବ ସମସ୍ତ ସରକାରୀ ଅଫିସ ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଭୋଟ ଦିନକୁ ସରକାରୀ ଛୁଟି ଘୋଷଣା କରିଛନ୍ତି । ମତଦାନ ଦିନ ସରକାରୀ କାର୍ଯ୍ୟାଳୟ ଏବଂ ମାଜିଷ୍ଟ୍ରେଟ କୋର୍ଟ ଛୁଟି ରହିବ। ଯେଉଁ ପର୍ଯ୍ୟାୟରେ ଯେଉଁ ଦିନ ମତଦାନ ଥିବ, ସେହିଦିନ ସଂପୃକ୍ତ ଅଂଚଳରେ ସରକାରୀ ଛୁଟି ରହିବ । ଲୋକସଭା…