Daily Archives

March 12, 2019

କଂଗ୍ରେସର ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ନେଇ ଚର୍ଚ୍ଚା! ପ୍ରଥମ ପର୍ଯ୍ୟାୟରେ ୭ ସାଂସଦ ଓ ୫୦ ବିଧାୟକ ପ୍ରାର୍ଥୀଙ୍କ…

କନକ ବ୍ୟୁରୋ : ଲୋକସଭା ଓ ବିଧାନସଭାରେ ରାଜ୍ୟର ସମ୍ଭାବ୍ୟ ପ୍ରାର୍ଥୀ ତାଲିକା ନେଇ ଦିଲ୍ଲୀରେ କସରତ ଚାଲିଛି । ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତି ଯାଏଁ ବସିଥିବା ବୈଠକରେ ୭ ଲୋକସଭା ଓ ୫୦ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଚୂଡାନ୍ତ ହୋଇଛି । ମିଳିଥିବା…

ଆମକୁ ନ ହେଲା ନାହିଁ , କିନ୍ତୁ ପର ଶିବିରରୁ ଆସିଥିବା ନେତାଙ୍କୁ ଟିକେଟ ନ ମିଳୁ ! ଆୟାରାମ ଗୟାରାମ ରାଜନୀତି ବିରୋଧରେ…

କନକ ବ୍ୟୁରୋ : ବିଜେଡି ଟିକେଟ ପାଇଁ ଏବେ ନବୀନ ନିବାସରେ ପ୍ରବଳ ଭିଡ । ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଆଶାୟୀ ପ୍ରାର୍ଥୀ ମାନେ ଆସି ନିଜ ସପକ୍ଷରେ ଲବି କରୁଥିବା ବେଳେ କାହାକୁ ଟିକେଟ ମିଳିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ବିଜେଡି ଟିକେଟରେ ପ୍ରାର୍ଥୀ ହେବାକୁ ଆଶାୟୀ ଅଧିକ ଥିବା ବେଳେ…

ମାନସ ମଙ୍ଗରାଜଙ୍କୁ ଟିକେଟ ମିଳିଲେ, ଚିଲିକାରେ ବିଜେଡି ଜିତିବ? ନବୀନଙ୍କୁ ଭେଟି ଚିଲିକା ରାଜନୀତିର ଭିତିରି କଥା କହିଲେ…

କନକ ବ୍ୟୁରୋ : କାହାକୁ ଚିଲିକାରେ ମିଳିବ ବିଜେଡି ଟିକେଟ? ନିର୍ବାଚନ ଘୋଷଣା ପରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏପରିକି ଟିକେଟ ପାଇଁ ନେତା ମାନେ ବିଜେଡିର ପ୍ରଭାବଶାଳୀ ଗୋଷ୍ଠୀଙ୍କୁ ଧରି ଲବି ଆରମ୍ଭ କରିଥିବା ବେଳେ କର୍ମୀ ମାନେ ମଧ୍ୟ ଟିକେଟ କାଟିବା ପାଇଁ ନବୀନ ନିବାସରେ ବିଜେଡି…

ବୀରମିତ୍ରପୁରରେ ବୀରତ୍ୱ ଦେଖାଇବ କିଏ ? ବିଜେଡି-କଂଗ୍ରେସରେ ଅଧ ଡ଼ଜନ ଆଶାୟୀ, ଦ୍ୱନ୍ଦରେ ବିଜେପି । ଫାଇଦା ନେବାକୁ…

କନକ ବ୍ୟୁରୋ: ଝାଡ଼ଖଣ୍ଡ ରାଜ୍ୟ ସୀମାନ୍ତ ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଆଦିବାସୀ ନେତା ଜର୍ଜ ତିର୍କୀ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଦୁଇଥର ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚା ଜେଏମଏମ୍ ଥରେ ସ୍ବାଧୀନ ଓ ଗତ ୨୦୧୪ ନିର୍ବାଚନରେ ସେ ସମତା…

ବିଜେପି ପ୍ରଭାରୀଙ୍କ ବଡ ସଂକେତ? ବିଜୟ ଓ ଦିଲ୍ଲୀପଙ୍କୁ ପୁଣି ଫେରାଇ ନେଇପାରେ ଦଳ, କିଛି ସର୍ତ ସହ ପଦ୍ମ ଦଳରେ ସାମିଲ…

କନକ ବ୍ୟୁରୋ : ବିଜେପି ଶିବିରରୁ ଖୁବ୍ ଶୀଘ୍ର ଆସୁଛି ଖୁସି ଖବର । ପୁରୁଖା ନେତାଙ୍କ ବିଜେପିରେ ସାମିଲ ପ୍ରସଙ୍ଗରେ କିଛି ଏଭଳି ଢ଼ଙ୍ଗରେ ବୟାନ ରଖିଛନ୍ତି ବିଜେପି ପ୍ରଭାରୀ ଅରୁଣ ସିଂ । କେବଳ ଦାମ ରାଉତ, ଖାରବେଳ ସ୍ୱାଇଁ କିମ୍ବା ବ୍ରଜ ତ୍ରିପାଠୀ ନୁହଁନ୍ତି, ଉଭୟ ବିଜେଡି ଏବଂ କଂଗ୍ରେସରୁ…