ପଦ୍ମ ଧରିଲେ ଦାମ, ପଦାରେ ପଡିଲା ବିଜେପିର ଅସଲ ଚେହେରା! ବିଜେଡି କହିଲା, ଯେଉଁ ଦଳ କାଲି ଦାମଙ୍କୁ ବିରୋଧ କରୁଥିଲା ଆଜି…
କନକ ବ୍ୟୁରୋ : ବିଜେପିରେ ସାମିଲ ହେଲେ ବରିଷ୍ଠ ନେତା ଦାମୋଦର ରାଉତ । ନୂଆଦିଲ୍ଲୀରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ପାରାଦୀପ ବିଧାୟକ । ବିଜେଡିରୁ ବହିଷ୍କାର ହେବାର…