Daily Archives

March 19, 2019

ଆସନ୍ତାକାଲି ବାକି ୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିପାରନ୍ତି ବିଜେଡି ସୁପ୍ରିମୋ ! ଆପଣଙ୍କ ମତରେ କାହାକୁ ମିଳିବ…

କନକ ବ୍ୟୁରୋ : ଆସନ୍ତାକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଳକା ୯ଟି ବିଧାନସଭା ଆସନ ପାଇଁ ଘୋଷଣା କରିପାରନ୍ତି ପ୍ରାର୍ଥୀ ତାଲିକା । ବାକି ଥିବା ୯ଟି ଆସନର ପ୍ରାର୍ଥୀ ତାଲିକାରେ ଶେଷ ସ୍ପର୍ଶ ଦେଇସାରିଛନ୍ତି ନବୀନ ପଟ୍ଟନାୟକ ଏବେ କେବଳ ଘୋଷଣାକୁ ଅପେକ୍ଷା । ଚୁଡାନ୍ତ ତାଲିକାରେ ମୋହର…

ଟିକେଟ ନେଲେ ନେତା, ଏବେ ଭରସା ଜନତା । ଟିକେଟ ନେଇ ନିର୍ବାଚନମଣ୍ଡଳୀ ମୁହାଁ ନବୀନଙ୍କ ଯୋଦ୍ଧା

କନକ ବ୍ୟୁରୋ : ଟିକେଟ ଘୋଷଣା ପରେ ଏବେ ନେତା ନିର୍ବାଚନ ମଣ୍ଡଳି ମୁହାଁ । ଗତକାଲି ପର୍ଯ୍ୟନ୍ତ ଟିକେଟ ପାଇଁ ନବୀନ ନିବାସରେ ଭିଡ କରୁଥିବା ନେତା ଟିକେଟ ଘୋଷଣା ପରେ ଆଜି ହାତରେ ଟିକେଟ ଧରି ବାହାରିଛନ୍ତି ନିର୍ବାଚନମଣ୍ଡଳୀ । ହଳଦିଆ ଲଫାପାରେ ୨୦୧୯ ମହାସମର ପାଇଁ ଅସ୍ତ୍ର ଧରି…

କେତେ ସତ ହେବ ସର୍ଭେ ରିପୋର୍ଟ? ୨୧ରୁ ୧୮ରେ ବାଜି ମାରିବ ବିଜେଡି, ବିଜେପି ଦେବ କଡା ଟକ୍କର । ଖାତା ଖୋଲିପାରେ କଂଗ୍ରେସ…

କନକ ବ୍ୟୁରୋ : ୨୦୧୯ରେ ପୁଣିଥରେ ଓଡିଶାରେ ବିଜେଡି ଦେଖାଇବ ବଳ । ମୋଟ ୨୧ଟି ଲୋକସଭା ଆସନରୁ ୧୮ଟି ଆସନରେ ବିଜୟ ବାନା ଉଡାଇବ ବିଜେଡି । କାମ ଦେବନି ମୋଦି ମ୍ୟାଜିକ । ତେବେ ୨୦୧୯ରେ ୨୦୧୪ ଭଳି ସଫଳତା ବିଜେଡିକୁ ମିଳିନପାରେ । ବିଜେପି ଓ କଂଗ୍ରେସ ଗତ ନିର୍ବାଚନ ଠାରୁ ଭଲ ପ୍ରଦର୍ଶନ କଲେ ମଧ୍ୟ…

ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷ ହେଲେ ଦେଶର ପ୍ରଥମ ଲୋକପାଳ । ନିଯୁକ୍ତି ନେଇ ରାଷ୍ଟ୍ରପତି କଲେ ଅନୁମୋଦନ ।

କନକ ବ୍ୟୁରୋ: ଦେଶର ପ୍ରଥମ ଲୋକପାଳ ଭାବରେ ପିନାକୀ ଚନ୍ଦ୍ର ଘୋଷଙ୍କୁ ମଙ୍ଗଳବାର ନିଯୁକ୍ତ କରାଯାଇଛି । ରାଷ୍ଟ୍ରପତି ଲୋକପାଳ ନିଯୁକ୍ତି ଉପରେ ମୋହର ମାରିଛନ୍ତି । ଜଷ୍ଟିସ୍ ପିନାକୀ ଚନ୍ଦ୍ର ଘୋଷଙ୍କ ସମେତ ଅନ୍ୟ ୮ ଜଣଙ୍କୁ ମଧ୍ୟ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତି ଦେଇଛନ୍ତି । ଏହି ୮…

ଇସ୍ତଫା ଦେବା ପରେ ନବୀନ ନିବାସରୁ ନାରାୟଣଙ୍କ ପାଖକୁ ଆସିଲା ଫୋନ । ଦଳବଳ ଧରି ପୁଣି ଭୁବନେଶ୍ୱର ଫେରିଲେ…

କନକ ବ୍ୟୁରୋ : ଟିକେଟ କଟିଲା, ଇସ୍ତଫା ଦେଲେ । ଆଉ ଏହାପରେ ତାଙ୍କୁ ବୁଝାଇବା ପାଇଁ ନବୀନ ନିବାସରୁ ଗଲା ଫୋନ୍ । ଆଉ ନବୀନ ନିବାସରୁ କଲ ଆସିବା ମାତ୍ରେ ପାରଳାଖେମୁଣ୍ଡିରୁ ପୁଣି ସମର୍ଥକଙ୍କ ସହ ଭୁବନେଶ୍ୱର ଫେରିଛନ୍ତି କେ ନାରାୟଣ ରାଓ । ନବୀନ ନିବାସରେ ପୁଣିଥରେ ବିଜେଡିର ଷ୍ଟ୍ରାଟେଜିଷ୍ଟ…