Daily Archives

April 8, 2019

ନବୀନ ଖୋଲିଲେ ଗୁମର । ସାମ୍ନାକୁ ଆଣିଲେ ବୈଜୟନ୍ତଙ୍କ ଅସଲ ଚେହେରା, କହିଲେ, ଗାଦି ପାଇଁ କରୁଥିଲେ ଗୁଜବ ।…

କନକ ବ୍ୟୁରୋ : ୨୦୧୯ ନିର୍ବାଚନକୁ ନେଇ ବଡ ବୟାନ ଦେଇଛନ୍ତି ବିଜେଡି ସୁପ୍ରିମୋ । ୨୦୧୯ ନିର୍ବାଚନ କୁରୁକ୍ଷେତ୍ରରେ କୌଣସି ଜାତୀୟ ଦଳ ବହୁମତ ହାସଲ କରିପାରିବେ ନାହିଁ । ଏଭଳି ସଂକେତ ଦେଇଛନ୍ତି ନବୀନ । ଆଞ୍ଚଳିକ ଦଳ ଗୁଡିକ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସୂଚାଇ…

ଦିନେ ଗୁରୁ-ଶିକ୍ଷ୍ୟ ଥିଲେ, ଆଜି ନିର୍ବାଚନୀ ମୈଦାନରେ ପରସ୍ପର ପ୍ରତିଦ୍ୱନ୍ଦୀ ! ସମ୍ବଲପୁରରେ ଡାକ୍ତର ବନାମ ଡାକ୍ତର…

କନକ ବ୍ୟୁରୋ : ଦିନେ ଗୁରୁ-ଶିକ୍ଷ୍ୟ ଥିଲେ, ଆଜି ନିର୍ବାଚନୀ ମୈଦାନରେ ପରସ୍ପର ପ୍ରତିଦ୍ୱନ୍ଦୀ । ଜଣେ ଆଉ ଜଣଙ୍କ ବିରୋଧରେ ଲଢ଼ୁଛନ୍ତି ନିର୍ବାଚନ । ଦିନେ ଯାହାଙ୍କଠାରୁ ଶିକ୍ଷା ପାଇ ଡାକ୍ତରୀ ପେଶାକୁ ଆପଣାଇ ନେଇଥିଲେ, ଆଜି ତାଙ୍କ ବିରୋଧରେ କରୁଛନ୍ତି ମୁକାବିଲା । ଆମେ କହୁଛୁ ସମ୍ବଲପୁର…

କେନ୍ଦ୍ରାପଡା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି । ଶ୍ୱଶୁରଘର ଜିଲ୍ଲାରେ ଶଶୀଭୂଷଣଙ୍କୁ ମିଳିଲା ଟିକେଟ,…

କନକ ବ୍ୟୁରୋ : ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । କେନ୍ଦ୍ରାପଡା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି । କେନ୍ଦ୍ରାପଡା ଆସନରୁ ଶଶୀଭୂଷଣ ବେହେରାଙ୍କୁ ପ୍ରାର୍ଥୀ କରିଛି ଦଳ । ଆଉ ଏହାସହ ୧୪୭ ଆସନର ପ୍ରାର୍ଥୀ ତାଲିକାରେ ମୋହର ମାରିଛନ୍ତି ବିଜେଡି ସୁପ୍ରିମୋ । ଏହାପୂର୍ବରୁ ୧୪୬ ଆସନରେ…

ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ବିଜୟ କୁମାର ଶର୍ମା ।

କନକ ବ୍ୟୁରୋ : ଅଗ୍ନିଶମ ଓ ହୋମଗାର୍ଡ ଡିଜି ବିଜୟ କୁମାର ଶର୍ମା ସୋମବାର  ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅତିରିକ୍ତ ତାଙ୍କୁ ଦାୟିତ୍ବ ଗତକାଲି ଦିଆଯାଇଥିଲା ।  ଡିଜିପି ଡ. ରାଜେନ୍ଦ୍ର ଶର୍ମା ଛୁଟିରେ ଯିବା ପରେ ବିଜୟ କୁମାର ଶର୍ମାଙ୍କୁ ଏହି ଗୁରୁ…

ବାଲେଶ୍ୱର ଲୋକସଭା ପ୍ରାର୍ଥୀଙ୍କ ବିରାଟ ପଟୁଆର! ନାମାଙ୍କନ ଭରିଲେ ବିଜେଡିରୁ ରବୀନ୍ଦ୍ର, କଂଗ୍ରେସରୁ ନବଜ୍ୟୋତି ଏବଂ…

କନକ ବ୍ୟୁରୋ : ବାଲେଶ୍ୱର ଫାଇଟ୍ ପାଇଁ ରଣକ୍ଷେତ୍ର ପ୍ରସ୍ତୁତ, ଯୋଦ୍ଧା ବି ପ୍ରସ୍ତୁତ । ନାମାଙ୍କନ ଭରିବା ଆଗରୁ ସମର୍ଥକଙ୍କ ସହ ଶୋଭାଯାତ୍ରା କରି ପତିଆରା ପ୍ରଦର୍ଶନ କରିଛନ୍ତି ବାଲେଶ୍ୱରର ସାଂସଦ ପ୍ରାର୍ଥୀ ।ଆଜି ୩ ପ୍ରମୁଖ ରାଜନୈତିକ ଦଳ ବିଜେଡିର ରବିନ୍ଦ୍ର ଜେନା, ବିଜେପିର ପ୍ରତାପ…

କିଏ ଜିତିବ କନ୍ଧମାଳରେ? ଫଟୋରେ ଫଟୋରେ ଦେଖନ୍ତୁ କନ୍ଧମାଳ ଲୋକସଭା ଅଧିନରେ ଆସୁଥିବା ୭ ବିଧାନସଭାର ଟିକିନିକି ତଥ୍ୟ 

କନକ ବ୍ୟୁରୋ : କନ୍ଧମାଳରେ କାହାର ହେବ ଜିତାପଟ । ନିର୍ବାଚନମଣ୍ଡଳୀ ଗଠନ ପରଠାରୁ ବିଜୟ ବାନା ଉଡାଇ ଆସିଛି ବିଜେଡି । ଏଥର ହେବ ମହାଲଢେଇ । ବିଜେଡିରୁ ଅଚ୍ୟୁତ, ବିଜେପିରୁ ଐର ଖାରବେଳ ଓ କଂଗ୍ରେସରୁ ମନୋଜ ମୈଦାନରେ । ପୂର୍ବରୁ ୨୦୦୯ରେ ରୁଦ୍ରମାଧବ ଏହି ଆସନରେ ସବୁଜ ବାନା ଉଡାଇଥିବା ବେଳେ…