Daily Archives

March 4, 2019

ପ୍ରତିପକ୍ଷଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍! ଏୟାରଷ୍ଟ୍ରାଇକର ପ୍ରମାଣ ମାଗି ପରାକ୍ରମୀ ଯବାନଙ୍କ ମନୋବଳକୁ ଦୁର୍ବଳ…

କନକ ବ୍ୟୁରୋ : ସୀମାରେ ଉତେଜନା ଯେତିକିି ବଢ଼ିଚାଲିଛି, ସେତିକି ଉଷୁମ ହୋଇଛି ଦେଶର ରାଜନୈତିକ ବାତାବରଣ । ଗୋଟିଏ ପଟେ ସର୍ଜିକାଲ ଷ୍ଟ୍ରାଇକର ସଫଳତା ବଖାଣି ଭୋଟରଙ୍କୁ ଆକର୍ଷିତ କରିବାକୁ ଚାହୁଁଛି ଶାସକ ଦଳ, ଅନ୍ୟପଟେ ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗି ସରକାରଙ୍କୁ ଘେରୁଛି ବିରୋଧୀ । ତେବେ…

ରେଳବାଇ ବିଭାଜନକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିରୋଧରେ ଅର୍ଥନୈତିକ ଅବରୋଧର…

କନକ ବ୍ୟୁରୋ : ପୂର୍ବତଟ ରେଳବାଇର ବିଭାଜନକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି । ଦକ୍ଷିଣତଟ ରେଳବାଇ ଗଠନ ପାଇଁ ଓଡ଼ିଶାର ପ୍ରମୁଖ ଅଂଚଳକୁ ଅଲଗା କରିବା ନିଷ୍ପତିକୁ ବିରୋଧ କରିଛି ବିଜୁ ଜନତା ଦଳ । ଆଜି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ଓଡ଼ିଶା ଗସ୍ତରେ ଥିବା ବେଳେ କେନ୍ଦ୍ର ସରକାରଙ୍କ ଏହି…

ବାମଦଳର ବଣାଇଁ ଗଡ ଉପରେ ବିଜେଡିର ଆଖି । ୨୦୦୯ର ସଫଳତା ୧୯ରେ ଦୋହରାଇବାକୁ ବିଜେପିର ରଣନୀତି, ମେଣ୍ଟ ଭରସାରେ କଂଗ୍ରେସ…

କନକ ବ୍ୟୁରୋ : ଏକଦା ଭାରତୀୟ ଜନତା ପାର୍ଟି (ବିଜେପି)ର ଗଡ଼ ବୋଲି କୁହାଯାଉଥିବା ସୁନ୍ଦରଗଡ଼ ଜିଲ୍ଲାର ବଣାଇଁ ବିଧାନସଭା କ୍ଷେତ୍ର ଏବେ କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ) କବଜାରେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ଘରୋଇ ଅଞ୍ଚଳ ବଣାଇଁରୁ ଗତ…

ରାତି ଅଧରେ ଥାନା ଭିତରେ ଲଙ୍କାକାଣ୍ଡ ! ରାଜଧାନୀରେ ପୋଲିସକୁ ଗୋଡାଇ ଗୋଡାଇ ମାରିଲେ ଦୁବୃର୍ତ୍ତ, ୪ ପୋଲିସ କର୍ମୀ ଆହତ…

କନକ ବ୍ୟୁରୋ : ରାତି ଅଧରେ ସହିଦ ନଗର ଥାନାରେ ଲଙ୍କାକାଣ୍ଡ । ପୋଲିସ ହେପାଜତରେ ଥିବା ଅଭିଯୁକ୍ତଙ୍କୁ ଆକ୍ରମଣରୁ ବଂଚାଇବାକୁ ଯାଇ ଦୁବୃର୍ତଙ୍କ ଆକ୍ରମଣର ଶିକାର ହେଲେ ପୋଲିସ । ଘଟଣା ଏପରି ସ୍ତରକୁ ଯାଇଥିଲା ଯେ ମାରପିଟରେ ଲହୁଲୁହାଣ ହୋଇଥିଲା ପୋଲିସ । ପୋଲିସ କମିଶନର କହିଛନ୍ତି ଏପରି…

ରାହୁଲ ଗାନ୍ଧିଙ୍କ ବରଗଡ ଗସ୍ତ ବାତିଲ ! କୋରାପୁଟ ମହିଳା ସମାବେଶରେ ଯୋଗ ଦେବେ କଂଗ୍ରେସ ଅଧ୍ୟକ୍ଷ ।

କନକ ବ୍ୟୁରୋ : ଆସନ୍ତା ମାର୍ଚ୍ଚ ମାସ ୮ ତାରିଖରେ ଓଡିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ତେବେ ଏଦି ଦିନ ସେ ବରଗଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଥିଲା । ରାହୁଲଙ୍କ ବରଗଡ ଗସ୍ତକୁ ବାତିଲ କରାଯାଇଥିବା ସୂଚନା ମିଳିଛି । ସେପଟେ ଆସନ୍ତା ୮ ତାରିଖରେ ରାହୁଲ ଗାନ୍ଧି କୋରାପୁଟ…

ତଳସରାରେ କାହାର ହେବ ରାଜତିଳକ? କଂଗ୍ରେସର ଅଭେଦ୍ୟ ଦୁର୍ଗ ଭେଦ କରିବାକୁ ବିଜେଡିରୁ କିଏ , ପଞ୍ଚାୟତ ନିର୍ବାଚନର ସଫଳତା…

କନକ ବ୍ୟୁରୋ : କଂଗ୍ରେସର ଗଡ କୁହାଯାଉଥିବା ତଳସରା ନିର୍ବାଚନମଣ୍ଡଳୀରେ ଚଳିତ ଥର ବିଗ୍ ଫାଇଟ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଖାସକରି ଗତ ଅଢେଇ ଦଶନ୍ଧି ଧରି ଏହି ଆସନ କଂଗ୍ରେସ କବଜାରେ ରହି ଆସିଛି । ବିଜେଡି ଗଠନ ପରଠାରୁ ଦଳ ଏଠାରେ ବିଜୟର ବାସ୍ନା ପାଇନାହିଁ । ଅନ୍ୟପଟେ…