Daily Archives

April 6, 2019

ଗଣହତ୍ୟାର ବିଭତ୍ସ କାଣ୍ଡ ! କଳାହାଣ୍ଡି ରାସ୍ତାରୁ ଉଦ୍ଧାର ହେଲା ୪ ମୃତଦେହ, ପୋଲିସର ତନାଘନା, ଜଣେ ଅଟକ । 

କନକ ବ୍ୟୁରୋ : କଳାହାଣ୍ଡିରେ ଅଭାବନୀୟ ଘଟଣା । ଗାଁ ରାସ୍ତାରେ ୪ଜଣଙ୍କୁ ଗଣହତ୍ୟା  । ମୃତକ ଚାରି ଜଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି । ପଲସ-ପିପଲଗୁଡା ରାସ୍ତାରୁ ଉଦ୍ଧାର ହୋଇଛି ୪ଜଣଙ୍କ ମୃତଦେହ । ୪ ମୃତକଙ୍କ ମଧ୍ୟରୁ ୩ଜଣ ଗୋଟିଏ ପରିବାରର ବୋଲି ଜଣାପଡିଛି । ଏହି ତିନି ଜଣ ହେଲେ…

ବିଜେପିକୁ ସମାଲୋଚନା କଲେ ଇମ୍ରାନ୍ ! କହିଲେ, ଏଫ୍-୧୬ ବିମାନକୁ ଭାରତୀୟ ସେନା ଖସାଇଛି ବୋଲି ମିଥ୍ୟା ପ୍ରଚାର କରି…

ନିର୍ବାଚନ ପୂର୍ବରୁ ସରଗରମ ହୋଇଛି ଜାତୀୟ ରାଜନୀତି । ପାକିସ୍ତାନୀ ଯୁଦ୍ଧ ବିମାନ ଏଫ୍-୧୬କୁ ଭାରତୀୟ ବାୟୁ ସେନା ଗୁଳି କରି ଖସାଇ ଦେଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିଥିବା ଦାବି ପ୍ରସଂଗରେ ବଜେପିକୁ ତୀବ୍ର ସମାଲୋଚନା କରିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ସେ…

ପ୍ରାର୍ଥୀଙ୍କ ଅପରାଧୀ ଲିଙ୍କ ନେଇ ମୁହାଁମୁହିଁ ବିଜେଡି-ବିଜେପି ! ବିଜେଡି ଦେଲା ମାନହାନି ମକଦ୍ଦମାର ଚେତାବନୀ, କହିଲା…

କନକ ବ୍ୟୁରୋ : ବିଜେପିକୁ କଡା ଚେତାବନୀ ଦେଲା ବିଜେଡି । ନିର୍ବାଚନ ପୂର୍ବରୁ ଜୋର ଧରିଛି ରାଜ୍ୟ ରାଜନୀତି । ବିଜେଡି ମୁଖପାତ୍ର ସୁଲତା ଦେଓ କହିଛନ୍ତି, ବିଜେଡ଼ିକୁ ପ୍ରଶ୍ନ କରିବା ପୂର୍ବରୁ ବିଜେପି ସେମାନଙ୍କ ଦଳର ପ୍ରାର୍ଥୀମାନଙ୍କ ଅପରାଧିକ ଘଟଣାବଳୀ ସମ୍ପର୍କରେ ମୁହଁ ଖୋଲିବା ଦରକାର । ସେ…

ମୋଦିଙ୍କୁ ବିଜେଡିର କଡା ଜବାବ । ଆବଶ୍ୟକ ବେଳେ ଉପେକ୍ଷା, ଭୋଟ ବେଳେ ମିଳୁଛି ଦେଖା ।

କନକ ବ୍ୟୁରୋ: ଓଡ଼ିଶାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ଭାଷଣ ଉପରେ କଡ଼ା ପ୍ରତିକ୍ରିୟା ରଖିଛି ବିଜୁ ଜନତା ଦଳ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ନିର୍ବାଚନ ଆସିଲେ କିଛି ନେତା ଓଡ଼ିଶାକୁ ପର୍ଯ୍ୟଟନ ଭ୍ରମଣରେ ଆସନ୍ତି । ସେହି ଧାରାରେ ବିଜେପିର କିଛି ନେତା…

ଆସନ୍ତା ୧୧ରେ ପ୍ରଥମ ପଲିଟିକାଲ ପେପର । ପ୍ରସ୍ତୁତି ଚଳାଇଛନ୍ତି ପରୀକ୍ଷାର୍ଥୀ, ପ୍ରାର୍ଥୀଙ୍କ ପରୀକ୍ଷା ଖାତାରେ ମାର୍କ…

କନକ ବ୍ୟୁରୋ: ୧୯ ପରୀକ୍ଷାରେ କିଏ ହେବ ଟପ୍ପର ? ଗଣତନ୍ତ୍ରର ମହାପର୍ବ ଅର୍ଥାତ୍ ୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି ପରୀକ୍ଷାର୍ଥୀ ବା ପ୍ରମୁଖ ଦଳର ପ୍ରାର୍ଥୀ । ଆଉ ମାତ୍ର ୫ ଦିନ ପରେ ପଲିଟିକାଲ ବ୍ୟାଟେଲର ପ୍ରଥମ ରାଉଣ୍ଡରେ ଭାଗ୍ୟ ପରୀକ୍ଷା…