Daily Archives

March 10, 2019

ଦ୍ୱିତୀୟ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ଦେବେ ନିର୍ବାଚନ ପରୀକ୍ଷା! ପୁଣିଥରେ ହିଞ୍ଜିଳି ମୈଦାନରୁ ଦେବେ ରଣହୁଙ୍କାର…

କନକ ବ୍ୟୁରୋ : ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ରାଜ୍ୟରେ ମୋଟ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ଏପ୍ରିଲ ୧୧ରେ ପ୍ରଥମ ପର୍ଯ୍ୟାୟରେ ୪ଟି ଲୋକସଭା ଓ ୨୮ଟି ବିଧାନସଭା ଆସନ ପାଇଁ ହେବ ମତଦାନ । ସେହିଭଳି ଦ୍ୱିତୀୟ…

ନିର୍ବାଚନକୁ ଆଉ ମାତ୍ର ୩୦ ଦିନ । ଏପ୍ରିଲ ୧୧ରୁ ଆରମ୍ଭ ହେବ ମହାଲଢେଇ, ସିଂହାସନ ଦଖଲ ପାଇଁ ମୈଦାନକୁ ଓହ୍ଲାଇବେ ରଥୀ ଓ…

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଯୁଦ୍ଧ ପାଇଁ ତାରିଖ ଘୋଷଣା ହେବା ସହ ଆରମ୍ଭ ହୋଇଛି କାଉଣ୍ଟଡାଉନ । ଏପ୍ରିଲ ୧୧ରୁ ମେ’ ୧୯ । ପୂରା ଦେଶରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ନିର୍ବାଚନ ମୈଦାନରେ ହେବ ଘମାଘୋଟ ଲଢେଇ । ରାଜ୍ୟରେ ମଧ୍ୟ ଏହାର ଝଲକ ଦେଖିବାକୁ ମିଳିବ । ନିର୍ବାଚନ ତାରିଖ ଘୋଷଣା…

କେଉଁ ତାରିଖରେ ଆପଣଙ୍କୁ ମିଳିବ ଭୋଟ ଦେବାର ସୁଯୋଗ । ଜାଣନ୍ତୁ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହୋଇଥିବା…

କନକ ବ୍ୟୁରୋ :  ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ନିର୍ବାଚନ  ମହାଲଢେଇ ପାଇଁ  ଆରମ୍ଭ ହୋଇଛି କାଉଣ୍ଟ ଡାଉନ । ମୋଟ ୪ଟି ପର୍ଯ୍ୟାୟରେ ରାଜ୍ୟରେ ମତଦାନ ହେବାକୁ ଥିବା ବେଳେ ଏପ୍ରିଲ ୧୧ରୁ ଏହାର ଆରମ୍ଭ ହେବ । ଓଡିଶାରେ ଦକ୍ଷିଣରୁ ନିର୍ବାଚନ ଆରମ୍ଭ ହୋଇ ଉତ୍ତରରେ ଶେଷ ହେବ । ଆଉ ଏହାସହ…

ନିର୍ବାଚନ କମିଶନଙ୍କ ବଡ ପଦକ୍ଷେପ । ପ୍ରାର୍ଥୀଙ୍କ ନାଁରେ ଅପରାଧ ମାମଲା ଥିଲେ, ଟିଭି ଓ ଖବରକାଗଜରେ ନିଜେ ପ୍ରାର୍ଥୀ…

ରାଜନୀତିରୁ ଅପରାଧୀକରଣ ଦୂର କରିବାକୁ ଏଥର ନିର୍ବାଚନ କମିଶନ ନେଇଛନ୍ତି ବଡ ପଦକ୍ଷେପ । ଏଥର ପ୍ରାର୍ଥୀ ହେବାକୁ ଚିନ୍ତା କରିଥିବା ରାଜନେତାଙ୍କ ପାଇଁ ଏହି ଖବର ଜାଣିବାର ଆବଶ୍ୟକତା ବି ରହିଛି । କାରଣ ଏଥର ସମସ୍ତ ପ୍ରାର୍ଥୀ ନିଜ ନାଁରେ ଥିବା ଅପରାଧିକ ମାମଲାର ତଥ୍ୟ ଦେବା ବାଧ୍ୟତାମୂଳକ…

ଆସନ୍ତାକାଲିଠାରୁ ବିଜେଡିର ‘ହକ୍ ମାଗୁଛି ଓଡିଶା’ ଅଭିଯାନ । ଓଡିଶା ପ୍ରତି ହେଉଥିବା ଅବହେଳାକୁ ଲୋକଙ୍କ ପାଖରେ…

କନକ ବ୍ୟୁରୋ : ସାରା ଦେଶରେ ବିକାଶ କରିଥିବା କଥା କହି ବିଜେପି ଯେଉଁ ପରି ଭାବରେ ଡିଣ୍ଡିମ ପିଟୁଛି ଓ ସାଧାରଣ ଲୋକମାନଙ୍କୁ ଭୂୟାଁ ବୁଲାଇବା ସହ ରାଜ୍ୟବାସୀଙ୍କ ପାଇଁ ତାଙ୍କର କେତେ ଦରଦ ରହିଛିୁ ତାହା ରାଜ୍ୟବାସୀ ଭଲଭାବରେ ଜାଣିଛନ୍ତି । ପ୍ରତ୍ୟେକ ବର୍ଷ ରାଜ୍ୟ କେନ୍ଦ୍ରକୁ କୋଟି କୋଟି…

ଆପଣଙ୍କ ଅଞ୍ଚଳରେ କେଉଁ ତାରିଖରେ ନିର୍ବାଚନ । ଗୋଟିଏ କ୍ଲିକରେ ଜାଣନ୍ତୁ ପୂରା ତାଲିକା

କନକ ବ୍ୟୁରୋ : ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହ ରାଜନୈତିକ ଉଷ୍ମତା ବଢିଛି । ଏପ୍ରିଲ ୧୧ରୁ ନିର୍ବାଚନ ଫାଇଟ୍ ଆରମ୍ଭ ହୋଇ ମେ’୧୯ରେ ଶେଷ ହେବ । ମୋଟ ୭ଟି ପର୍ଯ୍ୟାୟରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟରେ ମୋଟ ୪ଟି ପର୍ଯ୍ୟାୟରେ ହେବ ନିର୍ବାଚନ ଯୁଦ୍ଧ ।…