Daily Archives

March 22, 2019

ରାଉରକେଲା ଷ୍ଟେସନରୁ ମିଳିଲା କୋଟି କୋଟି ଟଙ୍କା ! ୨ଟି ଟ୍ରଲି ବ୍ୟାଗରୁ ୨କୋଟି ୨୩ଲକ୍ଷ ଟଙ୍କା ଜବତ, କୁଆଡେ ଯାଉଥିଲା…

କନକ ବ୍ୟୁରୋ : ରାଉରକେଲା ଷ୍ଟେସନରୁ ଜବତ ହେଲା ୨କୋଟିରୁ ଅଧିକ ଟଙ୍କା । ୨ଟି ଟ୍ରଲି ବ୍ୟାଗରୁ ଏତେ ପରିମାଣର ଟଙ୍କା ଜବତ କରାଯାଇଛି । ଜବତ ଟଙ୍କା ମୋଟ ୨ କୋଟି ୨୩ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ୩ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଆରପିଏଫ ଗିରଫ କରିି ଜିଆରପିକୁ ହସ୍ତାନ୍ତର କରିଛି । ଟଙ୍କା…

ସାତରଙ୍ଗରେ ରଙ୍ଗେଇ ହେଲେ ରାଜ୍ୟବାସୀ ! ଭାଇଚାରାର ପର୍ବରେ ପରସ୍ପରକୁ ଫଗୁ ଅବିର ଲଗାଇ ଜଣାଇଲେ ହୋଲି ଶୁଭେଚ୍ଛା ।

କନକ ବ୍ୟୁରୋ : ସାତରଙ୍ଗରେ ରଙ୍ଗେଇ ହେଲେ ରାଜ୍ୟବାସୀ । ସାରା ଓଡିଶା ପାଳିଛି ରଙ୍ଗର ପର୍ବ ହୋଲି । ପରସ୍ପରକୁ ରଙ୍ଗ ଲଗାଇବା ସହ ମିଠା ଖୁଆଇ କରିଛନ୍ତି ହୋଲି ସେଲିବ୍ରେସନ । ମ୍ୟୁଜିକର ତାଳେ ତାଳେ ସମସ୍ତେ ମସଗୁଲ ହୋଇ ହୋଲି ମନାଇବାର ଦୃଶ୍ୟ ଆଜି ଦେଖିବାକୁ ମିଳିଥିଲା । ହୋଲିରେ ରଙ୍ଗ…

ବିଜେପି ଦେଲା ଟିକେଟ୍ ତାଲିକା, ବଢ଼ିଲା ଟେନସନ । ଲକ୍ଷ୍ମୀପୁର ବିଜେପିରେ ବିଦ୍ରୋହ, ପାର୍ଟି ଅଫିସରେ ପୋଡ଼ାଜଳା ।

କନକ ବ୍ୟୁରୋ: ବିଜେପି ଟିକେଟ୍ ଘୋଷଣା ହେବାପରେ ବିଭିନ୍ନ ବିଧାନସଭା କ୍ଷେତ୍ରରେ ଜଳୁଛି ଅସନ୍ତୋଷର ନିଆଁ । ଏହିପରି ଘଟଣା କୋରାପୁଟ ସଂସଦୀୟ କ୍ଷେତ୍ର ଅଧିନସ୍ଥ ଥିବା ଲକ୍ଷ୍ମୀପୁର ବିଧାନସଭା କ୍ଷେତ୍ରରେ ଦେଖିବାକୁ ମିଳିଛି । ଆଶାୟୀ ପ୍ରାର୍ଥୀଙ୍କୁ ଟିକେଟ୍ ନମିଳିବାରୁ ସମର୍ଥକମାନେ ବିଜେପି…

ପୁରୀ ରେଳ ଷ୍ଟେସନରେ ଟ୍ରେନରେ ନିଆଁ । ପ୍ଲାଟଫର୍ମରେ ଜଳିଲା ତପସ୍ୱିନୀ ଏକ୍ସପ୍ରେସ୍ ।

କନକ ବ୍ୟୁରୋ : ପୁରୀ ରେଳଷ୍ଟେସନ ପ୍ଲାଟଫର୍ମରେ ପୁଣି ଜଳିଗଲା ଟ୍ରେନ୍ । ପ୍ଲାଟଫର୍ମରେ ଥିବା ପୁରୀ-ହାଟିଆ ଏକ୍ସପ୍ରେସରେ ଅଗ୍ନିକାଣ୍ଡ ଘଟି ୩ଟି ବଗି ପୋଡି ପାଉଁଶ ହୋଇଯାଇଛି । ଟ୍ରେନ୍ ଖାଲି ଥିବାରୁ ବଡ ଧରଣର ଅଘଟଣ ଘଟିନାହିଁ । ରେଳବାଇର ୪ଜଣିଆ ଟିମ୍ ପୁରୀ ଷ୍ଟେସନରେ ଅଗ୍ନିକାଣ୍ଡର…

ଲୋକସଭା ଆସନରେ ମିଳିଲା ଲଢ଼େଇର ଚିତ୍ର ! ବ୍ରହ୍ମପୁର ଓ ନବରଙ୍ଗପୁର ଆସନରେ ପ୍ରାର୍ଥୀ ତୟାର, କଳାହାଣ୍ଡିରେ ଛିଡିନି…

କନକ ବ୍ୟୁରୋ : ଏପ୍ରିଲ୍ ୧୧ରେ ହେବ ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ଫାଇଟ୍ । ୪ ଲୋକସଭାରେ ତିନି ପ୍ରମୁଖ ଦଳ ମଧ୍ୟରେ ହେବ ଟକ୍କର । ବ୍ରହ୍ମପୁର ଓ ନବରଙ୍ଗପୁର ଲୋକସଭା ପାଇଁ ତିନି ଦଳର ପ୍ରାର୍ଥୀ ସାମନାକୁ ଆସିଛନ୍ତି । କଳାହାଣ୍ଡି ପାଇଁ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା ବେଳେ…

ଟିକେଟକୁ ନେଇ ବିଜେପି ଶିବିରରେ ସାରା ରାତି ପାଲା ! ଏକାମ୍ର ଆସନରେ ବାବୁ ସିଂହଙ୍କୁ ପ୍ରାର୍ଥୀ କରିବା ପରେ ତାଲିଲେ…

କନକ ବ୍ୟୁରୋ : ବିଜେପି ୯୯ଟି ଆସନ ପାଇଁ ଟିକେଟ ଘୋଷଣା କରିବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଆଶାୟୀ  । ଖାସ୍ କରି ନିକଟରେ ଦଳରେ ସାମିଲ ହୋଇଥିବା ନେତାଙ୍କୁ ଟିକେଟ ଦେବା ପରେ ଉଗ୍ରରୂପ ନେଇଛି କନ୍ଦଳ । ଭୁବନେଶ୍ୱର ଏକାମ୍ରରେ ବିଜେଡିରୁ ଆସିଥିବା ବାବୁ ସିଂହଙ୍କୁ ଟିକେଟ୍ ମିଳିବା…