Daily Archives

March 11, 2019

ଜନତାଙ୍କୁ ନବୀନ ପଚାରିଥିବା ପ୍ରଶ୍ନର ଉତ୍ତର ମିଳିବ ମେ’ ୨୩ରେ । ଓଡିଶାବାସୀ କହିବେ ସେମାନେ ନବୀନଙ୍କ ଉପରେ କେତେ…

କନକ ବ୍ୟୁରୋ : ଆପଣ ମାନେ ଖୁସି ତ  । ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି ନାରା ରାଜ୍ୟବାସୀଙ୍କ ନିକଟରେ ବେଶ ପପୁଲାର ହୋଇଥିଲା । ରାଜ୍ୟର ସବୁ ବର୍ଗର ବ୍ୟକ୍ତିଙ୍କ ମୁହଁରେ ନବୀନଙ୍କ ଏହି ନୂଆ ଡାଇଲଗ । ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ନବୀନ ଆରମ୍ଭ କରିଥିବା ଏହି ଡାଇଲଗ ଏତେ ଲୋକପ୍ରିୟ…

ଗଣତନ୍ତ୍ରର ପର୍ବରେ ନବକଳେବର । ପ୍ରାୟ ୭ଦଶନ୍ଧି ପରେ ଭାରତୀୟ ନିର୍ବଚନରେ ଲାଗୁ ହୋଇଥିବା ୮ ନିୟମ ସମ୍ପର୍କରେ ଜାଣନ୍ତୁ…

କନକ ବ୍ୟୁରୋ: ଭାରତରେ ପ୍ରଥମ ସାଧାରଣ ନିର୍ବାଚନ ୧୯୫୧ ମସିହାରେ  ହୋଇଥିଲା । ସେବେଠାରୁ ଭାରତୀୟ ନିର୍ବାଚନ ବ୍ୟବସ୍ଥା ପରିବର୍ତ୍ତନର ବିଭିନ୍ନ ଦିଗ ଦେଖି ସାରିଛି । ଆଜିର ଲୋକତନ୍ତ୍ର ସବୁଠାରୁ ବଡ଼ ଏବଂ ସଶକ୍ତ ହୋଇଥିବା ବେଳେ  ନିର୍ବାଚନ କମିସନର ନିର୍ବାଚନ ବ୍ୟବସ୍ଥାରେ ସେଭଳି ବିଭିନ୍ନ…

ନବୀନଙ୍କ ଚମ୍ପୁଆ ଚାଲ! ନବୀନ ନିବାସରେ ଚମ୍ପୁଆର ବାହୁବଳୀ ବିଧାୟକ ସନାତନ ମହାକୁଡ, ୧୯ ସମୀକରଣର ସମ୍ଭାବନା କଣ?

କନକ ବ୍ୟୁରୋ : ନିର୍ବାଚନ ପାଇଁ କାଉଣ୍ଟଡାଉନ ଆରମ୍ଭ ହେବା ସହ ନୂଆ ନୂଆ ସମୀକରଣ ସାମ୍ନାକୁ ଆସୁଛି । ନେତାଙ୍କ ଦଳଡିଆଁ ପର୍ବ ଆରମ୍ଭ ହୋଇଥିବା ବେଳେ ପ୍ରତ୍ୟେକ ରାଜନୈତିକ ଗତିବିଧି ଉପରେ ରାଜ୍ୟବାସୀଙ୍କର ରହିଛି ନଜର । ଏସବୁ ଭିତରେ କେଉଁଝର ଚମ୍ପୁଆର ସ୍ୱାଧୀନ ବିଧାୟକ ସନାତନ ମହାକୁଡଙ୍କୁ…

ଓଡ଼ିଶା ନିର୍ବାଚନର ଦକ୍ଷିଣ ମୋଡ଼, ନବୀନ ନିବାସରେ ନେତାଙ୍କ ଭିଡ଼ । କାହାକୁ ମିଳିବ ଟିକେଟ୍ ଛାତି ଧଡ଼ପଡ଼ ।

କନକ ବ୍ୟୁରୋ: ନବୀନ ନିବାସରେ ଦକ୍ଷିଣ ଓଡ଼ିଶାର ନେତାମାନଙ୍କ ମେଳି । ଦକ୍ଷିଣ ଓଡ଼ିଶାର ହେଭିୱେଟ୍ ନେତା ତଥା ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ, ମନ୍ତ୍ରୀ ବିକ୍ରମକେଶରୀ ଆରୁଖ, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲା ପର୍ଯ୍ୟବେକ୍ଷକ ସଂଜୟ ଦାସବର୍ମା, କୋରାପୁଟ ସାଂସଦ ଝିନ୍ନ ହିକକ୍କା, ବିଧାୟକ…

ପାକିସ୍ତାନ କ୍ଷତରେ ଲୁଣ ପକାଇଲା ଆଇସିସି । କହିଲା, ବିରାଟ ବାହିନୀକୁ ଭାରତୀୟ ସେନାର ଟୋପି ପିନ୍ଧିବାକୁ ଆମେ ଦେଇଥିଲୁ…

ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ମ୍ୟାଚରେ ଆର୍ମି ଟୋପି ପିନ୍ଧି ଭାରତୀୟ ଟିମ୍ ପଡିଆକୁ ଓହ୍ଲାଇଥିବା ବେଳେ ଏହାକୁ ନେଇ ଆଇସିସି ଆଗରେ ଫେରାଦ ହୋଇଥିଲା ପାକିସ୍ତାନ କ୍ରିକେଟ ବୋର୍ଡ । ତେବେ ପାକିସ୍ତାନକୁ ଏନେଇ କଡା ଜବାବ ଦେଇଛି ଆଇସିସି । ମ୍ୟାଚରେ ଭାରତୀୟ ସେନାର ଟୋପି ପିନ୍ଧିବା ପାଇଁ ଟିମ…