Daily Archives

March 9, 2019

ରାଜନୈତିକ ଦଳମାନଙ୍କୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ! କହିଲେ, ନିର୍ବାଚନ ପ୍ରଚାର ବେଳେ ବ୍ୟବହାର କରନାହିଁ ସୈନିକଙ୍କ…

ଭାରତର ନିର୍ବାଚନ କମିସନ ରାଜନୈତିକ ଦଳମାନଙ୍କୁ ଶନିବାର ନିର୍ଦ୍ଦେଶ ଦେଇଛନ୍ତି ଯେ, ସେମାନେ ପ୍ରଚାର ସମୟରେ ସୈନିକଙ୍କ ଫଟୋ ବ୍ୟବହାର ନ କରନ୍ତୁ। ନିର୍ବାଚନ ଆୟୋଗ ଖୁବ କମ୍ ଦିନ ମଧ୍ୟରେ ଆଗାମୀ ଲୋକସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ଏପ୍ରିଲ ଏବଂ ମେ’ ମାସ ମଧ୍ୟରେ ୭-୮ ପର୍ଯ୍ୟାୟରେ…

ସୁସ୍ଥ ହୋଇ ମୁମ୍ବାଇ ଫେରିଲେ ବଲିଉଡ୍ ଅଭିନେତା ଇରଫାନ୍ ଖାନ ! କର୍କଟ ରୋଗରେ ପୀଡିତ ହୋଇ ଲଣ୍ଡନରେ ହେଉଥିଲେ ଚିକିତ୍ସିତ…

ବଲିଉଡ୍ ଅଭିନେତା ଇରଫାନ୍ ଖାନ୍ କିଛି ମାସ ତଳେ ନିଜ କର୍କଟ ରୋଗ ବିଷୟରେ ସୋସିଆଲ ମିଡିଆ ଜରିଆରେ ସମସ୍ତଙ୍କୁ ଜଣାଇଥିଲେ । ଏହି ଖବର ଆସିବା ପରେ ତାଙ୍କ ପ୍ରଶଂସକମାନେ ଇରଫାନଙ୍କ ଆରୋଗ୍ୟ କାମନାରେ ଲାଗି ପଡ଼ିଥିଲେ । ଏବେ ଇରଫାନଙ୍କ ପ୍ରଶଂସକମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି ।…

ମାସୁଦ୍ ଆଜହରକୁ ମାଫି ମନା !  ମାସୁଦକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ପୁଣି ଥରେ ଅନୁରୋଧ କରିବ ଭାରତ ! 

କନକ ବ୍ୟୁରୋ : ମାସୁଦ୍ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ପାଇଁ ପୁଣିଥରେ ଅନୁରୋଧ କରିବ ଭାରତ  । ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବିଶ କୁମାର କହିଛନ୍ତି ଜୈସେ ଟ୍ରେନିଂ କ୍ୟାମ୍ପ ସମ୍ପର୍କରେ ଜାତିସଂଘ ସୁରକ୍ଷା ପରିଷଦର ସମସ୍ତ ୧୫ଟି ଦେଶ ଜାଣନ୍ତି  । ଏ ନେଇ ମାସୁଦ ଆଝାରକୁ ଆମେରିକା,…

ନବନିଯୁକ୍ତ ୧୫୬୦ ଡାକ୍ତରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ! ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନାକୁ ଉପଯୋଗ କରିବାକୁ…

କନକ ବ୍ୟୁରୋ : ନବନିଯୁକ୍ତ ୧୫୬୦ ଡାକ୍ତରଙ୍କୁ ସମ୍ବର୍ଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଚିବାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ସେମାନଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଧିତ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଚାକିରି ସମୟରେ ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା…

ମୁକେଶ ଅମ୍ବାନିଙ୍କ ଘରେ ହସଖୁସିର ମାହୋଲ ! ବନ୍ଧୁ ଶ୍ଳୋକା ମେହେଟ୍ଟାଙ୍କ ହାତ ଧରିଲେ ଆକାଶ ଅମ୍ବାନୀ, ବଲିଉଡ୍…

କନକ ବ୍ୟୁରୋ : ଦେଶର ସବୁଠୁ ବଡ଼ ବାହାଘର । ପୁଅ ଆକାଶ ଅମ୍ବାନିଙ୍କ ବାହାଘରକୁ ନେଇ ଆଜି ଦେଶର ସବୁଠୁ ଧନୀ ଅମ୍ବାନି ପରିବାରରେ ହସଖୁସିର ମାହୋଲ୍ । ଦେଶର ସବୁଠୁ ବଡ଼ ଶିଳ୍ପପତି ମୁକେଶ ଅମ୍ବାନିଙ୍କ ପୁଅ ଆକାଶ ଜଣାଶୁଣା ହୀରା ବ୍ୟବସାୟୀ ରସେଲ୍ ମେହେଟ୍ଟାଙ୍କ ଝିଅ ଶ୍ଳୋକାଙ୍କୁ ନିଜ ଜୀବନସାଥୀ…