Daily Archives

March 8, 2019

ଅଷ୍ଟ୍ରେଲିଆ ବିପକ୍ଷ ଶେଷ ୨ଟି ଦିନିକିଆ ପାଇଁ ଦଳ ଘୋଷଣା । ଧୋନୀଙ୍କୁ ବିଶ୍ରାମ, ପନ୍ତ ସାମିଲ

କନକ ବ୍ୟୁରୋ : ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆ ଠାରୁ ୩୨ ରନରେ ବିରାଟ ବାହିନୀ ପରାସ୍ତ ହେବା ପରେ ଆଗାମୀ ୨ଟି ଦିନିକିଆ ମ୍ୟାଚ୍ ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ତେବେ ଦଳରେ ଗୋଟିଏ ପରିବର୍ତ୍ତନ କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର । ଧୋନିଙ୍କୁ ଆଗାମୀ ଦୁଇଟି…

ମାଟିରେ ମିଶିଲା ମହାଠକ ନିରବ ମୋଦିଙ୍କ ୧୦୦ କୋଟିର ଆଲିଶାନ୍ ବଙ୍ଗଳା । ମାତ୍ର ୫ ସେକେଣ୍ଡରେ ହେଲା ଧୂଳିସାତ୍, ଦେଖନ୍ତୁ…

କନକ ବ୍ୟୁରୋ : ମାଟିରେ ମିଶିଲା ମହାଠକ ନୀରବ ମୋଦିଙ୍କ ୧୦୦ କୋଟି ଟଙ୍କାର ଆଲିବାଗ୍ ବଙ୍ଗଳା । ୫ ସେକେଣ୍ଡରେ ଧୂଳିସାତ୍ ହେଲା ୩୦ ହଜାର ସ୍କୋୟାର ଫୁଟର ବିଶାଲ ବିଲଡିଂ । ନାଭି ମୁମ୍ୱାଇର ଖିମଜୀ ବିଚରେ ଏହି ବିଲଡିଂକୁ ବେଆଇନ୍ ଭାବେ ନିର୍ମାଣ କରାଯାଇଥିଲା । ଯାହାକୁ ୧୦୦ କିଲୋ ବିସ୍ଫୋଟକ…

କ୍ୟାପିଟାଲ ହସ୍ପିଟାଲରେ ଖୋଲିଲା କର୍କଟ ବିଭାଗ ! ଏଣିକି ମାଗଣାରେ ଚିକିତ୍ସିତ ହେବେ ରୋଗୀ । 

କନକ ବ୍ୟୁରୋ: କ୍ୟାପିଟାଲ ହସପିଟାଲରେ ଖୋଲିଲା କର୍କଟ ବିଭାଗ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ଏହି ନୂତନ ବିଭାଗର ଉଦଘାଟନ କରିଛନ୍ତି । ପ୍ରକାଶ ଥାଉକି କର୍କଟ ରାଜ୍ୟରେ ୨୦୧୬ ମସିହାରୁ କମ୍ପ୍ରେହେନସିଭ୍ କ୍ୟାନସର କେୟାର କାର‌୍ୟ୍ୟକ୍ରମ…

ସାଢେ ୩ ବର୍ଷ ହେଲା ଦେଖାନଥିଲା, ନିର୍ବାଚନ ବେଳେ  ମନେପଡିଲା । ରାହୁଲଙ୍କ ସମାଲୋଚନାର କଡା ଜବାବ ଦେଲା ବିଜେଡି,…

କନକ ବ୍ୟୁରୋ :  ଜୟପୁର ଗସ୍ତରେ ଆସି କଂଗ୍ରେସ  ଅଧ୍ୟକ୍ଷ ରାହୁଲ ଗାନ୍ଧି ପରିବର୍ତ୍ତନ ସଂକଳ୍ପ ସମାବେଶରେ ଯୋଗ ଦେଇ ନବୀନ ସରକାରଙ୍କୁ ଟାର୍ଗେଟ କରିବା ସହ ରାଜ୍ୟବାସୀଙ୍କ ମନ ଜିଣିବା ପାଇଁ ସୁନେଲୀ ସ୍ୱପ୍ନ ଦେଖାଇବାକୁ ଭୁଲିନାହାନ୍ତି । ଖାସକରି ମହିଳା ମାନଙ୍କୁ ସୁରକ୍ଷା ଦେବାରେ ନବୀନ…

କୁଆଡେ ମନ ବଳାଇବେ ମହିଳା ଭୋଟର? ରାହୁଲଙ୍କ ପ୍ରତିଶୃତି ବନାମ ନବୀନଙ୍କ ଘୋଷଣା

କନକ ବ୍ୟୁରୋ : ରାଜ୍ୟରେ ଏବେ ନିର୍ବାଚନ ଝାଞ୍ଜି ପବନ ବହିବା ଆରମ୍ଭ ହେଲାଣି । ନିର୍ବାଚନ ଘୋଷଣାକୁ ଆଉ ମାତ୍ର ଦିନ କେଇଟା ବାକି ଥିବା ବେଳେ ରାଜ୍ୟର ୩ ପ୍ରମୁଖ ଦଳ ମୈଦାନକୁ ଓହ୍ଲାଇବାକୁ ଶେଷ ପ୍ରସ୍ତୁତି ଚଳାଇଛନ୍ତି । ୩ ପ୍ରମୁଖ ଦଳର ଦଳପତି ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ କରି କର୍ମୀଙ୍କ…