Daily Archives

March 20, 2019

ବିଜେଡି ସୁପ୍ରିମୋଙ୍କ ନିର୍ବାଚନ ସତ୍ୟପାଠ ! ନବୀନଙ୍କ ହାତରେ ଅଛି ନଗଦ ୨୫ ହଜାର ଟଙ୍କା, ଭଉଣୀଙ୍କ ଠାରୁ ୧୫ ଲକ୍ଷ…

କନକ ବ୍ୟୁରୋ : ହିଞ୍ଜିଳି ଆସନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ବିଜେଡି ସୁପ୍ରିମୋ । ଆଉ ଏହାସହ ନିର୍ବାଚନ ଅଧିକାରୀଙ୍କ ନିକଟରେ ନିର୍ବାଚନ ସତ୍ୟପାଠ ଦାଖଲ କରିଛନ୍ତି ନବୀନ  ।ଯେଉଁଥିରେ ନିଜ ବିଷୟରେ ସମସ୍ତ ତଥ୍ୟ ଉଲ୍ଲେଖ କରିଛନ୍ତି ନବୀନ ପଟ୍ଟନାୟକ । ୭୨ ବର୍ଷୀୟ ନବୀନ…

ତୀବ୍ର ହେଲା ଆୟାରାମ ଗୟାରାମ ରାଜନୀତି ! ଟିକେଟ୍ କଟିବା ପରେ ବାଡ଼ ଡେଇଁଲେ ହେଭିୱେଟ୍ ବିଜେଡି ନେତା, ଅସନ୍ତୁଷ୍ଟଙ୍କୁ…

କନକ ବ୍ୟୁରୋ : ତୀବ୍ର ହେଉଛି ଆୟାରାମ ଗୟାରାମ ରାଜନୀତି । ଆଜି ଦିନ ତମାମ ଦେଖିବାକୁ ମିଳିଛି ନେତାଙ୍କ ଦଳ ଡିଆଁ ପର୍ବ । ଯେଉଁ ନେତା ବିଜେଡି ଟିକେଟ୍ ନମିଳିବାରୁ ଦଳରୁ ଇସ୍ତଫା ଦେଇଥିଲେ, ସେମାନେ ଡେଇଁଛନ୍ତି ବିଜେପି ଶିବିରକୁ । ଆଜି ମିଶ୍ରଣ ପର୍ବକୁ ନେଇ ଚଳଚଂଚଳ ହୋଇ ଉଠିଥିଲା ରାଜ୍ୟ…

ଶକ୍ତି ସଂଗ୍ରହ କରୁଛି ବିଜେପି ! ପଦ୍ମ ଧରୁଛନ୍ତି ଅନ୍ୟ ଦଳର ଅସନ୍ତୁଷ୍ଟ ପ୍ରାର୍ଥୀ, ଗେରୁଆ କ୍ୟାମ୍ପରେ ନାହାନ୍ତି କି…

କନକ ବ୍ୟୁରୋ : ଫାଇନାଲ ପାଇଁ ଶକ୍ତି ଗୋଟାଉଛି ରାଜ୍ୟ ବିଜେପି । ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଭିନ୍ନ ଲୋକପ୍ରିୟ ନେତାଙ୍କୁ ଦଳରେ ମିଶାଉଛି ଗେରୁଆ ଦଳ । ବିଗତ କିଛି ଦିନ ଭିତରେ ଅନେକ ନେତା ନିଜ ଦଳ ଛାଡ଼ି ବିଜେପି ଗଡ଼ରେ ସାମିଲ ହେଉଛନ୍ତି । ବିଜେଡ଼ିରେ ଟିକେଟ ପାଇନଥିବା ନେତା ବିଜେପିରେ…

୨୦୧୪ରେ ଚା’ବାଲା, ୨୦୧୯ରେ ଚୌକିଦାର ! ସ୍ଲୋଗାନ ଜରିଆରେ ବିଜେପି ପ୍ରଚାରର ଅଭିନବ ଫମୁର୍ଲା, ସେପଟେ ବିରୋଧୀଙ୍କ ‘ମୁଁ…

କନକ ବ୍ୟୁରୋ : ୨୦୧୪ରେ ଚା’ ବାଲା ଆଉ ୨୦୧୯ରେ ଚୌକିଦାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ବିଜେପିର କ୍ୟାମ୍ପେନ୍ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ହ୍ୟାସଟ୍ୟାଗ୍, ମୁଁ ବି ଚୌକିଦାର । ଏହି କ୍ୟାମ୍ପେନକୁ ଲୋକଙ୍କ ଜୋରଦାର ସମର୍ଥନ ମିଳୁଛି । ହେଲେ ବିରୋଧୀଙ୍କ ହ୍ୟାସଟ୍ୟାଗ୍,…

ନରେନ୍ଦ୍ର ମୋଦି ଧରିବେ ଓଡିଶାରେ ବିଜେପି ପ୍ରଚାରର ମଙ୍ଗ । ୪୦ ଜଣିଆ ତାଲିକା ଦେଲା ଦଳ,  ଜାଣନ୍ତୁ ଓଡିଶାକୁ ପ୍ରଚାରରେ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ପାଇଁ ରାଜ୍ୟ ବିଜେପି ଜାରି କରିଛି ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧରିବେ ଓଡିଶାରେ ବିଜେପି ପ୍ରଚାରର ମଙ୍ଗ । ସେହିପରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ପ୍ରଚାର ଦାୟିତ୍ୱ ତୁଲାଇବେ । ବିଜେପି ପକ୍ଷରୁ…

ଆଚରଣ ବିଧି ଉଲ୍ଲଘଂନ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲେ ବିଜେଡି ଓ ବିଜେପି । ପରସ୍ପର ବିରୋଧରେ…

କନକ ବ୍ୟୁରୋ : ନିର୍ବାଚନ ଯେତିକି ପାଖେଇ ଆସୁଛି, ନିର୍ବାଚନ କମିଶନଙ୍କ ନିକଟରେ ରାଜନୈତିକ ଦଳ ଗୁଡିକର ଅଭିଯୋଗଫର୍ଦ୍ଦ ସେତିକି ଲମ୍ବିବାରେ ଲାଗିଛି । ପରସ୍ପର ପରସ୍ପର ବିରୋଧରେ ପୁଳାପୁଳା ଅଭିଯୋଗ ଧରି ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଉଛନ୍ତି ରାଜ୍ୟର ୩ ପ୍ରମୁଖ ଦଳ । ଆଦର୍ଶ…