କାମ ଦେଲା ବାପା ଅନଙ୍ଗଙ୍କ ଲବି, ବଲାଙ୍ଗୀରରେ ବାଜି ମାରିନେଲେ ପୁଅ ଅର୍କେଶ । ଟିକେଟ ରେସରୁ ଶ୍ରୀମୟୀଙ୍କୁ ବାଦ୍ ଦେଲେ,…
କନକ ବ୍ୟୁରୋ : ବଲାଙ୍ଗୀର ବିଜେଡି ଟିକେଟ ଲଢେଇରେ ବାଜି ମାରିନେଲେ ଅର୍କେଶ । ବଲାଙ୍ଗୀର ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ଅର୍କେଶଙ୍କ ନାଁ ଘୋଷଣା ହେବା ପରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ପୂର୍ବରୁ ଏହି ଆସନରେ କିଏ ଲଢେଇ କରିବ ତାହାକୁ ନେଇ ବିଜେଡିରେ…