Daily Archives

March 4, 2019

ମାଲକାନଗିରି ମାଟ୍ରିକ୍ ଖାତା ହଜିବା ଘଟଣାରେ ବଢୁଛି ସସପେନ୍ସ ! ପତା ମିଳୁନି କୁଆଡେ ଗଲା ଉତ୍ତର ଖାତା, କ’ଣ ହେବ…

କନକ ବ୍ୟୁରୋ : ଶନିବାର ପିଲା ପରୀକ୍ଷା ଦେଇଥିଲେ, ସୋମବାର ହୋଇଗଲା, ହେଲେ ମିଳୁନି ଓଏମଆର୍ ଉତ୍ତର ଖାତା । ମାଲକାନଗିରି ଜିଲ୍ଲା ପଡିଆ ଏସଏସଡି ସ୍କୁଲରୁ ମାଟ୍ରିକ ଉତ୍ତର ଖାତା ଗାଏବ ଘଟଣା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି । ପଡିଆ ବ୍ଲକ ଶିକ୍ଷା ଅଧିକାରୀଙ୍କ ଲିଖିତ ଅଭିଯୋଗକୁ ଆଧାର କରି…

ବିଜେପି ଡଙ୍ଗାରେ ବସିଲେ ବୈଜୟନ୍ତ? ବିକଳ୍ପ ରାଜନୀତିର ପରିକଳ୍ପନା କରୁଥିବା ଭେଟରାନ ନେତାଙ୍କର କଣ ହେବ ଭବିଷ୍ୟତ ।

କନକ ବ୍ୟୁରୋ : ବିଜେପି ଡଙ୍ଗାରେ ବୈଜୟନ୍ତ ବସିବା ପରେ ପଦ୍ମ ଶିବିର ଉତ୍ସାହିତ ହୋଇପଡିଛି । ବିଜେପିର ମିଶନ ୧୨୦କୁ ବୈଜୟନ୍ତ ବଳ ଯୋଗାଇବେ ବୋଲି ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଗତ କିଛିଦିନ ହେବ ବୈଜୟନ୍ତଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଜୋରଦାର ଆଲୋଚନା ହେଉଥିଲା । ଏପରିକି ବୈଜୟନ୍ତ କେଉଁ…

ୱିଙ୍ଗ କମାଣ୍ଡରଙ୍କ ଦେହରେ ଲାଗିବ ଡେଣା ! ଖୁବଶୀଘ୍ର ଲଢୁଆ ବିମାନ ମିଗ-୨୧ ବାଇସନ ଧରି ଆକାଶରେ ଉଡିବେ ଅଭିନନ୍ଦନ ।

କନକ ବ୍ୟୁରୋ : ପାକିସ୍ତାନରୁ ଫେରିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ, ସଂପୂର୍ଣ୍ଣ ଫିଟ୍ ହେବା ପରେ କକପିଟକୁ ଫେରିବେ ବୋଲି କହିଛନ୍ତି ବାୟୁସେନା ମୁଖ୍ୟ । ଆଜି ସାମ୍ବାଦିକ ସମ୍ମିଳନୀରେ ବିଏସ୍ ଧନୱା କହିଛନ୍ତି, ତାଙ୍କ ମେରୁଦଣ୍ଡରେ ଆଘାତ ଲାଗିଛି, ତେଣୁ ସୁସ୍ଥ ହେବା ପରେ ସେ,…

ଶ୍ରୀଲିଙ୍ଗରାଜଙ୍କ ପୀଠରେ ଉଠିଲା ମହାଦୀପ । ଶିବ ଧ୍ୱନିରେ ପ୍ରକମ୍ପିତ ହେଲା ଏକାମ୍ର କ୍ଷେତ୍ର, ନିର୍ଦ୍ଧାରିତ ସମୟ…

କନକ ବ୍ୟୁରୋ : ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ଉଠିଲା ମହାଦୀପ । ଶ୍ରୀଲିଙ୍ଗରାଜଙ୍କ ବେଢା ପରିକ୍ରମା କରିବା ପରେ ମହାଦୀପ ଉଠିଛି । ନୀତିକ୍ରାନ୍ତି ସୁରୁଖୁରୁରେ ଶେଷ ହୋଇଥିବାରୁ ନିର୍ଦ୍ଧାରିତ ସମୟ ଅନେକ ପୂର୍ବରୁ ମହାପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ମହାଦୀପ ଉଠିଛି । ମହାଦୀପର ଏହି ପବିତ୍ର…

କନେକ୍ସନ୍ ୨୦୧୯ : ଏକାଠି ହେଲେ ଆଇଆଇଏମସି ପୂର୍ବତନ ଛାତ୍ର ସଂଗଠନର ସଦସ୍ୟ, ଏଣିକି ଓଡ଼ିଶା ଚ୍ୟାପ୍ଟର ସଫଳ…

କନକ ବ୍ୟୁରୋ : ଭାରତୀୟ ଜନ ସଂଚାର ସଂସ୍ଥାନର ପୂର୍ବତନ ଛାତ୍ର ସଂଗଠନ ପକ୍ଷରୁ ଓଡ଼ିଶା ଚ୍ୟାପ୍ଟରର ବାର୍ଷିକ ଉତ୍ସବ କନେକ୍ସନ ୨୦୧୯ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇଛି । ଚଳିତବର୍ଷର ବାର୍ଷିକ ଉତ୍ସବରେ ଶତାଧିକ ପୂର୍ବତନ ଛାତ୍ରଛାତ୍ରୀ ଯୋଗ ଦେଇ ସଂଗଠନର ଭବିଷ୍ୟତ କାର୍ଯ୍ୟପନ୍ଥା ସଂପର୍କରେ…