Daily Archives

March 15, 2019

ରାହୁଲଙ୍କ ଗସ୍ତ ପରେ ବିଜେଡିର ପାଲଟା ଜବାବ ! କହିଲେ, ହୋମୱାର୍କ କରି ଓଡିଶା ଆସନ୍ତୁ କଂଗ୍ରେସ ଅଧ୍ୟକ୍ଷ

କନକ ବ୍ୟୁରୋ : ବରଗଡ ପରିବର୍ତନ ସଂକଳ୍ପ ସମାବେଶରେ ରାହୁଲଙ୍କ ଗର୍ଜନ । ଚାଷୀ, ବେରୋଜଗାର ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାହୁଲ । ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଖାଲିଥିବା ସରକାରୀ ପଦ ପଦବୀ ପୂରଣ ହେବ ବୋଲି ସୁନେଲୀ ସ୍ୱପ୍ନ ଦେଖାଇଛନ୍ତି ରାହୁଲ…

ପୁଅ ପାଇଁ ବାପା କଲେ ଟିକେଟ୍ ଲବି ! ନବୀନଙ୍କୁ ଭେଟିଲେ ଯୋଗେନ୍ଦ୍ର, କହିଲେ ବୟସ ବଢିଲାଣି, ପୁଅକୁ ମିଳୁ ସୁଯୋଗ ।

କନକ ବ୍ୟୁରୋ : ଓଡିଶା ରାଜନୀତିରେ ଜୋର ଧରିଛି ବାପା-ପୁଅଙ୍କ ଟିକେଟ୍ ଲବି । କିଏ ପୁଅକୁ ବାଟ ଛାଡିବା ପାଇଁ ଖୋଲାଖୋଲି କହୁଥିବା ବେଳେ ଆଉ କିଏ ନିଜେ ଲଢ଼େଇ ପାଇଁ ପ୍ରସ୍ତୁତ । ଲୋଇସିଂହା ବିଧାୟକ ଯୋଗେନ୍ଦ୍ର ବେହେରା ନିଜ ପୁଅକୁ ଟିକେଟ୍ ଦେବାକୁ ନବୀନ ନିବାସ ଆସି ଲବି କରୁଥିବାବେଳେ ପାରାଦୀପ…

ନିର୍ବାଚନ ପାଇଁ ସରଗରମ ରାଜ୍ୟ ରାଜନୀତି ! ଚାଲିଛି ଦଳ ଡିଆଁ ଅଭିଯାନ, କିଏ ଛାଡୁଛନ୍ତି, କିଏ ମିଶୁଛନ୍ତି ?

କନକ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଥିବାବେଳେ ସରଗରମ ହୋଇଛି ରାଜ୍ୟ ରାଜନୀତି  । କିଏ କେଉଁ ଦଳରୁ ନିର୍ବାଚନ ଲଢ଼ିବେ ତାକୁ ନେଇ ଘଡିକେ ଘୋଡା ଛୁଟୁଛି  । ଆଉ ଏହାରି ଭିତରେ ନେତାମାନେ ଶେଷ ମୁହୁର୍ତରେ ଗୋଟିଏ ଦଳ ଛାଡି ଅନ୍ୟ ଦଳରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଛନ୍ତି । ତେବେ କିଏ କେଉଁ ଦଳ…

ବରଗଡ ପରିବର୍ତ୍ତନ ସଂକଳ୍ପ ସମାବେଶରେ ଗର୍ଜିଲେ ରାହୁଲ: ଚାଷୀ, ବେରୋଜଗାର ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ…

କନକ ବ୍ୟୁରୋ: ବରଗଡ ପରିବର୍ତ୍ତନ ସଂକଳ୍ପ ସମାବେଶରେ ରାହୁଲଙ୍କ ଗର୍ଜନ । ଚାଷୀ, ବେରୋଜଗାର ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ । କହିଲେ, ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଖାଲିଥିବା ସରକାରୀ ପଦ ପଦବୀ ପୂରଣ ହେବ । ସେପଟେ ରାହୁଲଙ୍କ ଘନ ଘନ ଓଡିଶା ଗସ୍ତ…

୧୧ ଦିନ ବିତିଗଲାଣି । ଏଯାଏଁ ବନ୍ଦ ହୋଇ ରହିଛି ହ୍ୟାକ୍ ହୋଇଥିବା ବିଜେପିର ଦଳୀୟ ୱେବସାଇଟ ।

କନକ ବ୍ୟୁରୋ : ବିଜେପିର ଦଳୀୟ ୱେବସାଇଟ ୧୧ ଦିନ ହେବ ହ୍ୟାକ୍ ହେବା ପରେ ମଧ୍ୟ ଏହା ଏଯାଏଁ ଆକ୍ଟିଭ ହୋଇନାହିଁ । ଗତ ମାର୍ଚ୍ଚ ୫ ତାରିଖରୁ ଏହି ୱେବସାଇଟ ହ୍ୟାକ୍ ହୋଇଥିଲା । ଆଉ ଏହାସହ ୱେବସାଇଟର ହୋମପେଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜର୍ମାନ ଚାନସେଲର ଆଞ୍ଜେଲ ମର୍କେଲଙ୍କ ଫଟୋ…

ବଦଳୁଛି ବାଲିକୁଦା-ଏରସମା ସମୀକରଣ: ବିଜେଡିକୁ ପ୍ରଭାବିତ କରିପାରିବେ କି ଦାମ? କଣ କହୁଛି ବିଜେଡି ଗଣିତ

କନକ ବ୍ୟୁରୋ: ବିଜେପି କ୍ୟାମ୍ପରେ ବରିଷ୍ଠ ନେତା ଦାମ ରାଉତ ସାମିଲ ହେବା ପରେ ସରଗରମ ହୋଇଛି ଜଗତସିଂହପୁର ରାଜନୀତି । ବାଲିକୁଦା-ଏରସମାରୁ ଲଢିବା ପାଇଁ ଦାମ ଗ୍ରୀନ ସିଗନାଲ ଦେବା ପରେ ଏବେ ପ୍ରଶ୍ନ ଉଠୁଛି ଦାମଙ୍କ ସହିତ ଲଢିବ କିଏ । ଚର୍ଚ୍ଚା ହେଉଛି ବାଲିକୁଦା-ଏରସମାରୁ ବିଜେଡି ପ୍ରଶାନ୍ତ…