Daily Archives

March 14, 2019

ପାରାଦୀପ ଆସନ ଛାଡିବେ ଦାମ! ଜନ୍ମମାଟିରେ ନିର୍ବାଚନ ଲଢିବାକୁ ଦେଲେ ସଂକେତ, ପୁଅ ସମ୍ବିତଙ୍କ ମିଳିଲା ଆଶ୍ୱସ୍ତି ।

କନକ ବ୍ୟୁରୋ : ପୁଅ ପାଇଁ ପାରାଦୀପ ଆସନ ଛାଡିବେ ଦାମ ରାଉତ । ଏ ଚର୍ଚା ଏଥିପାଇଁ ହେଉଛି ଯେ, ଆଜି ବିଜେପିରେ ଯୋଗ ଦେବା ପରେ ଦାମ କହିଛନ୍ତି , ସେ ବାଲିକୁଦା-ଏରସମା ଆସନରୁ ଲଢିବାକୁ ଆଗ୍ରହୀ । ଦାମ କହିଛନ୍ତି, ଜନ୍ମସ୍ଥାନ ବାଲିକୁଦାରୁ ସେ ୨୫ ବର୍ଷ ବିଧାୟକ ଥିଲେ । ତେଣୁ ଶେଷ ଜୀବନରେ…

ରାଜନୀତିର ବିରଳ ଦୃଶ୍ୟ! କାଲି ଦେଉଥିଲେ ଗାଳି, ଆଜି ହେଲେ କୋଳାକୋଳି । ଜାଣନ୍ତୁ ଧର୍ମେନ୍ଦ୍ର ଓ ବିଜେପିକୁ ନେଇ…

କନକ ବ୍ୟୁରୋ : ରାଜନୀତିର ବିରଳ ଦୃଶ୍ୟ ଆଜି ଦିଲ୍ଲୀରେ ଦେଖିବା ପାଇଁ ମିଳିଥିଲା । ଯେତେବେଳେ ବିଜେପି କ୍ୟାମ୍ପରେ ଯୋଗ ଦେଇଥିଲେ ଦାମୋଦର ରାଉତ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ଡକ୍ଟର ଦାମୋଦର ରାଉତ, ବିଜେପିର ବରିଷ୍ଠ ନେତାଙ୍କ ସହ ଡକ୍ଟର ରାଉତଙ୍କ ଚିତ୍ର, ଆଜି ଯେତେବେଳେ…

ବ୍ରହ୍ମପୁର ବିଜେଡିରେ ପାୱାର ପଲିଟିକ୍ସ! ସୁପ୍ରିମୋଙ୍କୁ ଭେଟି ଲୋକସଭା ଟିକେଟ ମାଗିଲେ ଚନ୍ଦ୍ରଶେଖର, ରେସରେ ପାରଳା…

କନକ ବ୍ୟୁରୋ : ବ୍ରହ୍ମପୁରରେ କିଏ ହେବ ବିଜେଡିର ଲୋକସଭା ଓ ବିଧାନସଭା ପ୍ରାର୍ଥୀ । ସାଂସଦ ଟିକେଟ୍ ପାଇଁ ବରିଷ୍ଠ ନେତା ଚନ୍ଦ୍ରଶେଖର ସାହୁ ଏବଂ ପାରଳା ରାଜକୁମାରୀ କଲ୍ୟାଣୀ ଦେବୀଙ୍କ ନାଁ ଚର୍ଚା ହେଉଛି । ସେହିପରି ବିଧାନସଭା ପାଇଁ ରେସ୍ରେ ରହିଛି ୫ ଥରର ବିଧାୟକ ରମେଶ ଚନ୍ଦ୍ର…

ସ୍ୱାମୀଙ୍କୁ ଟିକେଟ ନ ମିଳିଲେ, ମହିଳା ପ୍ରାର୍ଥୀ ଭାବେ ମୋତେ ମିଳୁ ସୁଯୋଗ  । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମନର କଥା…

କନକ ବ୍ୟୁରୋ : କଳାହାଣ୍ଡିରେ କାହାକୁ ମିଳିବ ବିଜେଡି ଟିକେଟ୍ । ଗୋଟିଏ ପଟେ ଦଳ ମହିଳା ପ୍ରାର୍ଥୀ ଖୋଜୁଥିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ନବୀନ ନିବାସରେ ପହଁଚିଥିଲେ ସାଂସଦ ଅର୍କ କେଶରୀ ଦେଓଙ୍କ ପତ୍ନୀ ମାଳବିକା ଦେଓ । ଯଦି ସ୍ୱାମୀ ଅର୍କ କେଶରୀଙ୍କୁ ଟିକେଟ୍ ନମିଳେ, ତେବେ ତାଙ୍କୁ…

ରାଜଧାନୀରେ ରାହା ଖୋଜୁଛନ୍ତି ନେତା । ଉତ୍ତର ଭୁବନେଶ୍ୱର ପାଇଁ ବିଜେଡିରେ ପ୍ରାର୍ଥୀ ମାଳମାଳ, ବିଜେପି ଦେଇପାରେ କଡ଼ା…

କନକ ବ୍ୟୁରା: ନିର୍ବାଚନ ତାରିଖ ଘୋଷଣା ପରେ ଜୋର ଧରିଛି ରାଜନୀତି । ଆଉ ଟିକେଟ୍ ପାଇଁ କସରତ୍ ମଧ୍ୟ ଜୋରଦାର ହୋଇଛି । କିନ୍ତୁ ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ଦଳର କର୍ମୀମାନେ ସେମାନଙ୍କ ନେତା କିଏ ତାକୁ ନେଇ ଦ୍ୱନ୍ଦରେ ପଡ଼ିଛନ୍ତି । ଏହି ନିର୍ବାଚନମଣ୍ଡଳୀ ଗଠନ ହେବା…