Daily Archives

April 3, 2019

ବିଭୁ ଦେଲେ କଂଗ୍ରେସକୁ ବଡ ଝଟକା । ଟିକେଟ ପାଇଲେ, ତଥାପି ଦଳ ଛାଡିଲେ ।

କନକ ବ୍ୟୁରୋ : ଟିକେଟ ପାଇଲେ ତଥାପି କଂଗ୍ରେସର ହାତ ଛାଡିଲେ ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇ । କଂଗ୍ରେସରୁ ଇସ୍ତଫା ଦେଲେ ବିଭୁ ତରାଇ । ତିର୍ତ୍ତୋଲ ଆସନରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ଥିବା ବିଭୁ ଆଜି କଂଗ୍ରେସ ଛାଡିଛନ୍ତି । ଟିକେଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିବା ବିଭୁ ନିଜ…

ବୈଜୟନ୍ତଙ୍କ ବିରୋଧରେ ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି ! ବିନା ଅନୁମତିରେ କିଭଳି ବ୍ୟବହାର କରୁଛନ୍ତି…

କନକ ବ୍ୟୁରୋ : ବିଜେପି ନେତା ତଥା କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ସିଇଓଙ୍କ ନିକଟରେ ଅଭିଯୋଗ କରିଛି ବିଜୁ ଜନତା ଦଳ । ବୈଜୟନ୍ତ ତାଙ୍କର ପ୍ରଚାର କାମରେ ହେଲିକପ୍ଟର ବ୍ୟବହାର ହେଉଥିବା ବେଳେ ଏହା ବ୍ୟବସାୟୀକ ହେଲିକପ୍ଟର ନୁହେଁ ବୋଲି ଦଳ ଅଭିଯୋଗ କରିଛି ।…

ହରଡ଼ ଘଣାରେ ପିପିଲି କଂଗ୍ରେସ । ନିର୍ବାଚନ ଲଢିବେନି ଯୁଧୀଷ୍ଠିର, ବିଳମ୍ବରେ ଟିକେଟ ମିଳିବା ନେଇ ହେଲେ ଖପ୍ପା, କ’ଣ…

କନକ ବ୍ୟୁରୋ: ନିର୍ବାଚନ ଲଢିବେନି ଯୁଧିଷ୍ଠିର । ପିପିଲି ବିଧାନସଭା ଆସନ ପାଇଁ କଂଗ୍ରେସ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ଚଳିତ ନିର୍ବାଚନରୁ ସେ ଓହରିଯାଇଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି ଯୁଧିଷ୍ଠିର । ଜାଣି ଶୁଣି ତାଙ୍କୁ ଏତେ…

ସମ୍ବଲପୁର ସିଂହାସନ ପାଇଁ ୨ ଏମବିବିଏସ ଡିଗ୍ରୀଧାରୀଙ୍କ ମଧ୍ୟରେ ହେବ ଘମାଘୋଟ ଲଢେଇ? ଜୟଙ୍କ ବିରୋଧରେ ମୈଦାନକୁ…

କନକ ବ୍ୟୁରୋ : ସମ୍ବଲପୁର ଆସନରେ ଏମବିବିଏସ ଡିଗ୍ରୀଧାରୀଙ୍କ ମଧ୍ୟରେ ହେବ ଘମାଘୋଟ ଲଢେଇ । ସମ୍ବଲପୁର ଆସନ ହାତେଇବା ପାଇଁ ଜୟଙ୍କ ବିରୋଧରେ ମୈଦାନକୁ ଓହ୍ଲାଇଛନ୍ତି ଦୁଇ ନାମୀଦାମୀ ଡାକ୍ତର । ବିଜେପି ଏଠାରେ ପ୍ରଥମରୁ ଜୟ ନାରାୟଣ ମିଶ୍ରଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ଓ କଂଗ୍ରେସ…

ଆତଙ୍କୀଙ୍କୁ ମୂଳ ପୋଛ କରିବା ପାଇଁ ଆଉ ପାଦେ ଆଗେଇଲା ଆମେରିକା ! ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା ପାଇଁ ପୁଣି ଦେଲା…

କନକ ବ୍ୟୁରୋ : ଜୈସ ଏ ମହମ୍ମଦକୁ ବିଶ୍ୱ ଆତଙ୍କବାଦୀ ସଂଗଠନ ଘୋଷଣା କରିବା ପାଇଁ ଆଉ ପାଦେ ଆଗେଇଲା ଆମେରିକା । ବ୍ରିଟେନ ଓ ଫ୍ରାନ୍ସର ସହାୟତା ନେଇ ଆମେରିକା ପ୍ରସ୍ତୁତ କରିଥିବା ପ୍ରସ୍ତାବରେ କୁହାଯାଇଛି ମସୁଦ ଅଜହରର ଆତଙ୍କୀ ଅର୍ଥ ପୋଷଣ, ଯୋଜନା ପ୍ରସ୍ତୁତି, ବେଆଇନ ଅସ୍ତ୍ରଶସ୍ତ୍ର ବିକ୍ରି…