Daily Archives

March 9, 2019

କଂଗ୍ରେସରେ ବାପା, ବିଜେଡିରେ ଝିଅ ! ଶଙ୍ଖ ଧରିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା…

କନକ ବ୍ୟୁରୋ : ବାପା କଂଗ୍ରେସରେ, ଝିଅ ବିଜେଡିରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନ କଂଗ୍ରେସର ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଥିବା ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନୀତା ବିଶ୍ୱାଳ, ଆଜି ବିଜେଡିରେ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ଏବଂ ବିକାଶ ଯୋଜନାରେ…

ମାଆ କୋଳକୁ ଫେରିଲା ପିଲା ! ପାଟଣାଗଡ ପିଲା ଚୋରି ଘଟଣାରେ ପୁଲିସକୁ ବଡ ସଫଳତା, ଉଦ୍ଧାର ହେଲା ୪ ଦିନର ଶିଶୁ, ୨…

କନକ ବ୍ୟୁରୋ : ପାଟଣାଗଡରେ ଚୋରି ହୋଇଥିବା ୪ଦିନର ଶିଶୁ ଶେଷରେ ଉଦ୍ଧାର ହେଲା । ନୂଆପଡା-କଳାହାଣ୍ଡି ସୀମାବର୍ତୀ ସିନ୍ଦେକେଲା ବୋରଡି ଅଂଚଳରୁ ଶିଶୁକୁ ଉଦ୍ଧାର କରିଛି ପୋଲିସ । ସିସିଟିଭି ଆଧାରରେ ତଦନ୍ତ କରି ଚୋରି କରିଥିବା ମହିଳାକୁ ପୋଲିସ ଗିରଫ କରିଛି । ତେବେ ହସ୍ପିଟାଲରୁ ଶିଶୁ ଚୋରି…

ଆସିକା ଲୋକସଭା ଆସନ ନେଇ ଛକାପଞ୍ଝା । ବିଜେପି-ବିଜେଡିକୁ ଟେନସନ୍ ମାଳମାଳ ଆଶାୟୀ, କ’ଣ କରିବ କଂଗ୍ରେସ? 

କନକ ବ୍ୟୁରୋ: ଏଥର କାହାର ହେବ ଆସିକା ଲୋକସଭା ଆସନ? ଏଭଳି କିଛି ପ୍ରଶ୍ନ ଏବେ ଆସିକା ସଂସଦୀୟ କ୍ଷେତ୍ରବାସୀଙ୍କ ମନକୁ ଉଙ୍କି ମାରୁଛି । ତେବେ ଗଞ୍ଜାମ ଜିଲ୍ଲାର ଆସିକା ସ˚ସଦୀୟ କ୍ଷେତ୍ରରୁ ଏକଦା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ପ୍ରତିନିଧିତ୍ବ କରୁଥିଲେ । ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ…

ପ୍ରତିବର୍ଷ ଏପ୍ରିଲ ଓ ସେପ୍ଟେମ୍ବର ପହିଲାରେ ମିଳିବ କାଳିଆ ଟଙ୍କା ! ନବୀନ କହିଲେ, ସାରା ଦେଶକୁ ବାଟ ଦେଖାଉଛି ‘କାଳିଆ…

କନକ ବ୍ୟୁରୋ : ଗରିବ ଓ ଚାଷୀଙ୍କ ପାଖରେ ସବୁ ବେଳେ ଠିଆ ହୋଇ ଆସିଛି ବିଜେଡି ସରକାର । ସେମାନଙ୍କ ବିକାଶ ପାଇଁ ସେ ସବୁ ବେଳେ ଉଦ୍ୟମ କରି ଆସିଛନ୍ତି । କନ୍ଧମାଳ ଗସ୍ତ ଅବସରରେ ଚାଷୀ ଓ ମିଶନ ଶକ୍ତି ମହିଳା ସମାବେଶରେ ଉଦବୋଧନ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ପାକିସ୍ତାନ ଉପରେ ବର୍ଷିଲା ଭାରତ । ବୈଦେଶିକ ମନ୍ତ୍ରାଳୟ କହିଲା, ନୂଆ ପାକିସ୍ତାନ କଥା କହୁଛି, ହେଲେ ଆତଙ୍କବାଦୀଙ୍କୁ…

କନକ ବ୍ୟୁରୋ: ଆତଙ୍କବାଦ ବିରୋଧରେ ଭାରତ ଦେଇଥିବା ତଥ୍ୟ ଆଧାରରେ କୌଣସି ପଦକ୍ଷେପ ନେଇନି ଇସଲାମାବାଦ । ସାମ୍ବାଦିକ ସମ୍ମିଳନୀ କରି ଆଜି ପାକିସ୍ତାନକୁ ଘେରିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ଆତଙ୍କବାଦ ବିରୁଦ୍ଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେବା କହୁଥିବା ବେଳେ ଏହା ସତ୍ୟ ନୁହଁ ବୋଲି…

ଛାଡ଼ିଗଲା ହିରୋ ଗିରି। ଥାନାରେ ସିଲଟ ଧରିଲେ ନେତା। ସହିଦନଗର ଥାନା ଆକ୍ରମଣ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କ ହାତରେ ପୋଲିସ…

କନକ ବ୍ୟୁରୋ: ଭୁବନେଶ୍ୱର ସହିଦନଗର ଥାନାରେ ପଶି ପୁଲିସକୁ ମାଡ ମାରି ଲହୁଲୁହାଣ କରିବା ସହ ଥାନାରେ ଭଙ୍ଗାରୁଜା କରିବା ଭଳି ସଂଗୀନ କାଣ୍ଡ ଘଟାଇଥିବା ଅଭିଯୁକ୍ତକୁ ବାନ୍ଧିଛି କମିଶନରେଟ୍ ପୋଲିସ । ଅଭିଯୁକ୍ତକୁ ଧରିବା ପାଇଁ କୋଲକାତାରୁ ଆନ୍ଧ୍ର ପର୍ଯ୍ୟନ୍ତ ବୁଲି ବୁଲି ନୟାନ୍ତ ହୋଇଥିଲା…