Daily Archives

April 1, 2019

୨୦୦୦ରୁ ୨୦୧୯ । ଅର୍ଥମନ୍ତ୍ରାଳୟର ଦାୟିତ୍ୱ ତୁଲାଇ ବ୍ୟାକଫୁଟକୁ ଠେଲି ହୋଇଯାଇଛି ଅନେକ ହେଭିୱେଟଙ୍କ ନେତାଙ୍କ ରାଜନୈତିକ…

କନକ ବ୍ୟୁରୋ : ଅଭିଶପ୍ତ ଅର୍ଥମନ୍ତ୍ରୀ ପଦ । ଅଥାର୍ତ ଅର୍ଥମନ୍ତ୍ରୀ ପଦରେ ବସିଥିବା ଅଧିକାଂଶ ନେତାଙ୍କ ମଧ୍ୟରୁ ଅନେକଙ୍କ ରାଜନୈତିକ କ୍ୟାରିୟରରେ ଏକରକମ ପୂର୍ଣ୍ଣଛେଦ ପଡିଥିବା ବେଳେ ଅନେକ ହେଭିୱେଟଙ୍କ ନେତାଙ୍କ ରାଜନୀତି କ୍ୟାରିୟର ଉପରେ ସାମୟିକ ସମୟ ପାଇଁ ବ୍ରେକ ଲାଗିଛି । ଯଦି ବିଜେଡି…

ଶାହାଙ୍କୁ ବିଜେଡିର ଜବାବ ! ନିରୁତ୍ସାହିତ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଡାହା ମିଛ କହୁଛନ୍ତି ଶାହା ।

କନକ ବ୍ୟୁରୋ: ନିର୍ବାଚନ ପ୍ରଚାରରେ ଆସି ଆଜି ଗଜପତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଦେଇଥିବା ଭାଷଣର ଜବାବ ରଖିଛି ବିଜେଡି । ବିଜେପି ସ୍ଥିତି ଦେଖି ନିରୁତ୍ସାହିତ ହୋଇପଡିଥିବା କର୍ମୀଙ୍କୁ ଉତ୍ସାହିତ କରିବାକୁ ଅମିତ ଶାହା ଗୁଡାଏ ମିଛ କହିବାକୁ ବାଧ୍ୟ ହୋଇଛନ୍ତି ବୋଲି ବିଜେଡି…

ଦଳର ନମ୍ବର ୨ ନେତାଙ୍କ ଟିକେଟ କାଟିଲେ ନବୀନ । ଅର୍ଥମନ୍ତ୍ରୀଙ୍କୁ ବିଦା କଲେ, ଅରବିନ୍ଦଙ୍କୁ ମୈଦାନକୁ ଆଣିଲେ ।

କନକ ବ୍ୟୁରୋ : ଅର୍ଥମନ୍ତ୍ରୀଙ୍କ ଟିକେଟ କାଟିଲେ ନବୀନ । ନବୀନ ସରକାରରେ ଦୁଇ ନମ୍ବର ମନ୍ତ୍ରୀ କୁହାଯାଉଥିବା ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଟିକେଟ କଟିବାକୁ ନେଇ ଏବେ ଜୋରଦାର ଚର୍ଚ୍ଚା । ଜୟଦେବ ଆସନରୁ ଅର୍ଥମନ୍ତ୍ରୀ ଶଶୀଭୂଷଣଙ୍କ ବଦଳରେ ପୂର୍ବତନ ବିଧାୟକ ଅରବିନ୍ଦ ଢାଲିଙ୍କୁ ମୈଦାନକୁ…

ବାପା-ପୁଅ ରାଜନୀତି ସୃଷ୍ଟି କରିଛି ନେତାଙ୍କ ପାଇଁ ଧର୍ମ ସଙ୍କଟ । ପୁଅ ରିଷଭ ବିରୋଧରେ ପ୍ରଚାର ବେଳେ କ’ଣ କହିବେ ବାପା…

କନକ ବ୍ୟୁରୋ : ପ୍ରଶାନ୍ତ ଓ ରିଷଭ । ବାପା ବିଜେଡିରେ, ପୁଅ ବିଜେପିରେ । ବେଶ ରୋଚକ ସ୍ଥିତି ସୃଷ୍ଟି କରିଛି ବାପା-ପୁଅ ରାଜନୀତି । ଲୋକେ ଅପେକ୍ଷା କରି ରହିଛନ୍ତି, ଭିନ୍ନ ରାଜନୈତିକ ଆଭିମୁଖ୍ୟ ଭିତରେ ନିର୍ବାଚନ ମଇଦାନରେ କିପରି ସାମନା-ସାମନି ହେବେ ବାପା-ପୁଅ । ଯିଏ ଯେତେ ଯୁକ୍ତି ବାଢୁନା…

ବିଜେପି କ୍ୟାମ୍ପରେ ବାପା, ବିଜେଡି ଶିବିରରେ ପୁଅ । ସମ୍ବିତଙ୍କ ବିରୋଧରେ ପ୍ରଚାର କରିବେ କି ଦାମ ?

କନକ ବ୍ୟୁରୋ : ବିଜେପି କ୍ୟାମ୍ପରେ ବାପା । ବିଜେଡି ଶିବିରରେ ପୁଅ । ଦାମ-ସମ୍ବିତଙ୍କୁ ନେଇ ଚର୍ଚ୍ଚା । ରାଜ୍ୟ ରାଜନୀତିର ଅନ୍ୟତମ ଚର୍ଚ୍ଚିତ ଚେହେରା ଡାକ୍ତର ଦାମୋଦର ରାଉତ ଓ ପୁଅ ସମ୍ବିତ ରାଉତରାୟଙ୍କୁ ନେଇ ଜୋରଦାର ଚର୍ଚ୍ଚା । କାରଣ ଗୋଟିଏ ପରିବାରର ଏହି ଦୁଇ ସଦସ୍ୟ ଏବେ ଭିନ୍ନଭିନ୍ନ…