Daily Archives

April 1, 2019

ନିର୍ବାଚନୀ ମଇଦାନରେ ଆକ୍ସନ ମୁଡରେ ଅଭିନେତା ! ପ୍ରଚାରକୁ ଜୋରଦାର କଲେ ପ୍ରାର୍ଥୀ ବନିଥିବା କଳାକାର, ନିଜ ନିର୍ବାଚନୀ…

କନକ ବ୍ୟୁରୋ : ନିର୍ବାଚନ ପାଇଁ ସବୁ ଦଳରେ ପ୍ରାର୍ଥୀ ତାଲିକାକୁ ନେଇ ଜୋରଦାର କସରତ ଚାଲିଥିବା ପଲିଟିକ୍ସରେ ଫିଲ୍ମଷ୍ଟାର ମାନେ ବି ନିଜ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଯାଉଛନ୍ତି । ୨୦୧୪ ତୁଳନାରେ ବର୍ତମାନ ପର୍ଯ୍ୟନ୍ତ ମାତ୍ର ତିନି ଜଣ ଷ୍ଟାର ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବା ପାଇଁ…

ବିଜେପି ଉପରେ ବର୍ଷିଥିଲେ, ବିଜେଡି ଦେଲା ପୁରସ୍କାର ! ମୋରଡା ବିଧାନସଭା ଆସନରେ ରାଜକିଶୋର ଦାସଙ୍କୁ ମିଳିଲା ଶଙ୍ଖ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ରାଜକିଶୋର ଦାସଙ୍କୁ ମୋରଡା ବିଧାନସଭା ଆସନରୁ ମଇଦାନକୁ ଓହ୍ଲାଇଛି ବିଜୁ ଜନତା ଦଳ । ଗତ ମାର୍ଚ୍ଚ ମାସ ୨୫ ତାରିଖ ଦିନ ବିଜେଡିରେ ମିଶିଥିଲେ ବିଜେପିର ଏହି ହେଭିୱେଟ ନେତା ତଥା ରାଜ୍ୟ ବିଜେପିର ପୂର୍ବତନ ଉପସଭାପତି । ବିଜେପିରେ ତାଙ୍କୁ ଅଣଦେଖା…

୯ ଆସନରୁ ୮ ଆସନରେ ପ୍ରାର୍ଥୀ ବଦଳାଇଲା ଦଳ । ୪ ନୂଆ ମୁହଁଙ୍କୁ ମିଳିଲା ସୁଯୋଗ, ୪ ବିଧାୟକଙ୍କ ଟିକେଟ କଟିଲା ।

କନକ ବ୍ୟୁରୋ : ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ବଳକା ୧୯ଟି ଆସନରୁ ୯ଟି ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ୩ଟି ଲୋକସଭା ଆସନରୁ କଟକ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଘୋଷଣା ହୋଇଥିବା ୯ଟି ଆସନରୁ ୮ଟି ଆସନରେ…

ପୁଣି ଭର୍ତ୍ତୁହରିଙ୍କୁ ଭରସିଲେ ନବୀନ ! କଟକ ଲୋକସଭା ଆସନ ପାଇଁ ଭର୍ତ୍ତୁହରି ମହତାବଙ୍କୁ ପ୍ରାର୍ଥୀ କଲା ବିଜେଡି । 

କନକ ବ୍ୟୁରୋ : ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ୯ଟି ବିଧାନସଭା ଆସନ ଏବଂ ଗୋଟିଏ ଲୋକସଭା ଆସନରେ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ନବୀନ ନିବାସରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ କଟକ ଲୋକସଭା ଆସନରେ କିଏ ହେବେ…

୯ ବିଧାନସଭା ଓ ଗୋଟିଏ ଲୋକସଭା ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ଅଧିକାଂଶ ସ୍ଥାନରେ ପ୍ରାର୍ଥୀ ପରିବର୍ତ୍ତନ,…

କନକ ବ୍ୟୁରୋ : ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟର ଆଉ କିଛି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । ଏହାଛଡା ଗୋଟିଏ ଲୋକସଭା ଆସନ ପାଇଁ ମଧ୍ୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । କଟକ ଲୋକସଭା ଆସନ ପାଇଁ ଭର୍ତ୍ତୃହରି…

୨ଟି ଆସନରୁ ଲଢିବେ ନିରଞ୍ଜନ! ଘଷିପୁରା ଆସନ ପାଇଁ ଆସନ୍ତାକାଲି ଦାଖଲ କରିବେ ପ୍ରାର୍ଥୀପତ୍ର, ଜାଣନ୍ତୁ ଅନ୍ୟ ଆସନ ପାଇଁ…

କନକ ବ୍ୟୁରୋ : ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କରିବେ ପିସିସି ସଭାପତି । ଘଷିପୁରା ଆସନ ପାଇଁ ଆସନ୍ତାକାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିବେ ନିରଞ୍ଜନ ପଟ୍ଟନାୟକ । ଏକ ବିଶାଳ ଶୋଭାଯାତ୍ରାରେ ଯାଇ ନିରଞ୍ଜନ ଦାଖଲ କରିବେ ପ୍ରାର୍ଥୀପତ୍ର । ଚଳିତ ଥର ୨ଟି…