Daily Archives

April 4, 2019

କିଏ ହେବ କୋରାପୁଟ କିଙ୍ଗ୍? କଂଗ୍ରେସ ଗଡରେ ଗତ ୧୦ ବର୍ଷ ହେଲା ଉଡୁଛି ସବୁଜ ବାନା, ଫଟୋରେ ଫଟୋରେ ଦେଖନ୍ତୁ କୋରାପୁଟ…

କନକ ବ୍ୟୁରୋ : କୋରାପୁଟ କମାଣ ଧରିବ କିଏ? ପ୍ରାର୍ଥୀ ପରିବର୍ତ୍ତନ ସହ ମୈଦାନକୁ ଓହ୍ଲାଇଛନ୍ତି ୩ ଦଳ । ହ୍ୟାଟ୍ରିକ ବିଜୟ ପାଇଁ ବିଜେଡିର ଅଙ୍କକଷା । ପୁରୁଣା ଗଡରେ ବିଜୟ ଧ୍ୱଜା ଉଡାଇବା ପାଇଁ କଂଗ୍ରେସ କରୁଛି କସରତ । ପ୍ରଥମ ଥର ପାଇଁ ଖାତା ଖୋଲିବାକୁ ନୂଆ ସିପାହୀଙ୍କୁ ଧରି ମୈଦାନକୁ…

ଦିଲ୍ଲୀପ-ସାରଦା ଭେଟଘାଟକୁ ନେଇ ରୋଚକ ସ୍ଥିତିରେ ରାଉରକେଲା ରାଜନୀତି । କୁଆଡେ ଢଳିବ ଦିଲ୍ଲୀପଙ୍କ ଭୋଟବ୍ୟାଙ୍କ, ବଢିଲା…

କନକ ବ୍ୟୁରୋ : ରାଜନୀତିରେ ଆଜି ଯିଏ ଶତ୍ରୁ କାଲି ସିଏ ମିତ୍ର । ରାଜନୀତିରେ ସବୁକିଛି ସମ୍ଭବ । ଯାହାର ଝଲକ ଆଜି ରାଉରକେଲାରେ ଦେଖିବାକୁ ମିଳିଛି । ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ ଓ ସାରଦା ନାୟକଙ୍କୁ ଏକାଠି ଦେଖିବାକୁ ମିଳିଛି । ପୂର୍ବରୁ ପରସ୍ପର ବିରୋଧରେ ଲଢୁଥିବା ଏହି ଦୁଇ ନେତାଙ୍କୁ…

ନିର୍ବାଚନ ରଣାଙ୍ଗନରେ ଅନୁଭବଙ୍କ ରଣହୁଙ୍କାର । କେନ୍ଦ୍ରାପଡାରେ ବିଶାଳ ଶୋଭାଯାତ୍ରା ସହ ପ୍ରଚାର, ବୈଜୟନ୍ତଙ୍କୁ କଲେ…

କନକ ବ୍ୟୁରୋ : ନିର୍ବାଚନ ମଇଦାନରେ ଅନୁଭବ ମହାନ୍ତିଙ୍କ ରଣହୁଙ୍କାର । କେନ୍ଦ୍ରାପଡା ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ଭାବେ ଲଢୁଛନ୍ତି ଅନୁଭବ । ତେବେ ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ ପ୍ରଚାରକୁ ଜୋରଦାର କରିଛନ୍ତି ଅନୁଭବ । ଆଜି ରାଜନଗରରେ ବିଶାଳ ଶୋଭାଯାତ୍ରା କରି ପ୍ରଚାର…

୧୫ ବର୍ଷ ଧରି ସ୍ୱାଧୀନ ପ୍ରାର୍ଥୀଙ୍କ କବଜାରେ ଥିବା ଚମ୍ପୁଆରୁ ଏଥର ଜିତିବ କିଏ ? ନବୀନଙ୍କୁ ସନାଙ୍କ ସମର୍ଥନ, ଶଙ୍ଖ…

କନକ ବ୍ୟୁରୋ : (ସୁବ୍ରତ ଦାସ) :  ଖଣି ଖାଦାନ ଭରା କେନ୍ଦୁଝର ଜିଲ୍ଲାର ଚମ୍ପୁଆ ବିଧାନସଭା ମଣ୍ଡଳୀ ଅନେକ ସମୟରେ ଏକ ବିସ୍ମୟ ଭେଟି ଦେଇ ଆସିଛି । ଏହି ଆଦିବାସୀ ଅଧ୍ୟୁଷିତ ବିଧାନସଭା ଆସନରୁ ଗତ ଦୁଇଟି ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ । ଏଥର ମଧ୍ୟ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ…

ନାମାଙ୍କନ ଦାଖଲର ଶେଷ ଦିନରେ ନାଁ ଭରିଲେ ବହୁ ହେଭିୱେଟ୍ ନେତା ! ବିଶାଳ ଶୋଭାଯାତ୍ରାରେ ସମର୍ଥକଙ୍କ ସହ କଲେ ଶକ୍ତି…

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନରେ ନାଁ ଭରିଛନ୍ତି ଅନେକ ହେଭିୱେଟ୍ ନେତା । କେଉଁଠି ସମର୍ଥକଙ୍କୁ ଧରି ବିରାଟ ଶୋଭାଯାତ୍ରାରେ ପତିଆରା ପ୍ରଦର୍ଶନ କରିଛନ୍ତି ପ୍ରାର୍ଥୀ । ତ ପୁଣି କେଉଁଠି ଦଳବଳ ସହ ଆସି ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ…

ମୁହଁ ଖୋଲିଲେ ଦିଲ୍ଲୀପ । କହିଲେ, ଡରିକି କିମ୍ବା ଚାମଚାଗିରି କରି ରାଜନୀତି କରିନାହିଁ କି କରିବି ନାହିଁ । ଜାଣନ୍ତୁ…

କନକ ବ୍ୟୁରୋ : ଦୀର୍ଘ ଦିନର ନିରବତା ପରେ ମୁହଁ ଖୋଲିଲେ ରାଉରକେଲାର ପୂର୍ବତନ ବିଧାୟକ ଦିଲ୍ଲୀପ ରାୟ । ରାଉରକେଲା ରାଜନୀତିକୁ ନେଇ ତାତି ବଢୁଥିବା ବେଳେ ଦିଲ୍ଲୀପ ମାରିଛନ୍ତି ତେରଛା ବାଣ । ନିଜ ନାଁରେ ଥିବା ସିବିଆଇ ମାମଲାକୁ ନେଇ ବଡ ଗୁମର ଖୋଲିଛନ୍ତି ଦିଲ୍ଲୀପ । କେନ୍ଦ୍ରମନ୍ତ୍ରୀ ଥିବା…