Daily Archives

March 20, 2019

ଫୋକସରେ ବିଜେପୁର ! ନବୀନଙ୍କ ବିରୋଧରେ ପ୍ରଚାର ଆରମ୍ଭ କଲେ ଦାମ । କହିଲେ, ହିଂଜିଳିରୁ ହାରିଯିବା ଭୟରେ ନବୀନ ଆସୁଛନ୍ତି…

କନକ ବ୍ୟୁରୋ : ବିଜେପୁରରେ ବିଜେପି କରିଛି ବିଜୟ ସଂକଳ୍ପ ସମାବେଶ । ଲାଉମୁଣ୍ଡାଠାରେ ଆୟୋଜିତ ସଭାରେ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ସହ ନୂଆ କରି ଦଳରେ ସାମିଲ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତ ସାମିଲ ହୋଇଥିଲେ । ଉଦବୋଧନ ଦେଇ ଦାମବାବୁ ନବୀନ ସରକାରଙ୍କୁ କଡା ସମାଲୋଚନା…

ନିର୍ବାଚନ ଯୁଦ୍ଧ ପାଇଁ କେତେ ଜଣ କଲେଣି ନାମାଙ୍କନପତ୍ର ଦାଖଲ? ଜାଣନ୍ତୁ ପୂରା ତାଲିକା

କନକ ବ୍ୟୁରୋ :  ୨୦୧୯ ନିର୍ବାଚନ ମହାସମର ପାଇଁ ନାମାଙ୍କନ ପତ୍ର ପାଇଁ ତାରିଖ ଘୋଷଣା ହେବା ପରେ ଏବେ ନିର୍ବାଚନ ଅଧିକାରୀଙ୍କ ନିକଟରେ ପ୍ରାର୍ଥୀଙ୍କ ଭିଡ ଦେଖିବାକୁ ମିଳୁଛି । ନାମାଙ୍କନ ପତ୍ର ଦାଖଲ କରିବା ପାଇର୍ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ଆଜି ବିଜେଡି…

ବିତିଗଲାଣି ୩୫ ଦିନ, କିନ୍ତୁ ଆଜି ବି ଝରୁଛି ଭାରତ ଆଖିରୁ ଲୁହ । ପୁଲୱାମା ଆକ୍ରମଣ ପାଇଁ ଏଥର ହୋଲି ପାଳିବେନି ୧୦ଲକ୍ଷ…

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣର ସେହି ମୂହୁର୍ତ୍ତ ଆଜି ବି ମନେପଡିଲେ ଲୋମ ଟାଙ୍କୁରି ଉଠେ । ଫେବୃଆରୀ ୧୪ ତାରିଖ ବିଶ୍ୱ ଇତିହାସରେ ଏକ କଳା ଦିନ ହୋଇ ରହିଯାଇଛି । ପୁଲଓ୍ଵାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଥିଲା । ଏବେ ଏହାକୁ ଆଖି ଆଗରେ ରଖି…

ହିଞ୍ଜିଳିରୁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ! ତାରାତାରିଣୀ ମନ୍ଦିରରେ ଦର୍ଶନ କରି ମାଗିଲେ…

କନକ ବ୍ୟୁରୋ : ଗଞ୍ଜାମ ଜିଲ୍ଲା ହିଞ୍ଜିଳିରୁ ଲଢିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ କରିବା ପୂର୍ବରୁ ନବୀନ ମା ତାରାତାରିଣୀଙ୍କ ପୂଜାର୍ଚ୍ଚନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ନାମାଙ୍କନ ପତ୍ର ଦାଖଲ ପରେ ସରଗରମ ହୋଇଛି ଗଞ୍ଜାମ…

ପ୍ରଧାନମନ୍ତ୍ରୀଙ୍କ ବ୍ଲଗର ଜବାବ ରଖିଲେ ପ୍ରିୟଙ୍କା ! କହିଲେ ଯେତେ ପ୍ରତାଡିତ କରିବେ ସେତେ ମଜବୁତ ହେବ ଦଳ, ଜନତାଙ୍କୁ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି ଦେଶର ରାଜନୈତିକ ମାହୋଲ ସେତିକି ସରଗରମ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ଲଗ ମାଧ୍ୟମରେ ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ବଂଶବାଦ ରାଜନୀତି କରୁଥିବା ମୋଦି କହିଛନ୍ତି । ଅପରପକ୍ଷରେ ଲୋକଙ୍କୁ ବୋକା ଭାବିବା…