Daily Archives

March 2, 2019

ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି! ପୂର୍ବତଟ ରେଳବାଇରୁ ୱାଲଟିୟର ଡିଭିଜନ ଅଲଗା ହେବା ନେଇ ଜାହିର କଲେ ଅସନ୍ତୋଷ,…

କନକ ବ୍ୟୁରୋ : ଇଷ୍ଟକୋଷ୍ଟ ରେଳବାଇକୁ ଦୁଇଭାଗ କରିଯିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି ନବୀନ ପଟ୍ଟନାୟକ । ଓଡିଶା ସରକାରଙ୍କ ସହ ପରାମର୍ଶ ନକରି ଦକ୍ଷିଣତଟ ରେଳଜୋନର ଗଠନ କରାଯାଇଥିବାରୁ ଅସନ୍ତୋଷ ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ । ଏପରିକି ବିଶାଖାପାଟଣାରେ…

‘ଢ଼େଙ୍କାନାଳ’ ରାଜନୀତି ହେଲାଣି ଅସମ୍ଭାଳ ! ୩ ଦଳରେ ଆଶାୟୀ ମାଳମାଳ, କାହା ଉପରେ ଭରସା କରିବ ଦଳ ।

କନକ ବ୍ୟୁରୋ: ଦିଲ୍ଲୀରୁ ପଲ୍ଲୀ ସବୁଠି ଏବେ ବହୁଛି ନିର୍ବାଚନୀ ହାୱା । ରାଜ୍ୟରେ କ୍ଷମତାସୀନ ଥିବା ଦଳର ବିଭିନ୍ନ ଗଡ଼ ଦୋହଲାଇବାକୁ ବଳ କଷୁଛନ୍ତି ବିରୋଧୀ । ସେହି ମର୍ମରେ ଆଗାମୀ ସାଧାରଣ ନିର୍ବାଚନ ପାଇଁ ଢେଙ୍କାନାଳରେ ଆରମ୍ଭ ହୋଇଯାଇଛି ଅଙ୍କକଷା । କିଏ କେଉଁ ଦଳରୁ ପ୍ରତିଦ୍ବନ୍ଦ୍ବିତା…

ଅଭିନନ୍ଦନ ଫେରିବା ପରେ ସ୍ୱାଭାବିକ ହେଉଛି ସ୍ଥିତି: ହସ୍ପିଟାଲରେ ୱିଙ୍ଗ କମାଣ୍ଡରଙ୍କୁ ଭେଟିଲେ ପ୍ରତିରକ୍ଷା ମନ୍ତ୍ରୀ,…

କନକ ବ୍ୟୁରୋ: ପାକିସ୍ତାନରେ ୬୦ ଘଂଟା ବିତାଇ ଫେରିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ଏବେ କଣ କରୁଛନ୍ତି । ବୀର ଯବାନଙ୍କ ହାଲଚାଲ ଉପରେ ରହିଛି ସାରା ଦେଶବାସୀଙ୍କ ନଜର । ଶନିବାର ଦେଶର ବୀର ଯବାନଙ୍କୁ ଭେଟିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା ସୀତାରମଣ । ଶତ୍ରୁ ଶିବିରର ସେହି ୬୦ ଘଂଟାର…

ଚଣ୍ଡିଖୋଲରେ ଖୋଲିଲା ଉତ୍କଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ! ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

କନକ ବ୍ୟୁରୋ : ଲୋକାର୍ପିତ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଥମ ରୁରାଲ କ୍ୟାମ୍ପସ । ଚଣ୍ଡିଖୋଲରେ ଆଜି ଏହି କ୍ୟାମ୍ପସର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେହିପରି ଦିନିକିଆ ଭଦ୍ରକ ଓ ଯାଜପୁର ଜିଲ୍ଲା ଗସ୍ତ କରି ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଉଦଘାଟନ…

ଅଭିନନ୍ଦନଙ୍କ ହସ୍ତାନ୍ତର ନେଇ ସବୁଠୁ ବଡ ରହସ୍ୟର ହେଲା ପର୍ଦ୍ଦାଫାସ । ନିଜ ଛବିରେ ସୁଧାର ପାଇଁ ଅଭିନନ୍ଦନଙ୍କୁ ନେଇ…

କନକ ବ୍ୟୁରୋ: ଶୁକ୍ରବାର ସକାଳୁ ସାରାଦେଶ ଅପେକ୍ଷା କରି ରହିଥିଲେ କେତେବେଳେ ଭାରତ ମାଟିକୁ ଆସିବେ ୱିଙ୍ଗ କମାଣ୍ଡର ଅଭିନନ୍ଦନ । ସକାଳୁ ଦ୍ୱିପ୍ରହର, ସଂଧ୍ୟା ଓ ରାତି ଗଡିଲା ବେଳକୁ ଦେଶବାସୀଙ୍କ ଉତ୍ସୁକତା ମଧ୍ୟ ଚରମ ସୀମାରେ ପହଂଚିଥିଲା । କିନ୍ତୁ କୁହାଗଲା କାଗଜପତ୍ର କାମ ଯୋଗୁଁ ଫେରିବାରେ…

ଭାରତ ସୀମାରେ ଏଫ୍-୧୬ ବିମାନର ବ୍ୟବହାର କରିବା ପାକିସ୍ତାନକୁ ପଡିବ ମହଙ୍ଗା! ପ୍ରମାଣ ମିଳିଲେ ଏଫ୍-୧୬କୁ ଅକାମୀ କରିଦେବ…

କନକ ବ୍ୟୁରୋ : ଭାରତୀୟ ସୀମା ଭିତରକୁ ପଶି ପାକିସ୍ତାନ ଅଡୁଆ ଭିତରେ ଛନ୍ଦି ହୋଇଛି । ତାଠୁ ଅଧିକ ମହଙ୍ଗା ହୋଇଛି ଏହି ଅଭିଯାନରେ ଏଫ-୧୬ ଲଢୁଆ ବିମାନର ବ୍ୟବହାର । ଯାହାକୁ ନେଇ ପାକିସ୍ତାନକୁ କୈଫିୟତ ମାଗିଛି ଆମେରିକା । ଭାରତୀୟ ସୈନ୍ୟ ପ୍ରତିଷ୍ଠାନ ଉପରେ ପାକିସ୍ତାନ ଏଫ୍-୧୬ରୁ ମିଶାଇଲା…