ଲୋକସଭା ନିର୍ବାଚନ ପାଇଁ କଂଗ୍ରେସର କସରତ ! ଦ୍ୱିତୀୟ ତାଲିକା ଜାରି କଲା ଦଳ, ଜାଣନ୍ତୁ କିଏ କେଉଁଠୁ ହେବେ ପ୍ରାର୍ଥୀ ।
କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯେତିକି ପାଖେଇ ପାଖେଇ ଯାଉଛି, ରାଜନୈତିକ ଦଳ ଗୁଡିକ ମଧ୍ୟରେ ସେତିକି ଉଷ୍ମତା ବୃଦ୍ଧି ପାଉଛି । ବିଶେଷ କରି ନିର୍ବାଚନ ତାରିଖ ଘୋଷଣା ହେବା ପର ଠାରୁ କିଏ କେଉଁଠୁ ପ୍ରାର୍ଥୀ ହେବେ, ତାହା ଉପରେ ରହିଛି ସମସ୍ତଙ୍କ ନଜର । ଆଉ ଏହି ରେସରେ ଆଗରେ ରହିଛି କଂଗ୍ରେସ…