Daily Archives

March 21, 2019

ଘୋଷଣା ହେଲା ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା । ୧୦୦ ଜଣଙ୍କ ନାଁ ଘୋଷଣା କଲା ଦଳ, ପ୍ରକାଶ ଓ ଦାମଙ୍କୁ ମିଳିଲା…

କନକ ବ୍ୟୁରୋ : ଘୋଷଣା ହେଲା ବିଜେପିର ପ୍ରଥମ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା । ପ୍ରଥମ ପର୍ଯ୍ୟାୟରେ ୧୦୦ ଜଣ ପ୍ରାର୍ଥୀଙ୍କର ତାଲିକା ଘୋଷଣା କରିଛି ଦଳ । ଯେଉଁଥିରେ ହେଭିୱେଟଙ୍କ ନେତାଙ୍କ ନାଁ ରହିଥିବା ବେଳେ ନୂଆ କରି ଦଳରେ ସାମିଲ ହୋଇଥିବା ପ୍ରାର୍ଥୀ ମଧ୍ୟ ସାମିଲ ଅଛନ୍ତି ।…

ତଥାପି ଛିଣ୍ଡୁନି ବିଜେପି ଅଙ୍କ ! କଳାହାଣ୍ଡି-କୋରାପୁଟକୁ ନେଇ ଦ୍ୱନ୍ଦରେ ବିଜେପି, କାହାକୁ ଟିକେଟ୍ ଦେବ ଦଳ ?

ନକ ବ୍ୟୁରୋ: ରାଜ୍ୟର ୧୦ ଲୋକସଭା ଆସନ ପାଇଁ ବିଜେପି ଦିଲ୍ଲୀ ଦରବାରରୁ ଘୋଷଣା ହେଲା ବିଜେପି ତାଲିକା । କିନ୍ତୁ ଘୋଷଣା ହୋଇଥିବା ଏହି ୧୦ଟି ସଂସଦୀୟ କ୍ଷେତ୍ରର ପ୍ରାର୍ଥୀ ତାଲିକାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ନେଇ ମାତ୍ର ୨ଟି ଆସନରେ ବିଜେପି ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି । ସେହିଭଳି ଦୁଇଟି…

ସେହି ଆସନ, ନୂଆ ଚିହ୍ନ । ଉପକୂଳରୁ ଦକ୍ଷିଣ, ଭରସା କରିବେ ତ ଭୋଟର?

କନକ ବ୍ୟୁରୋ : ସେହି ପୁରୁଣା ଆସନ କିନ୍ତୁ ନୂଆ ଚିହ୍ନ । ବିଜେପି ନିଜର ପ୍ରଥମ ପର୍ଯ୍ୟାୟ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଓଡିଶାର ୧୦ ଆସନ ପାଇଁ ମଧ୍ୟ ନିଜର ସିପାହୀଙ୍କ ନାଁ ଘୋଷଣା କରିଛି । ତେବେ ଏହି ୧୦ ଆସନ ମଧ୍ୟରୁ ୨ଟି ଆସନ ଉପରେ ଏବେ ସମସ୍ତଙ୍କର ନଜର ରହିଛି ।…

ପୁଲୱାମାରେ ସହିଦ ହୋଇଥିବା ଯବାନଙ୍କୁ ନବୀନ ପଟ୍ଟନାୟକଙ୍କ ସମ୍ମାନ ! କାଲି ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ ।

କନକ ବ୍ୟୁରୋ : ଆସନ୍ତାକାଲି ହୋଲି ଖେଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରିକି ସମର୍ଥକ, ଶୁଭେଚ୍ଛୁ କିମ୍ବା ବିଜେଡି ନେତାମାନଙ୍କୁ ନବୀନ ନିବାସ ଯିବା ପାଇଁ ମଧ୍ୟ ମନା କରାଯାଇଛି । ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ…

ଆମେଠିରେ କଡା ଟକ୍କର ! ରାହୁଲ ଗାନ୍ଧିଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ପୁଣି ସ୍ମୃତି ଇରାନୀଙ୍କୁ ରଣକ୍ଷେତ୍ରକୁ ଓହ୍ଲାଇଲା…

କନକ ବ୍ୟୁରୋ : ଆଗାମୀ ସାଧାରଣ ନିର୍ବାଚନ ପାଇଁ ୧୮୪ଟି ଲୋକସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆମେଠିରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିପକ୍ଷରେ ନିର୍ବାଚନ ମଇଦାନକୁ ସ୍ମୃତି ଇରାନୀଙ୍କୁ ଓହ୍ଲାଇଛି ଭାରତୀୟ ଜନତା…