ଛାଡିଗଲା ହିରୋଗିରି, ପୋଲିସକୁ ମାଡ ମାରି ସିଲଟ୍ ଧରିଲେ ଆକ୍ରମଣକାରୀ । ଲାଗିଲା ସଙ୍ଗୀନ ଅଭିଯୋଗ
କନକ ବ୍ୟୁରୋ : ଛାଡିଗଲା ହିରୋଗିରି । କ୍ୟାମେରା ଆଗରେ ଆକ୍ରମଣକାରୀ ଧରିଲେ ସିଲଟ । ସହିଦନଗର ଥାନାରେ ପଶି ପୋଲିସକୁ ମାଡ ମାରିବା ଘଟଣାରେ ପୋଲିସ ୨ ଅଭିଯୁକ୍ତଙ୍କୁ ଗିରଫ ପରେ ସିଲଟ ଧରାଇଛି । ପ୍ରଥମଥର ପାଇଁ କମିଶନରେଟ ପୋଲିସ ଅଭିଯୁକ୍ତଙ୍କୁ ସିଲଟ ଧରାଇ କ୍ୟାମେରା ସାମନାକୁ ଆଣିଛି ।…