Daily Archives

March 7, 2019

ବୈଜୟନ୍ତଙ୍କ ଭୂତ କମ୍ପାନିକୁ ନେଇ ଭୁପେନ୍ଦ୍ର ସିଂହ ପଟେଲଙ୍କ ପ୍ରଶ୍ନ । କହିଲେ ବାହମାସ ଲିଙ୍କର ତଦନ୍ତ କେବେ, ଟିକସ…

କନକ ବ୍ୟୁରୋ : ପୂର୍ବତନ ସାଂସଦ ଓ ଶିଳ୍ପପତି ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ମନିଂ ଲଣ୍ଡରିଂ ଅଭିଯୋଗ ଆଣିଥିବା ସୂଚନା ଅଧିକାର କର୍ମୀ ତଥା ଅନୁସନ୍ଧାନକାରୀ ସାମ୍ବାଦିକ ଭୁପେନ୍ଦ୍ର ସିଂହ ପଟେଲ ଗୁରୁବାର ଭୁବନେଶ୍ୱରରେ ଏକ ପ୍ରେସମିଟ୍ କରିଛନ୍ତି । ପଟେଲ ଅଭିଯୋଗ କରିଛନ୍ତି ପୂର୍ବତନ ସାଂସଦ…

ବିଡିଏ ଅଧ୍ୟକ୍ଷ ପଦ ପାଇ ବିଜେଡି ବିଧାୟକ ପ୍ରାର୍ଥୀ ଟିକେଟ ରେସରୁ ବାଦ୍ ପଡିଲେ କି ପୂର୍ବତନ ମେୟର ଅନନ୍ତ ନାରାୟଣ…

କନକ ବ୍ୟୁରୋ : ବିଜେଡି ବିଧାୟକ ପ୍ରାର୍ଥୀ ଟିକେଟ ରେସରୁ କଟିଲେ କି ପୂର୍ବତନ ମେୟର ଅନନ୍ତ ନାରାୟର ଜେନା? ଏଭଳି ଏକ ଚର୍ଚ୍ଚା ସେତେବେଳେ ଜୋର ଧରିଛି ଯେତେବେଳେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷର ମୁଖିଆ ଦାୟିତ୍ୱ ଅନନ୍ତଙ୍କ ହାତରେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ନୂଆ…

ଅଭିନନ୍ଦନଙ୍କ ବୀରତ୍ୱର କାହାଣୀ ! ଜାଣନ୍ତୁ ଭାରତୀୟ ବାୟୁସୀମାରେ କେମିତି ଚାଲିଥିଲା ଘମାଘୋଟ୍ ଲଢେଇ, କେମିତି…

କନକ ବ୍ୟୁରୋ : ଫେବ୍ରୁଆରୀ ୨୭ ତାରିଖରେ ପାକିସ୍ତାନୀ ଯୁଦ୍ଧ ବିମାନ ଆକ୍ରମଣକୁ ନେଇ ନୂଆ ନୂଆ ତଥ୍ୟ ସବୁ ସାମ୍ନାକୁ ଆସିବାରେ ଲାଗିଛି । ଭାରତୀୟ ସାମରିକ ପ୍ରତିଷ୍ଠାନ ଉପରକୁ ରକେଟ୍ ମାଡ କରିବା ଲାଗି ଆସିଥିବା ପାକିସ୍ତାନୀ ବିମାନକୁ କେମିତି ତଡିଦେଲା ଭାରତ? ଆମେରିକାଠାରୁ ପାକିସ୍ତାନ ଉଧାର…

ଦେବଗଡରେ ଦଳ ନା ପ୍ରାର୍ଥୀ ପାଇବେ ପ୍ରାଥମିକତା ! ଦୁଇ ଦଶନ୍ଧି ହେଲା ନେତା ବଦଳାଉଛନ୍ତି ଜନତା

କନକ ବ୍ୟୁରୋ : ଦେବଗଡରେ ହେବ ଦମଦାର ଲଢେଇ । ପ୍ରତିଥର ବିଧାୟକ ବଦଳାଉଥିବା ଦେବ ଏଥର କାହାକୁ ବାଛିବେ ତାହାକୁ ନେଇ ରାଜନୈତିକ ମହଲରେ ଉତ୍କଣ୍ଠା ଲାଗି ରହିଛି । କିଏ ଦେବଗଡବାସୀଙ୍କ ଦିଲ୍ ଜିତି ପାରିବ ତାହା ସବୁଠୁ ବଡ ପ୍ରଶ୍ନ ଭାବେ ଉଭା ହୋଇଛି । କାରଣ ପୂର୍ବ ନିବାର୍ଚନ ଗୁଡିକର ଫଳାଫଳ ଯଦି…

କାଲି ତୃତୀୟ ଦିନିକିଆ ! ସିରିଜ ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ, ଅଷ୍ଟ୍ରେଲିଆ ପାଇଁ ‘କର ବା ମର’ ସ୍ଥିତି ।

କନକ ବ୍ୟୁରୋ : ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ତୃତୀୟ ଦିନିକିଆ ଲଢେଇ । ୫ ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି । କାଲିର ମ୍ୟାଚ୍ ଭାରତ ଜିତିଲେ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ହାତେଇବ ଦଳ । ସେହିପରି ପ୍ରଥମ ଦୁଇଟି ଦିନିକିଆରେ ପରାଜୟ ସାମ୍ନା…