Daily Archives

April 2, 2019

ତାତିଲେ ବିଜେପି କର୍ମୀ, ଜାଳିଲେ ବୈଜୟନ୍ତଙ୍କ କୁଶ ପୁତ୍ତଳିକା । କହିଲେ, କେନ୍ଦ୍ରାପଡାରେ ଦଳଡିଆଁଙ୍କୁ ସୁଯୋଗ…

କନକ ବ୍ୟୁରୋ : ବୈଜୟନ୍ତଙ୍କୁ ନେଇ କେନ୍ଦ୍ରାପଡା ବିଜେପିରେ ଆରମ୍ଭ ହେଲାଣି ବିଦ୍ରୋହ । ପୁରୁଣା ବିଜେପି କର୍ମୀ ବୈଜୟନ୍ତଙ୍କ ବିରୋଧରେ ଖୋଲାଖୋଲି ଯୁଦ୍ଧଂ ଦେହି ଡାକରା ଦେଇଛନ୍ତି । କେନ୍ଦ୍ରାପଡା ନିର୍ବାଚନମଣ୍ଡଳୀର ବିଭିନ୍ନ ଆସନରେ ପ୍ରାର୍ଥୀ ଚୟନରେ ବୈଜୟନ୍ତଙ୍କ ଭୂମିକାକୁ ନେଇ ବିଦ୍ରୋହର…

୨୦୧୯ ନିର୍ବାଚନ : ସିନେ ଷ୍ଟାରଙ୍କ ସଂଖ୍ୟା କମିଲା । ଏଥର ମଇଦାନରେ ମାତ୍ର ୩ଜଣ ତାରକା ପ୍ରାର୍ଥୀ ।

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖଉଛି, ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି । ଜନମତ ହାସଲ କରିବା ପାଇଁ ଜୋରଦାର ପ୍ରୟାସ କରୁଛନ୍ତି ରାଜନୈତିକ ଦଳ । ତେବେ ନିର୍ବାଚନ ଆସିଲେ ପ୍ରଚାରରେ ଅନେକ ଫିଲ୍ମ ଷ୍ଟାରଙ୍କୁ ଦେଖିବାକୁ ମିଳେ । ଏପରିକି ଭୋଟ୍ ହାତେଇବାକୁ ସମସ୍ତ…

କଟକରେ ହେବ କଡା ଟକ୍କର ! ଲୋକସଭା ଆସନ ପାଇଁ ମଇଦାନରେ ହେଭିୱେଟ୍ ନେତା, ଏଯାଏଁ ପ୍ରାର୍ଥୀ ଘୋଷଣା କରିନି କଂଗ୍ରେସ ।

କନକ ବ୍ୟୁରୋ : କଟକ ଲୋକସଭା ଆସନରେ ହେବାକୁ ଯାଉଛି ଜୋରଦାର ଲଢେଇ । ବିଜେଡି ଭର୍ତ୍ତୃହରି ମହତାବଙ୍କୁ ପୁଣିଥରେ ପ୍ରାର୍ଥୀ କରିଥିବା ବେଳେ ବିଜେପି ଆଣିଛି ନୂଆ ମୁହଁ । ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଛି ଦଳ । ଦୁଇ ହେଭିୱେଟଙ୍କ ମଧ୍ୟରେ କଡା ଟକ୍କର ହେବାକୁ ଥିବା ବେଳେ କଂଗ୍ରେସର କିଏ…

ପୁଲୱାମା ଆତଙ୍କୀ ଆକ୍ରମଣ ପରି ରଚାଯାଇଥିଲା ଷଡଯନ୍ତ୍ର ! ସେନା ଗାଡିରେ ବିସ୍ଫୋରଣ କରିବା ପାଇଁ ଫୋନରେ ମିଳିଥିଲା…

କନକ ବ୍ୟୁରୋ : ପୁଲୱାମା ଆତଙ୍କୀ ଆକ୍ରମଣ ପରି ରଚାଯାଇଥିଲା ଷଡଯନ୍ତ୍ର । ସେନାର ପାଟ୍ରୋଲିଂ ଗାଡି ସହ ଧକ୍କା ପରେ ବଡ ଧରଣର ବିସ୍ଫୋରଣ ନେଇ କ୍ୟାମେରା ସମ୍ମୁଖରେ ଦୋଷ ସ୍ୱିକାର କରିଛି ଆତଙ୍କବାଦୀ । ଶନିବାର ଦିନ ଜମ୍ମୁଶ୍ରୀନଗର ବନିହାଲ ଟନେଲ ନିକଟରେ ସେନା ଗାଡି ସହ ଧକ୍କା ହେବା ପରେ…

ବରଗଛ ଚିହ୍ନରେ ବିନୋଦ । ନିର୍ବାଚନୀ ପରାଜୟରୁ ଜନ୍ମନେଲା ‘ଜ୍ଞାନମଣ୍ଡଳ’ ପରି ଅମୂଲ୍ୟ ନିଧି ।

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ‘ଜ୍ଞାନମଣ୍ଡଳ’ର ପ୍ରଣେତା ପଦ୍ମଶ୍ରୀ ବିନୋଦ କାନୁନଗୋଙ୍କୁ କିଏ ବା ନ ଜାଣେ । ସେ ନିଜେ ଥିଲେ ଜ୍ଞାନର ବରଗଛଟିଏ । ଦେଶର ସାଧାରଣ ଲୋକେ କିପରି ଜ୍ଞାନର ଶକ୍ତିକୁ ବ୍ୟବହାର କରି ଆଗକୁ ବଢ଼ିବେ ସେଥିପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଯାଇଛନ୍ତି । କେବଳ…