Daily Archives

March 3, 2019

ଆସିଲା ଅଭିନନ୍ଦନଙ୍କ ଏମଆରଆଇ ରିପୋର୍ଟ ! ମେରୁଦଣ୍ଡରେ ଲାଗିଛି ଗଭିର ଆଘାତ ।

ପାକିସ୍ତାନରେ ୬୦ଘଣ୍ଟା ବିତାଇବା ପରେ ଶୁକ୍ରବାର ନିଜ ଜନ୍ମଭୂମିକୁ ଫେରିଥିଲେ ବୀର ପାଇଲଟ୍ ଅଭିନନ୍ଦନ । ଅଟାରୀ-ଓ୍ଵାଘା ସୀମାରେ ଭାରତବାସୀ ତାଙ୍କର ଭବ୍ୟ ସ୍ୱାଗତ କରିଥିବା ବେଳେ ସେଠାରୁ ତାଙ୍କୁ ଅମ୍ରିତସର ବିମାନବନ୍ଦନରକୁ ଅଣାଯାଇ ବିମାନ ଯୋଗେ ଦିଲ୍ଲୀ ନିଆଯାଇଥିଲା । ଦିଲ୍ଲୀରେ ସେ କିଛି…

ସାନଖେମୁଣ୍ଡିରେ କିଏ ରଖିବ ଦଳର ସମ୍ମାନ? ବିଜେଡି ପାଇଁ ପ୍ରାର୍ଥୀ କନ୍ଦଳ, କଂଗ୍ରେସକୁ ରମେଶ ଦେବେ କି ବଳ । ବିଜେପିକୁ…

କନକ ବ୍ୟୁରୋ :ଗଞ୍ଜାମ ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ଆସନ ମଧ୍ୟରୁ ସାନଖେମୁଣ୍ଡି ଅନ୍ୟତମ । ମୁଖ୍ୟମନ୍ତ୍ରୀ ପ୍ରତିନିଧିତ୍ୱ କରୁଥିବା ଗଞ୍ଜାମ ଜିଲ୍ଲାରେ ଏହି ବିଧାନସଭା ଆସନ ଆସୁଥିବାରୁ ଏହା ଉପରେ ସମସ୍ତଙ୍କର ନଜର ରହିଛି । ୨୦୦୯ରେ ନିର୍ବାଚନମଣ୍ଡଳୀ ପୁନର୍ଗଠନ ପରେ ଅନୁଷ୍ଠିତ ପ୍ରଥମ…

ଭୁବନେଶ୍ୱର ବିମାନ ବନ୍ଦରରୁ ମହିଳାଙ୍କ ଠାରୁ ୭୦୭ ଗ୍ରାମ ସୁନା ଜବତ । ୨୩ ଲକ୍ଷରୁ ଅଧିକ ମୂଲ୍ୟ ହୋଇଥିବା କରାଯାଉଛି…

କନକ ବ୍ୟୁରୋ: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ରବିବାର ଜଣେ ମହିଳାଙ୍କ ଠାରୁ ପୁଣି ୭୦୭ ଗ୍ରାମ ସୁନା ଜବତ ହୋଇଛି। ଭୁବନେଶ୍ୱର ଦେଇ ମହିଳା ଜଣକ ଘରକୁ ଯିବାକୁ ଯୋଜନା କରିଥିଲେ। ଏହା ପୂର୍ବରୁ ସେ କଷ୍ଟମ ବିଭାଗର ଅଧିକାରୀଙ୍କ ଦ୍ୱାରା ଧରାପଡ଼ି ଯାଇଛନ୍ତି । ରିପୋର୍ଟ ଅନୁସାରେ…

ଧାମନଗରରେ କିଏ ଉଡାଇବ ବିଜୟ ଧ୍ୱଜା? ବିଜେଡିରେ ସବୁକିଛି ନାହିଁ ଠିକଠାକ୍, କଂଗ୍ରେସ ପାଇଁ ପ୍ରାର୍ଥୀ ଅଡୁଆ? ବିିଜେପି…

କନକ ବ୍ୟୁରୋ : ଧାମନଗରରେ ହେବ ଧୂଆଁଧାର ଲଢେଇ । ଭଦ୍ରକ ଜିଲ୍ଲାର ଏକମାତ୍ର ସଂରକ୍ଷିତ ଆସନ ଧାମନଗର ହୋଇଥିବା ବେଳେ ଏଠାରେ ଗତ ଦୁଇଟି ନିର୍ବାଚନରେ ବାଜି ମାରୁଛି ବିଜେଡି । ଏହି ଆସନରେ ବିଜେଡି ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଥିବା ବେଳେ ଏଥିରେ ବଡ ବାଧକ ସାଜି ଛିଡା ହୋଇଛନ୍ତି ବିରୋଧୀ ବିଜେପି…

ବରୀ : କାହା ଉପରେ କିଏ ପଡିବ ଭାରି? ଦେବାଶିଷଙ୍କ ଦୁର୍ଗ ଭାଙ୍ଗିବାକୁ ବିରୋଧୀଙ୍କ ରଣହୁଙ୍କାର, ଦୁର୍ଗ ରକ୍ଷା କରିବାର…

କନକ ବ୍ୟୁରୋ : ବରୀରେ କାହା ଉପରେ କିଏ ପଡିବ ଭାରି । ଏକଥା ଏଥିପାଇଁ କୁହାଯାଉଛି କାରଣ ବରୀ ରାଜନୀତିରେ ଏବେ ଘଡିକେ ଘୋଡା ଛୁଟଛି । ଭୋଟର ଏଥର କାହା ଉପରେ ଭରସା କରିବେ ତାହା କହିବା ମୁସ୍କିଲ । ପାଖାପାଖି ଦୁଇ ଦଶନ୍ଧି ଧରି ବରୀ ନିର୍ବାଚନମଣ୍ଡଳୀରେ ବିଜୟ ସହ ଦେବାଶିଷ ଏହାକୁ ବିଜେଡିର…