Daily Archives

March 28, 2019

ନିର୍ବାଚନ ରଣାଙ୍ଗନରେ ତାରକା ଯୁଦ୍ଧ ! ବିଜେପି, ବିଜେଡି ଆଗରେ, ପଛରେ ରହିଛି କଂଗ୍ରେସ । 

କନକ ବ୍ୟୁରୋ : (ସୁବ୍ରତ ଦାସ) : ପାଖେଇ ଆସିଲାଣି ନିର୍ବାଚନ। ଆରମ୍ଭ ହୋଇଗଲାଣି ପ୍ରଚାର । ଏହା ସାଙ୍ଗକୁ ବଢୁଛି ଚଳଚ୍ଚିତ୍ର ତାରକାଙ୍କ ଗୁରୁତ୍ୱ । ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟିରେ ତାରକା ନେତାଙ୍କ ବଢୁଛି ଭିଡ଼ । ଓଡ଼ିଶା ରାଜନୀତିର ଅନ୍ୟତମ ପ୍ରାଣକେନ୍ଦ୍ର କେନ୍ଦ୍ରାପଡ଼ାରେ ଏଥର…

ଗତକାଲି ବିଜେଡିରେ ମିଶିଲେ, ଆଜି ବଡ ଦାୟିତ୍ୱ ପାଇଲେ ସୁବାସ । ରାଜ୍ୟ ସାଧାରଣ ସମ୍ପାଦକ ସହ ୪ ଜିଲ୍ଲାର…

କନକ ବ୍ୟୁରୋ : ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା ପଶ୍ଚିମ ଓଡିଶାର ଟାଣୁଆ ନେତା ସୁବାସ ଚୌହାନଙ୍କୁ ବଡ ଦାୟିତ୍ୱ ଦେଇଛି ଦଳ । ସୁବାସଙ୍କ ବିଜେଡିର ରାଜ୍ୟ ସାଧାରଣ ସମ୍ପାଦକ ସହ ୪ଟି ଜିଲ୍ଲାର ସହ-ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ଦଳ । କଳାହାଣ୍ଡି, ବରଗଡ, ସମ୍ବଲପୁର ଓ ବଲାଙ୍ଗୀର ଜିଲ୍ଲା…

ଅନ୍ୟ ନେତାଙ୍କୁ ପାଖରେ, ବିଜୟଙ୍କ ଠାରୁ ଦୂରରେ? ସିଟ୍ ଦେଉଛି ଭିନ୍ନ ସଂକେତ?

କନକ ବ୍ୟୁରୋ : ପାର୍ଟିକୁ ଫେରାଇ ଆଣିଲେ କିନ୍ତୁ ପାଖରେ ବସାଇଲେ ନାହିଁ । ଏଭଳି ଏକ ଚିତ୍ର ଆଜି ବିଜେପି ଦଳୀୟ କାର୍ଯ୍ୟାଳୟରେ ଦେଖିବାକୁ ମିଳିଥିଲା । ଯେତେବେଳେ ଦୀର୍ଘ ୪ ମାସ ପରେ ବିଜୟ ମହାପାତ୍ର ପୁଣିଥରେ ଘରବାହୁଡା କରିଥିଲେ ସେତେବେଳେ ଏଭଳି ଏକ ଚିତ୍ର ସାମ୍ନାକୁ ଆସିଥିଲା । ରାଜ୍ୟ…

ବିଜେପି ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ବିଜେଡି । ଜାଲ୍ ଗୁଇନ୍ଦା ଚିଠି ପ୍ରସାରକାରୀ ବିଜେପି…

କନକ ବ୍ୟୁରୋ : ବିଜେପି ବିରୋଧରେ ପୁଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହେଲା ବିଜେଡି । ଜାଲ ଗୁଇନ୍ଦା ଚିଠି ପ୍ରସାରକାରୀ ବିଜେପି ନେତାଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଏଭଳି ଏକ ସମ୍ବେଦନଶୀଳ…

ରଞ୍ଜୀବ ବିଶ୍ୱାଳଙ୍କୁ କଂଗ୍ରେସ ଦେଲା ନୂଆ ଦାୟିତ୍ୱ । ରାଷ୍ଟ୍ରୀୟ ମୁଖପାତ୍ର ନିଯୁକ୍ତ କଲେ ରାହୁଲ ଗାନ୍ଧି

କନକ ବ୍ୟୁରୋ : ରାଜ୍ୟସଭା ସାଂସଦ ତଥା କଂଗ୍ରେସର ବରିଷ୍ଠ ନେତା ରଞ୍ଜୀବ ବିଶ୍ୱାଳଙ୍କୁ ନୂଆ ଦାୟିତ୍ୱ ଦେଇଛି ଦଳ । ଗୁରୁବାର ରଞ୍ଜୀବ ବିଶ୍ୱାଳଙ୍କୁ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି । ରଞ୍ଜୀବଙ୍କ ନାଁରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋହର ମାରିଛନ୍ତି । ଉପକୂଳ…