Daily Archives

March 6, 2019

୮ ବର୍ଷର ଶିଶୁ କନ୍ୟା ପେଟରୁ ବାହାରିଲା ଦେଢ କିଲୋଗ୍ରାମର କେଶ ପିଣ୍ଡୁଳା । ଡାକ୍ତର ବି ହୋଇଗଲେ ତାଜୁକ୍ ।

ଚୀନରେ ବସବାସ କରୁଥିବା ଜଣେ ନାବାଳିକା ପେଟରୁ ଦେଢ କିଲୋଗ୍ରାମର କେଶ ପିଣ୍ଡୁଳା ବାହାରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ନାବାଳିକା ପେଟରେ ଅସହ୍ୟ ଯନ୍ତ୍ରଣା ହେବାରୁ ତାକୁ ହସ୍ପିଟାଲ୍ ଅଣାଯାଇଥିଲା। ସେଠାରେ ଡାକ୍ତର ନାବାଳିକାର ସିଟିସ୍କାନ କରିଥିଲେ। ଏହି ରିପୋର୍ଟରୁ ଶିଶୁର ପେଟରେ…

ରାଜଗାଙ୍ଗପୁର ରାଜଗାଦିରେ ବସିବ କିଏ ? ଆପଣଙ୍କ ମତରେ କାହାକୁ ମିଳିବ ଟିକେଟ ଓ କିଏ ମାରିବ ବାଜି ?

କନକ ବ୍ୟୁରୋ : ଉଷ୍ମ ହେଉଛି ରାଜଗାଙ୍ଗପୁର ରାଜନୀତି । ଗୋଟିଏ ପଟେ ବିଜେଡି ପୁଣିଥରେ ଏହି ଆସନ ଦଖଲ କରିବାକୁ ଅଙ୍କ କଷୁଥିବା ବେଳେ କଂଗ୍ରେସ ୫ ବର୍ଷର ବନବାସ ପରେ ନିଜ ଗଡକୁ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛି । ସେହିଭଳି ବିଜେପି ଏଠାରେ ଗେରୁଆ ବାନା ଉଡାଇବାକୁ ତୃଣମୂଳସ୍ତରରୁ ଉଦ୍ୟମ…

କଡ ଲେଉଟାଇବ କି କେନ୍ଦ୍ରାପଡା ରାଜନୀତି? ଇତିହାସ କହୁଛି ଅଣ କଂଗ୍ରେସ ଓ ଅଣ ବିଜେପିର ଗଡ ଏହି ଆସନ । ୨୦୧୯ରେ କିଏ…

କନକ ବ୍ୟୁରୋ : ଅଣ କଂଗ୍ରେସ ଓ ଅଣ ବିଜେପି ରାଜନୀତିର ଗଡ ହୋଇ ରହିଛି କେନ୍ଦ୍ରାପଡା । ଗତ ୬ ଦଶନ୍ଧିର ରାଜନୀତିରେ ନା ଏଠି ସର୍ବ ପୁରାତନ ରାଜନୈତିକ ଦଳର ବିଜୟ ଧ୍ୱଜା ଉଡିଛି ନା ଏହି ଅଂଚଳ ଗେରୁଆ ରଙ୍ଗରେ ରଙ୍ଗେଇ ହୋଇଛି । ହେଲେ ପରିବର୍ତ୍ତିତ ସ୍ଥିତିରେ ବଦଳିଥିବା ରାଜନୈତିକ ସମୀକରଣରେ…

ଗେରୁଆ ରଙ୍ଗରେ ରଙ୍ଗେଇ ଗଲେ ବୈଜୟନ୍ତ । ସୁରକ୍ଷିତ ଶିବିର ଉଦ୍ଦେଶ୍ୟ ନା ରାଜନୀତିରେ ଓଲଟପାଲଟ କରିବାକୁ ରଣନୀତି?

ରାଜନୀତିର ଚର୍ଚ୍ଚିତ ଚେହେରା ବୈଜୟନ୍ତ ପଣ୍ଡା । ବିଜେପିରେ ମିଶିବା ପରେ ରାଜ୍ୟ ରାଜନୀତିରେ ସ୍ଥିତିକୁ ନେଇ ଆରମ୍ଭ ହୋଇଛି ସମୀକ୍ଷା । ଆଉ ଏହାରି ଭିତରେ ଅତୀତର କିଛି ପୃଷ୍ଠା ଓଲଟା ଯାଉଛି, ଯାହା ରୋଚକ ସ୍ଥିତିକୁ ସାମ୍ନାକୁ ଅଣାଯାଉଛି । ଚଳିତବର୍ଷ ଆରମ୍ଭରୁ ଜାତୀୟ ଗଣମାଧ୍ୟମ ଇଣ୍ଡିଆନ…

କଣ କରିବେ ବିଜୟ-ଦିଲ୍ଲୀପ? ସମ୍ଭାବନା ଅନେକ, ହେଲେ ମିଳୁନି ଗ୍ରୀନ ସିଗନାଲ । ୨୦୧୯ ଦୃଶ୍ୟପଟ୍ଟରେ ଫରକ ପକାଇବକି…

କନକ ବ୍ୟୁରୋ : ବିଜେପିକୁ ବାଏବାଏ କରିଥିବା ଦିଲ୍ଲୀପ ଓ ବିଜୟଙ୍କ କ’ଣ ହେବ ଆଗାମୀ ରଣନୀତି? ପୁଣି ବିଜେଡିକୁ ଫେରିବେ କି ଦୁଇ ବରିଷ୍ଠ ନେତା? ବିଜୁ ଜନତା ଦଳ ଗଠନରେ ପ୍ରମୁଖ ଭୂମିକା ନିଭାଇଥିବା ଏହି ଦୁଇ ତୁଙ୍ଗ ନେତାଙ୍କୁ ନେଇ ରାଜ୍ୟ ରାଜନୀତିରେ କିଛି ଏହିଭଳି ସମ୍ଭାବନା ଚାରିପାଖେ…