Daily Archives

March 17, 2019

ପାରିକର ତୁମକୁ ଶହେ ସଲାମ । କ୍ୟାନସରରେ ପୀଡିତ ଥିଲେ ମଧ୍ୟ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଜନତାଙ୍କ ସେବା କରିବାକୁ ପଛାଇ…

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ମୁତ୍ୟୁକୁ ନେଇ ସାରା ଦେଶରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ଲମ୍ବା ସମୟ ଧରି ପାନକ୍ରିଆଟିକ କ୍ୟାନସର ରୋଗରେ ପୀଡିତ ଥିବା ପାରିକର ରବିବାର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ ବର୍ଷ ଫେବ୍ରୁଆରୀ ମାସରେ ପାରିକର ଏହି ରୋଗରେ ପୀଡିତ ଥିବା…

ବିଜେଡିରେ ଦିଲୀପ ସାମିଲ ହେବା ନେଇ ଚର୍ଚ୍ଚା ପରେ ମୁହଁ ଖୋଲିଲେ ବିଜୟ । କହିଲେ, ଆଗାମୀ ନିର୍ବାଚନ ହେବ ସବୁଠୁ ଜଟିଳ ।

କନକ ବ୍ୟୁରୋ: ବିଜୟ, ଦିଲୀପ ଓ ସାରଦାଙ୍କୁ ନେଇ ସରଗରମ ରାଜ୍ୟ ରାଜନୀତି । ବେଶ କିଛି ଦିନ ନୀରବ ରହିବା ପରେ ବିଜୟ ମୁହଁ ଖୋଲି କହିଛନ୍ତି କେଉଁ ଦଳରେ ଯୋଗ ଦେବେ ସେନେଇ ଖୁବଶୀଘ୍ର ନିଷ୍ପତି ନେବେ । ତେବେ ଓଡିଶାରେ ୨୦୧୯ ନିର୍ବାଚନ ବେଶ ଜଟିଳ ହେବ ବୋଲି କହିଛନ୍ତି ବିଜୟ । ସେପଟେ ଗତକାଲି…

ରାତି ପାହିଲେ ନାମାଙ୍କନ କିନ୍ତୁ ଏଯାଏଁ ଛିଣ୍ଡୁନି ଟିକେଟ୍ ଅଙ୍କ । ଚୂଡ଼ାନ୍ତ ତାଲିକା ନେଇ ତିନି ପ୍ରମୁଖ ଦଳରେ…

କନକ ବ୍ୟୁରୋ: ରାତି ପାହିଲେ ଆରମ୍ଭ ହୋଇଯିବ ପ୍ରଥମ ପର୍ଯାୟ ନିର୍ବାଚନ ପାଇଁ ନାମାଙ୍କନ, ହେଲେ ଏଯାଏଁ ରାଜନୈତିକ ଦଳଗୁଡ଼ିକର ହିସାବ ଛିଣ୍ଡୁନି । ବିଜେଡି ଟିକେଟ୍ ଲବି ପାଇଁ ନବୀନ ନିବାସରେ ଯେତିକି ଭିଡ ବଢ଼ୁଛି, ତାଠୁ ଅଧିକ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ଧିରେ ଧିରେ ଲମ୍ବିବାରେ ଲାଗିଛି ।…

ପରପାରିରେ ପାରିକର । ୬୩ ବର୍ଷ ବୟସରେ ଗୋଆ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତ, ଦୀର୍ଘ ଦିନ ଧରି ପାନକ୍ରିଆଟିକ କ୍ୟାନସରରେ…

କନକ ବ୍ୟୁରୋ : ପରଲୋକରେ ପାରିକର । ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ୬୩ ବର୍ଷ ବୟସରଙ୍କ ପରଲୋକ ହୋଇଛି । ଗୋଆର ୩ ଥର ମୁଖ୍ୟମନ୍ତ୍ରୀ ଥିବା ପାରିକର ଦୀର୍ଘଦିନ ହେବ ପାନକ୍ରିଆଟିକ କ୍ୟାନସର ରୋଗରେ ପୀଡିତ ଥିଲେ । ଏହାପୂର୍ବରୁ ସେ ମୋଦି ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ…

ନବୀନ ନିବାସରୁ ସିଦ୍ଧାନ୍ତଙ୍କୁ ଆସିଲା ଡ଼ାକରା ! ସୁପ୍ରିମୋଙ୍କ ସହ ଆଲୋଚନା କଲେ ବ୍ରହ୍ମପୁର ସାଂସଦ, କହିଲେ ଦଳ…

କନକ ବ୍ୟୁରୋ: ନବୀନ ନିବାସରେ ବ୍ରହ୍ମପୁର ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର । ଅନେକ ଛକାପଞ୍ଝା ପରେ ଶେଷର ନବୀନ ନିବାସରୁ ଡ଼ାକରା ଆସିବା ପରେ ବିଜେଡି ସୁପ୍ରିମୋଙ୍କୁ ଭେଟିଛନ୍ତି ସିଦ୍ଧାନ୍ତ ମହାପାତ୍ର । ସାକ୍ଷାତ ପରେ ସିଦ୍ଧାନ୍ତ କହିଛନ୍ତି ଯେ, ସୁପ୍ରିମୋଙ୍କ ସହ ଏହା କେବଳ ସୌଜନ୍ୟ…

‘କବି ହଳଧର ସବୁ ଦଳର,ରାଜନୀତିରେ ନାହିଁ ମୋର ନେଣଦେଣ’ । ଜାଣନ୍ତୁ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଭେଟିଥିଲେ ପଦ୍ମଶ୍ରୀ…

କନକ ବ୍ୟୁରୋ: ନବୀନ ନିବାସରେ କୋଶଳୀ କବି ପଦ୍ମଶ୍ରୀ ହଳଧର ନାଗଙ୍କ ଉପସ୍ଥତି ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଥିବାବେଳେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ପଦ୍ମଶ୍ରୀ ହଳଧର ନାଗ । ସେ କହିଛନ୍ତି ଯେ, ନିକଟରେ ବରଗଡ଼ରେ କ୍ୟାନସର ହସ୍ପିଟାଲ ପ୍ରତିଷ୍ଠା ପାଇଁ ପ୍ରତିଶ୍ରୁତି ଦେବା ସହ ହଳଧର…