Daily Archives

April 5, 2019

ଦେଶର ଜଣାଶୁଣା ଧନୀ ଆନନ୍ଦ ମହିନ୍ଦ୍ରାଙ୍କୁ ଚିଠି ଲେଖିଲେ ୧୧ ବର୍ଷର ଝିଅ । କାର ହର୍ଣ୍ଣରେ ପରିବର୍ତ୍ତନ ଆଣିବାକୁ ଦେଲେ…

ଦେଶର ଜଣାଶୁଣା ବ୍ୟବସାୟୀ ତଥା ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ଅନେକ ସମୟରେ ନିଜର ଫଲୋଓ୍ଵର୍ସଙ୍କ ପ୍ରଶ୍ନର ଉତ୍ତର ରଖିଥାନ୍ତି । ଏ ମଧ୍ୟରେ ଜଣେ ୧୧ବର୍ଷୀୟ ବାଳିକା ତାଙ୍କୁ ଚିଠି ଲେଖି ଯେଉଁ ପରାମର୍ଶ ଦେଇଥିଲେ, ତାକୁ ସେୟାର କରିବାକୁ ନିଜକୁ ରୋକି…

ଫଟୋରେ ଫଟୋରେ ଜାଣନ୍ତୁ କଳାହାଣ୍ଡିର ରାଜନୀତିର ଟିକିନିକି କଥା । କ୍ଲିକ୍ କରନ୍ତୁ, ୭ ବିଧାନସଭା ଆସନର ପୂରା ପ୍ରାର୍ଥୀ…

କନକ ବ୍ୟୁରୋ : କଳାହାଣ୍ଡିରେ ଲୋକସଭା ଆସନରେ ବାଜି ମାରିବ କିଏ? କଂଗ୍ରେସ ପୁରୁଣା ମୁହଁ ବନାମ ବିଜେଡି-ବିଜେପିର ନୂଆ ମୁହଁ । ଗତ ୩ଟି ନିର୍ବାଚନରେ ୩ ଦଳକୁ ସୁଯୋଗ ଦେଇଛନ୍ତି କଳାହାଣ୍ଡିବାସୀ । ଚଳିତଥର ମୈଦାନକୁ ଓହ୍ଲାଇଛନ୍ତି ୩ ଦଳର ହେଭିୱେଟ । ତେଣୁ କାହାକୁ ଭରସା କରିବେ କଳାହାଣ୍ଡିବାସୀ…

ଭୁବନେଶ୍ୱରର ଦୁଇ ହେଭିୱେଟ ପ୍ରାର୍ଥୀଙ୍କ ସମ୍ପତି କେତେ? ଅପରାଜିତାଙ୍କ ପାଖରେ ଅଛି ଏକ କିଲୋରୁ ଅଧିକ ସୁନା, ଅରୂପଙ୍କ…

କନକ ବ୍ୟୁରୋ : ଭୁବନେଶ୍ୱର ଲୋକସଭା ଆସନ ଏଥର ଦେଖିବା ଆଇଏଏସ୍ ବନାମ ଆଇପିଏସ୍ ଲଢେଇ । ବିଜେପିର ଅପରାଜିତା ଷଡଙ୍ଗୀଙ୍କୁ ଏଠାରେ ଟକ୍କର ଦେଉଛନ୍ତି ବିଜେଡିିର ଅରୂପ ପଟ୍ଟନାୟକ । ପ୍ରାର୍ଥୀପତ୍ର ଦାଖଲ ସହିତ ସାମ୍ନାକୁ ଆସିଛି ଦୁଇ ପ୍ରାର୍ଥୀଙ୍କ ସମ୍ପତି ତାଲିକା । ନାମାଙ୍କନ ଦାଖଲ ବେଳେ…

ରୋଷେଇଶାଳରୁ ପ୍ରଚାର ମୈଦାନ! ଗୀତ ଗାଇ ପ୍ରଚାର କରୁଛନ୍ତି ପ୍ରମିଳା, ଅପରାଜିତାଙ୍କ ପ୍ରଚାରରେ ନଜର ଆସିଲେ ବୁଲେଟ ରାଣୀ…

କନକ ବ୍ୟୁରୋ : ନିର୍ବାଚନ ପାଖେଇବା ସହ ଜୋରଦାର ହୋଇଛି ପ୍ରଚାର । ବିଶାଳ ରାଲି ସହ ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ପ୍ରାର୍ଥୀ । ଏହାରି ଭିତରେ କିଛି ନିଆରା ଦୃଶ୍ୟ ବି ଦେଖିବାକୁ ମିଳିଛି । ଗୀତ ଗାଇ ଭୋଟ ମାଗିଛନ୍ତି ଆସ୍କା ଲୋକସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ପ୍ରମିଳା ବିଶୋୟୀ ।…

ଆଉ ୪ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା । ଜାଣନ୍ତୁ କାହାକୁ ମିଳିଲା କେଉଁ ଆସନରୁ ଟିକେଟ?

କନକ ବ୍ୟୁରୋ : ୪ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ ।ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ଆସନ ଗୁଡିକ ମଧ୍ୟରୁ ୪ଟି ବିଧାନସଭା ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ଘୋଷଣା କରଛି । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକା ଅନୁଯାୟୀ, ବଡସାହି ଆସନରୁ ଦେବଯାନୀ ବେହେରା,…