Daily Archives

March 3, 2019

ମହାଶିବରାତ୍ରି ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ନିର୍ଘଣ୍ଟ ! ଭୋର ୩.୩୦ରୁ ଆରମ୍ଭ ହେବ ଦର୍ଶନ, ସେପଟେ କଡାକଡି…

ମହାଶିବରାତ୍ରି ପାଳନ ପାଇଁ ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ନୀତି ନିର୍ଘଣ୍ଟ ହୋଇଛି। ସାହାଣ ମେଲା ବା ସାଧାରଣ ଦର୍ଶନ ପାଇଁ ତିନୋଟି ପର‌୍ୟ୍ୟାୟରେ ସୁଯୋଗ ରହିଛି । ପ୍ରଥମ ପର‌୍ୟ୍ୟାୟରେ ଭୋର୍ ୩ଟା ୩୦ରୁ ସକାଳ ସାଢ଼େ ୧୦ଟା, ଦ୍ବିତୀୟ ପର‌୍ୟ୍ୟାୟରେ ଅପରାହ୍ନ ୩ଟା ୪୫ରୁ ୪ଟା ୪୫ ଓ…

ରେଭେନ୍ସସାରେ ସମ୍ବାଦ ସାହିତ୍ୟଘରର ରାଜ୍ୟସ୍ତରୀୟ ସମାବେଶ । କବିତା ପାଠୋତ୍ସବ ସହ ହେଲା ପୁସ୍ତକ ପ୍ରଦର୍ଶନୀ,…

କନକ ବ୍ୟୁରୋ : ଜୀବନ ସହ ଯୋଡା ସାହିତ୍ୟ । ଅନୁଭୂତିରୁ ସୃଷ୍ଟି ହୁଏ ସାହିତ୍ୟ ଏବଂ ସାହିତ୍ୟ ଦିଏ ସଂହତିର ବାର୍ତା । ଏଭଳି ମନ୍ତବ୍ୟ ଦେଇଛନ୍ତି ସାହିତ୍ୟଘରର ଷଷ୍ଠ ରାଜ୍ୟସ୍ତରୀୟ ସମାବେଶରେ ସାମିଲ ହୋଇଥିବା ଅତିଥି । ରେଭେନ୍ସା ବିଶ୍ୱବିଦ୍ୟାଳୟର କନଭେନସନ୍ ସେଂଟରରେ ଆୟୋଜିତ ହୋଇଥିଲା ଏହି…

ଯଦି ‘ରାଫେଲ’ ଥାଆନ୍ତା, ତେବେ ପରିଣତି ଅଲଗା ହୋଇଥାନ୍ତା । ଜାଣନ୍ତୁ କାହିଁକି ଏମିତି କହିଲେ ମୋଦି

କନକ ବ୍ୟୁରୋ : ଯଦି ଆମର ରାଫେଲ ଥାଆନ୍ତା, ତେବେ ପରିଣାମ ଅଲଗା ହୋଇଥାଆନ୍ତା । ପାକିସ୍ତାନ ଓ ଭାରତ ମଧ୍ୟରେ ଚାଲିଛଥିବା ଉତେଜନା ପରିପ୍ରେକ୍ଷୀରେ ଏହି ବୟାନ ଦେଇଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଇଂଡିଆ ଟୁଡେ କନକ୍ଲେଭରେ ଯୋଗ ଦେଇ ମୋଦି ରାଫେଲରୁ ଗୁରୁତ୍ୱ ଉପରେ ଏଭଳି ବୟାନ…

ବାଲାକୋଟରେ ହୋଇଥିଲା ବୋମାମାଡ! ଶତ୍ରୁ ମୁହଁରୁ ବାହାରିଲା ସତ, ପଦାରେ ପଡ଼ିଲା ‘ପାକ୍’ର ମିଛ । ଆତଙ୍କୀ କ୍ୟାମ୍ପରେ…

କନକ ବ୍ୟୁରୋ : ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ସୀମା ଭାରତୀୟ ବାୟୁସେନା କରିଥିବା ବୋମା ମାଡ ନେଇ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ମସୁଦ ଆଝାରର ଭାଇ ମୌଲାନା ଅମାର ଏକ ଅଡିଓ ଟେପ୍ରେ, ଜୈସ-ଏ- ମହମ୍ମଦର କ୍ୟାମ୍ପ ଉପରେ ବୋମା ମାଡ ହୋଇଛି ବୋଲି ସ୍ୱୀକାର କରିଛି । ଏଥିରେ ବିପୁଳ…

ମୁଖ୍ୟମନ୍ତ୍ରୀଙ୍କ ବିକାଶ ପ୍ୟାକେଜ୍ । ବ୍ରହ୍ମପୁରରେ ୪୯୦ କୋଟିର ବୃହତ ଜଳସେଚନ ପ୍ରକଳ୍ପର କଲେ ଲୋକାର୍ପଣ, ଖୋର୍ଦ୍ଧାରେ…

କନକ ବ୍ୟୁରୋ : ବ୍ରହ୍ମପୁରରୁ ଦୂର ହେବ ଜଳକଷ୍ଟ । ଲୋକାର୍ପିତ ହେଲା ବୃହତ୍ ଜାନିବାଲି ଜଳ ପ୍ରକଳ୍ପ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୪୯୦ କୋଟି ଟଙ୍କାର ଏହି ମେଗା ଜଳ ପ୍ରକଳ୍ପକୁ ଲୋକାର୍ପିତ କରିଛନ୍ତି । ଏହା ଜରିଆରେ ୧୬ ପଂଚାୟତର ପ୍ରାୟ ୫୩ ଟି ଗାଁ ଉପକୃତ ହେବେ । ସେହିପରି…

ପାକିସ୍ତାନୀ ଯୁଦ୍ଧ ବିମାନକୁ ପିଛା କରିବା ବେଳେ ଶେଷ ସନ୍ଦେଶ ଦେଇଥିଲେ ଅଭିନନ୍ଦନ! ଜାଣନ୍ତୁ ଏଫ-୧୬କୁ ଟାର୍ଗେଟ କରିବା…

କନକ ବ୍ୟୁରୋ : ଫେବ୍ରୃଆରୀ ୨୭ ତାରିଖରେ, ଯେତେବେଳେ ପାକିସ୍ତାନୀ ଯୁଦ୍ଧ ବିମାନକୁ ପିଛା କରିଥିଲେ ୱିଙ୍ଗ କମାଂଡର ଅଭିନନ୍ଦନ ବର୍ଥମାନ, ସେତେବେଳର ଶେଷ ସଂଦେଶ ଏବେ ସାମ୍ନାକୁ ଆସିଛି । ଅଭିନନ୍ଦନ ବାର୍ତା ଦେଇଥିଲେ, ସେ ଆର-୭୩ ମିସାଇଲ ବ୍ୟବହାର କରିବାକୁ ନିଷ୍ପତି ନେଇଛନ୍ତି । ଏହା ପରେ…