Monthly Archives

April 2019

ଆସୁଛି ବାତ୍ୟା, ବଢୁଛି ଭୟ ! ଆଜି ସନ୍ଧ୍ୟାରେ ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମରେ ପରିଣତ ହେଲା ‘ଫୋନି’ ।

କନକ ବ୍ୟୁରୋ : ବାତ୍ୟା ଫନି କ୍ରମଶଃ ଘନୀଭୂତ ହେବାରେ ଲାଗିଛି । ଆଜି ସନ୍ଧ୍ୟାରେ ଫୋନି ସିଭିୟର ଏକ୍ସଟ୍ରିମଲି ସିଭିୟର ସାଇକ୍ଲୋନିକ ଷ୍ଟର୍ମ ବା ଅତ୍ୟନ୍ତ ପ୍ରବଳ ବାତ୍ୟାରେ ପରିଣତ ହୋଇସାରିଛି । ଆଗକୁ ଏହା ଆହୁରି ଘନିଭୁତ ହେବ । ୩ତାରିଖ ଅପରାହ୍ନରେ ଫୋନି ଓଡିଶା ଉପକୂଳ ଛୁଇଁବ । ସେତେବେଳେ…

ନେତା ପୁଅ ନେତା, ରାଜ୍ୟ ରାଜନୀତି ପରମ୍ପରାର ବହୁ ପୁରୁଣା । ନେତୃତ୍ୱର ମାପକାଠି ଯଦି ସଫଳତା, ତେବେ ନିର୍ଣ୍ଣାୟକ ହେବ…

କନକ ବ୍ୟୁରୋ : ରାଜ୍ୟ ରାଜନୀତିରେ ଏଥର ଦେଖିବାକୁ ମିଳିଛି ବାପା-ପୁଅ ରାଜନୀତି । ଅର୍ଥାତ ବାପାଙ୍କ ବଦଳରେ ଏଥର ପୁଅ ଝିଅଙ୍କୁ ମିଳିଛି ଟିକେଟ୍ । ଯାହାଙ୍କ ଭାଗ୍ୟ ଭବିଷ୍ୟତ ମଧ୍ୟ ଇଭିଏମରେ ସିଲ୍ ହୋଇସାରିଛି । ଆସନ୍ତୁ ନଜର ପକାଇବା ଏମିତି କିଛି ନେତାଙ୍କ ଉପରେ । ସମ୍ବିତ ରାଉତରାୟ : ବାପା…

୧୯ ଯୁଦ୍ଧରେ ଦଳ ବଦଳାଇଥିବା ହେଭିୱେଟ୍ ନେତାଙ୍କ କ’ଣ ହେବ ରାଜନୈତିକ ଭବିଷ୍ୟତ ? ଇଭିଏମରେ ସିଲ୍ ହୋଇଛି ଭାଗ୍ୟ ।

କନକ ବ୍ୟୁରୋ : ରାଜ୍ୟ ରାଜନୀତିର ଏମିତି କିଛି ଚେହେରାଙ୍କୁ ନେଇ ଚର୍ଚ୍ଚା, ଯେଉଁମାନେ ୧୯ ଯୁଦ୍ଧରେ ବଦଳାଇଥିଲେ ଅସ୍ତ୍ର । ଗୋଟିଏ ଦଳ ଛାଡି ଅନ୍ୟ ଦଳକୁ ଭରସିଥିଲେ ଓଡିଶା ରାଜନୀତିର କିଛି ହେଭିୱେଟ୍ ନେତା । ଯାହାଙ୍କ ରାଜନୈତିକ ଭବିଷ୍ୟତ ଏବେ ଇଭିଏମରେ ସିଲ୍ ହୋଇସାରିଛି । ଆସନ୍ତୁ ନଜର…

ଆଡ୍-ମ୍ୟାନରୁ ଫିଲ୍ମ ନିର୍ମାତା । ବଲିଉଡ଼ରେ ଭାଗ୍ୟ ପରୀକ୍ଷା କରୁଛନ୍ତି ଓଡ଼ିଆ ଯୁବକ ଦୟାନିଧି, ପ୍ରଥମ କରି ନିର୍ମାଣ…

କନକ ବ୍ୟୁରୋ: ଚମକିଲେ ଓଡ଼ିଆ ସ୍ମାର୍ଟ ସିଟିର ଆଡ୍ ମ୍ୟାନ୍ ଦୟାନିଧି । ଟିଭି କର୍ମସିଆଲରୁ ବଲିଉଡ଼ରେ ଏଣ୍ଟ୍ରି ମାରିଲେ ଦୟାନିଧି ଦହିମା । ଖୁବଶୀଘ୍ର ପରଦାକୁ ଆସିବାକୁ ଥିବା ବଲିଉଡ଼ ସର୍ଟ ଫିଲ୍ମ ‘ନୱାବ’ର ପ୍ରଜୋଜନା ଦେଉଛନ୍ତି ଓଡ଼ିଆ ଯୁବକ ଦୟାନିଧି ଦହିମା । ତେବେ ସ୍ମାର୍ଟ ସିଟିରେ…

ସରିଲା ନିର୍ବାଚନ, ଚାଲିଛି ଆକଳନ । କାହା ହାତକୁ ଯିବ ଓଡିଶା ଶାସନ ? ମେ ୨୩ରେ ଖୋଲିବ ନେତାଙ୍କ ଭାଗ୍ୟର ପେଡି । 

କନକ ବ୍ୟୁରୋ : ସରିଲା ନିର୍ବାଚନ, ଚାଲିଛି ଆକଳନ । କାହା ହାତକୁ ଯିବ ଓଡିଶା ଶାସନ ? ୨୧ ଲୋକସଭା ଓ ୧୪୬ ବିଧାନସଭା ଆସନ ଲାଗି ରାଜ୍ୟରେ ୪ଟି ପର୍ଯ୍ୟାୟରେ ଶେଷ ହୋଇଛି ମତଦାନ । ଇଭିଏମରେ ସିଲ ହୋଇ ରହିଛି ପ୍ରାର୍ଥୀମାନଙ୍କ ଭାଗ୍ୟ । ମେ ୨୩ ତାରିଖରେ ଖୋଲିବ ଭାନୁମତୀ ପେଡି, ଆଉ ଜଣାପଡିବ କାହା…

ହିମାଳୟରେ ହିମମାନବ । ଟ୍ୱିଟ୍ କରି ଭାରତୀୟ ସେନା ଫଟୋ ଜାରି କରିବା ପରେ ବଢିଲା ଚର୍ଚ୍ଚା । ଉଠିଲା ପ୍ରଶ୍ନ, ବାସ୍ତବରେ…

କନକ ବ୍ୟୁରୋ : ହିମ ମାନବ ବା ୟେତି ଏବେ ବି ହିମାଳୟରେ ଅଛି କି ? କିଛି ଏପରି ପ୍ରଶ୍ନ ସେତେବେଳେ ଉଠିଛି ଯେତେବେଳେ ଭାରତୀୟ ସେନା ଏହି ହିମ ମାନବର ପଦଚିହ୍ନ ଠାବ କରିଥିବା ଦାବି କରୁଛି । ଏବେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଗବେଷଣା । ପ୍ରକୃତରେ ହିମ ମାନବ ବା ୟେତି ଅଛି ନା ନାହିଁ , ଯଦି…