Daily Archives

March 23, 2019

ଟିକେଟ୍ ଘୋଷଣା ପରେ ବଢୁଛି ଅସନ୍ତୋଷ ! ରାଜ୍ୟ କଂଗ୍ରେସ ଭବନରେ ବ୍ୟାପକ ଭଙ୍ଗାରୁଜା ।

ଆଜି ରାତି ପ୍ରାୟ ୮ଟାରେ ଭୁବନେଶ୍ୱର କଂଗ୍ରେସ ଭବନରେ ଭଙ୍ଗାରୁଜା ହୋଇଛି । ଭୁବନେଶ୍ୱର ଏକାମ୍ରରେ ରଶ୍ମୀ ମହାପାତ୍ରଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଅନ୍ୟତମ ଟିକେଟ ଆଶାୟୀ ଶେଖ୍ ଅମୀର ମହମ୍ମଦ ଓ ତାଙ୍କ ସମର୍ଥକମାନେ ଏକ ମୋଟର ସାଇକେଲ ରାଲିରେ ଆସି କଂଗ୍ରେସ ଭବନ ଗେଟରେ ତାଲା ପକାଇ…

ଆସନ୍ତାକାଲି ପ୍ରଚାର ମୈଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ । ନୟାଗଡରୁ ନିର୍ବାଚନ ଯୁଦ୍ଧ ପାଇଁ ନବୀନ ଦେବେ ରଣହୁଙ୍କାର

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯୁଦ୍ଧ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଅଣ୍ଟା ଭିଡିଲେଣି ୩ ରାଜନୈତିକ ଦଳ । ଆଉ ଏଭଳି ସ୍ଥିତିରେ ଆସନ୍ତାକାଲି ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଯାଉଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଏଥିପାଇଁ ନୟାଗଡକୁ ବାଛିଛନ୍ତି ନବୀନ । ଆଦର୍ଶ ଆଚରଣବିଧି…

ଟିକେଟ୍ ଦେଲାନି କଂଗ୍ରେସ, ପାରଳାରୁ ସ୍ୱାଧୀନ ଲଢ଼ିବେ ତିରୁପତି ପାଣିଗ୍ରାହୀ ।

କନକ ବ୍ୟୁରୋ: ଟିକେଟ୍ କଂଗ୍ରେସ ଦେଲାନି ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ପାରଳାଖେମୁଣ୍ଡି କଂଗ୍ରେସ ନେତା ତିରୁପତି ପାଣିଗ୍ରାହୀ । ଆସନ୍ତା ନିର୍ବାଚନରେ ତିରୁପତି ସ୍ୱାଧୀନ ଭାବେ ଲଢ଼ିବାକୁ ନିଷ୍ପତି ନେଇଛନ୍ତି । ଏନେଇ ତିରୁପତି ତାଙ୍କ ସମର୍ଥକଙ୍କ ସହ ପାରଳାଖେମୁଣ୍ଡି ଉପ-ଜିଲ୍ଲାପାଳ…

ବିଜେପିର ଏହି ନେତାଙ୍କୁ ନେଇ ଜୋରଦାର ଚର୍ଚ୍ଚା । ଜାଣନ୍ତୁ କାହିଁକି ଏହି ପ୍ରାର୍ଥୀଙ୍କ ଉପରେ ରହିଛି ସାରା ଦେଶର ନଜର ।

ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଆଜି ଆଉ ଏକ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏଥିରେ ୧୧ଟି ଲୋକସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଏହି ତାଲିକା ଥିବା ପ୍ରାର୍ଥୀମାନଙ୍କ ମଧ୍ୟରୁ ସମସ୍ତଙ୍କ ନଜର ରହିଥିଲା କେରଳର ପଥନାମଥିଥା ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ…

ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା । ନବୀନ ଧରିବେ ପ୍ରଚାରର ମଙ୍ଗ, ଜାଣନ୍ତୁ ଆଉ କାହାକୁ ମିଳିଲା ଷ୍ଟାର…

କନକ ବ୍ୟୁରୋ : ପ୍ରଚାର ମୈଦାନକୁ ଓହ୍ଲାଇବା ପୂର୍ବରୁ ବିଜେଡି ଘୋଷଣା କରିଛି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ୪୦ ଜଣିଆ ତାଲିକା ପ୍ରକାଶ କରିଛି ବିଜେଡି । ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଅନ୍ୟ ତାଲିକା ଘୋଷଣା କରିବ ଦଳ ।…

ରାଉରକେଲା କଂଗ୍ରେସକୁ ଝଟକା । ନିର୍ବାଚନ ଲଢ଼ିବାକୁ ମନା କରିଦେଲେ ମୁକ୍ତିକାନ୍ତ ବିଶ୍ୱାଳ ।

କନକ ବ୍ୟୁରୋ: ନିର୍ବାଚନ ଲଢ଼ଇବାକୁ ମନାକଲେ ମୁକ୍ତିକାନ୍ତ ବିଶ୍ୱାଳ । ଗତକାଲି ରାତିଅଧିଆ କଂଗ୍ରେସର ୫୪ ବିଧାନସଭା ପ୍ରାର୍ଥୀ ତାଲିକାରେ ରାଉରକେଲା ବିଧାନସଭା କ୍ଷେତ୍ର ପାଇଁ ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଟିକେଟ୍ ଦେଇଥିଲା ଦଳ । କିନ୍ତୁ ସ୍ଥାନୀୟ କଂଗ୍ରେସ ଶିବିରରେ ପ୍ରତିବାଦର ସ୍ୱର…